Movie prime

ଚର୍ଚ୍ଚା ଧରିଛି ଜୋର୍ ! ନବିନ ଙ୍କ ପରେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ପଦ ରେ ବସିବେ ବୈଜୟନ୍ତ ପଣ୍ଡା??

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସମୟରେ ଏକ ବଡ଼ ଖବର ଆସି ପହଞ୍ଚିଛି। ନିର୍ବାଚନ ପୂର୍ବରୁ ବୈଜୟନ୍ତ ପଣ୍ଡା ନେଇ ପାରନ୍ତି ବଡ଼ ନିଷ୍ପତ୍ତି। ମନମୋହନ ସାମଲ ବିଜେଡ଼ି ସଭାପତି ହେବା ପରେ ବିଜେପି ଦଳର ରାଜନୀତି ରେ ସବୁ କିଛି ଠିକ ଚାଲି ନଥିବା ସୁଚନା ମିଳିଛି।
ଏହା ଖବର ମିଳିଛି କି ପୁରୁଣା ନେତା ମାନଙ୍କୁ ଖୋଜିବା ବର୍ତ୍ତମାନ୍ ମନମୋହନ ଆରମ୍ଭ କରିଲେଣି। ଏଥିପାଇଁ ଦଳ କୁ ଉଚ୍ଚ ଅଭିଳାଷ ନେଇ ଆସିଥିବା ଲୋକ ମାନଙ୍କ ଚିନ୍ତା ବଢ଼ିଲାନି।
ଏହି ତାଲିକାରେ ବୈଜୟନ୍ତ ପଣ୍ଡା ଥିବା ମଧ୍ୟ କୁହା ଯାଉଛି। ସମିତି ସଭାପତି ପଦ ରୁ ହଟିବା ବୈଜୟନ୍ତ କୁ ଯେତିକି ପରିମାଣରେ ଖୁସୀ କରିଥିଲା। ତା ଠାରୁ ଅଧିକ ମନମୋହନ ଙ୍କ ରୋଡ ମ୍ୟାପ କୁ ନେଇ ବୈଜୟନ୍ତ ଦୁଃଖୀ ଥିବାର ମଧ୍ୟ କୁହା ଯାଉଛି।
Special Report
ମନମୋହନ ଯେଉଁ ଟିମ୍ ଗଢିବେ ସେଥିରେ କାଳେ ଭରଷା ଯୋଗ୍ୟ ଭଲ background ଥିବା ନେତା ମାନଙ୍କୁ ଅଧିକା ଗୁରୁତ୍ୱ ଦିଆଯିବ। ଆଉ ଏହି କ୍ରାଇଟରିଆ କୁ ବୈଜୟନ୍ତ ପୂରା କରୁ ନଥିବାର ଚର୍ଚ୍ଚା ମଧ୍ଯ ହେବାରେ ଲାଗିଛି।
ବର୍ତ୍ତମାନ୍ ପର୍ଯ୍ୟନ୍ତ ବୈଜୟନ୍ତ ଙ୍କ ଉପରେ ସଂଘର ସେତେ ମାତ୍ରାରେ ଆଶୀର୍ବାଦ ନାହିଁ। ବୈଜୟନ୍ତ କାଳେ ଭିତିରିଆ ଆପ୍ସ୍ ସହ ଡିଲ କରୁଥିବା ନେଇ ବିଜେପି ନେତୃତ୍ଵ ଙ୍କ ନିକଟରେ ଖବର ପହଞ୍ଚି ଥିବାର କୁହା ଯାଉଛି।
ଆଉ ଏଥିପାଇଁ ବୋଧ ହୁଏ ଗ୍ରୁପ୍ ରେ ସାମିଲ୍ ନକରି ପାରନ୍ତି ମନମୋହନ। ବିଜେଡ଼ି ରୁ ବାହାରିବା ପରେ ବିଜେପି କୁ ସେ ଖୁବ୍ ଆଶା ନେଇ ଆସିଥିଲେ ବୋଲି ମଧ୍ୟ କୁହାଯାଉଛି।
ହେଲେ ବୈଜୟନ୍ତ ଙ୍କ ଆଶା ଏଯାଏଁ ଫଳପ୍ରଦ ହୋଇ ପାରି ନାହିଁ। କାରଣ ତାଙ୍କୁ ରାଜ୍ୟ ରାଜନୀତି ସହ ସେତେ ମାତ୍ରାରେ ସଂଶ୍ଳିଷ୍ଟ କରାଯାଉଥିବାର ଦେଖାଯାଉ ନାହିଁ। ଏହା ସହ ବିଜେପି ରେ ବୈଜୟନ୍ତ ନିଜର ଭବିଷ୍ୟତ ମଧ୍ୟ ସେତେ ମାତ୍ରାରେ ଉଜ୍ଜଳ ଦେଖି ପାରୁ ନଥିବା ମଧ୍ଯ ଏହା କୁହା ଯାଉଛି।
ଆଉ ଏସବୁ ଖବର ମଧ୍ଯ ତାଙ୍କର ନିକଟତମ ମହଲ ରୁ ଶୁଣିବାକୁ ମିଳିଛି। ମାତ୍ର ଏକଥା କେତେଦୂର ସତ ଓ କେତେଦୂର ମିଛ ତାହା ସେ ସମ୍ପର୍କରେ ବୈଜୟନ୍ତ ପଣ୍ଡା କିଛି କହି ନାହାଁନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.