Movie prime

ଅନୁଭବ ଙ୍କ ଘରେ ଜବରଦସ୍ତି ପଶିଲେ ଅର୍ବାନ ବ୍ୟାଙ୍କ କର୍ମଚାରୀ.. ୫୦ ଲକ୍ଷ ଟଙ୍କା ନେଇ ସୁଝି ନଥିଲେ ଅନୁପ୍ରାସ..

 
Vv
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Hh
ବନ୍ଧୁଗଣ ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ବ୍ୟାଙ୍କ ଲୋନ ରିକୋଭରି ବିଭାଗର ଚଢ଼ାଉ। ଅନୁଭବଙ୍କ ଭାଇ ଅନୁପ୍ରାସ ମହାନ୍ତିଙ୍କ କଟକ ଗଣ୍ଡରପୁର ଅର୍ବାନ କୋପରଟିଭ ବ୍ୟାଙ୍କରୁ ଲୋନ ନେଇ ନସୁଝିବାରୁ ତାଙ୍କ ଖାନନଗର ସ୍ଥିତ ଭଡ଼ା ଘରେ ବ୍ୟାଙ୍କ ଲୋନ ରିକଭରି ଟିମ୍।
ତେବେ ବନ୍ଧୁଗଣ ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ରେଡ୍। ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ରେଡ୍। ସାଂସଦ ଅନୁଭବ ମହାନ୍ତିଙ୍କ ଭଡା ଘରେ ଅର୍ବାନ କୋପରଟିଭ ବ୍ୟାଙ୍କ ପକ୍ଷରୁ ଏହି ଚଢାଉ କରାଯାଇଛି।
Bb
ଅନୁଭବଙ୍କ ଭାଇ ଅନୁପ୍ରାସ ମହାନ୍ତି କଟକ ଗଣ୍ଡରପୁର ଅର୍ବାନ କୋପରଟିଭ ବ୍ୟାଙ୍କରୁ ଋଣ ନେଇ ସୁଝିନପାରିବାରୁ ବ୍ୟାଙ୍କ ପକ୍ଷରୁ ଏହି ଚଢାଉ କରାଯାଇଛି। ଖବର ମୁତାବକ, ଅନୁପ୍ରାୟ ଉକ୍ତ ବ୍ୟାଙ୍କ ରୁ ମୋଟା ଅଙ୍କର ଟଙ୍କାର ଋଣ କରିଥିଲେ।
ହେଲେ ପରମୁହୁର୍ତ୍ତରେ ସେ ଏହାକୁ ସୁଝି ପାରିନଥିଲେ। ଏନେଇ ଅନୁପ୍ରାସଙ୍କୁ ନୋଟି ମଧ୍ୟ ପଠାଯାଇଥିଲା। ଆଉ ଏବେ ଖାନନଗର ସ୍ଥିତ ଭଡ଼ା ଘରେ ବ୍ୟାଙ୍କ ପକ୍ଷରୁ ଚଢାଉ କରାଯାଇଛି।
ଏହି ଚଢାଉରେ ସାମିଲ ଥିବା ଉକ୍ତ ବ୍ୟାଙ୍କର ଜଣେ ଅଧିକାରୀ କହିଛନ୍ତି ଯେ, ଅନୁପ୍ରାସ ଙ୍କର ବ୍ୟକ୍ତିଗତ କାରଣ ଯୋଗୁଁ ସେ ଏହି ଋଣ ସୁଝିବାରେ ବିଳମ୍ବ କରିଛନ୍ତି। ତେଣୁ ଆଗାମୀ ଦିନରେ ଖୁବ୍ ଶିଘ୍ର ସେ ଏହି ଟଙ୍କା ସୁଝିଦେବେ ବୋଲି ପ୍ରତିଶୃତି ଦେଇଛନ୍ତି।
ହେଲେ ଅନୁପ୍ରାସ କେତେ ଟଙ୍କା ବ୍ୟାଙ୍କରୁ ଋଣ ନେଇଥିଲେ ତାହାର ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ମନା କରିଦେଇଛନ୍ତି ଅଧିକାରୀ ଜଣଙ୍କ। ଆଉ ଏହି ଚଢାଉ ବେଳେ ଅନୁପ୍ରାସ ସମ୍ପୂର୍ଣ୍ଣ ସହଯୋଗ କରିଥିବା ସେ କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.