Movie prime

ଉଠାନ୍ତୁ ଲାଭ ଏଥର ବିନା ଇଣ୍ଟରନେଟରେ ଚାଲିବ WhatsApp Messenger ! ଦେଖନ୍ତୁ କେମିତି କରିବେ ସେଟିଂ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ସବୁବେଳେ ସବୁ ପ୍ରକାରର ଘଟଣାକୁ ନେଇ ଖବର ଆସିଥାଏ ।
Special report
ଆପଣମାନେ ଅନେକ ଖବର ଏହି ସୋସିଆଲ ମିଡ଼ିଆ ଦ୍ଵାରା ହିଁ ପାଇ ପାରୁଛନ୍ତି । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ସୋସିଆଲ ମିଡ଼ିଆ ହ୍ୱାଟସଅପରେ ନୂଆ ଫିଚର କିଛି ଆସିଛି । ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ଖବର ଆପଣମାନେ ପାଇପାରିବେ । 
ସୋସିଆଲ ମିଡ଼ିଆ ସାଇଟ ହ୍ୱାଟସଅପ ପ୍ରାୟ ସମସ୍ତ ଲୋକ ବ୍ୟବହାର କରୁଛନ୍ତି । ଏହି ସାହାଯ୍ୟରେ ଅନେକ ଲୋକ ଅନେକ କଥା ହେଉଛନ୍ତି । ହ୍ୱାଟସଅପ ଦ୍ଵାରା କଲ୍ ଏବଂ ଭିଡିଓ କଲର ସୁବିଧା ଲୋକମାନେ ପାଇ ପାରୁଛନ୍ତି ।
Special report
ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏହାର କିଛି ନୂଆ ଫିଚର ବିଷୟରେ ଜାଣିପାରିବେ । ହ୍ୱାଟସଅପର ଲୋକପ୍ରିୟତା ବହୁତ ଅଧିକ ଏହାର ଲୋକପ୍ରିୟତା କାହାକୁ ବା ଅଛପା । 
ଏବେ ଏହି ହ୍ୱାଟସଅପ ପ୍ଲାଟଫର୍ମରେ ଆଉ ଏକ ନୂଆ ଫିଚର ଜଡ଼ିତ ହୋଇଛି । ଯାହାଦ୍ଵାରା ୟୁଜର୍ସ କୌଣସି ବି ଫାଇଲ ଟ୍ରାନ୍ସଫର୍ କରିପାରିବେ । ଲୋକମାନେ ଯେମିତି ବ୍ଲୁ ତୁଥ ଜରିଆରେ ଫାଇଲ ଟ୍ରାନ୍ସଫର୍ କରୁଥିଲେ ଠିକ୍ ସେମିତି ଏହି ହ୍ୱାଟସଅପ ଦ୍ଵାରା କରିପାରିବେ ।
Special report
ଇନଷ୍ଟାଣ୍ଡ ମେସେଜିଂ ଆପ ଜରିଆରେ ୟୁଜର୍ସ ବଡ ଫାଇଲ ଟ୍ରାନ୍ସଫର୍ କରିପାରିବେ । ଆଗ ଅପେକ୍ଷା ଏହା ଅଧିକ ସହଜ ହେବ । କମ୍ପାନୀ ଏଥିପାଇଁ ନୂଆ ଫାଇଲ ଟ୍ରାନ୍ସଫର୍ ଫିଚର୍ ଆଣୁଛନ୍ତି ।
ହ୍ୱାଟସଅପର ଆସିବାକୁ ଯାଉଥିବା ଫିଚରକୁ ଟ୍ରାକ କରୁଥିବା ୱେବସାଇଟ ୱେବୋଟାଇଫ ଫିଚର୍ ବିଷୟରେ ସୂଚନା ଦେଇଛନ୍ତି । ହ୍ୱାଟସଅପରେ ବ୍ଲୁତୁଥ ପରି ଏକ ଫିଚର୍ ରହିବ । ଯାହା ପିପୁଲ ନିଅର୍ ବାଇ ହୋଇଥିବ । ଏହି ଫିଚର୍ ଦ୍ଵାରା ଅତି ସହଜରେ ଫାଇଲ ସେୟାର କରିପାରିବେ ।
ପୂର୍ବରୁ ଫାଇଲ ପଠା ଯାଉଥିଲା କିନ୍ତୁ ସେଥିପାଇଁ ଇଣ୍ଟରନେଟ ସେବା ଦରକାର ହେଉଥିଲା କିନ୍ତୁ ଏହି ନୂଆ ଫିଚରରେ ଇଣ୍ଟରନେଟ ଦରକାର ହେବ ନାହିଁ । ଏବେ ଏହି ଫିଚର୍ ଟେଷ୍ଟିଂ ହେଉଛି । ଏହି ବିଷୟରେ ଏବେ ଏହି ତଥ୍ୟ ଦେଇଛି ହ୍ୱାଟସଅପ୍ ।