Movie prime

ଆମେ ଆଉ ଭିଡିଓ କରିବୁନି ଆମକୁ ଲୋକେ କଣ ଆଉ ପସନ୍ଦ କରୁ ନାହାନ୍ତି, ଯାହା ନାଇ ତାହା ଇଚ୍ଛା କରି ଗାଳି କରୁଛନ୍ତି

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଦିପାଞ୍ଜଳି ଓ ରାଜେନ୍ଦ୍ର ଙ୍କ ବିବାହ ବିଷୟ ରେ।ଉଭୟ ଭଲ ପାଇ ବିବାହ କରିଥିଲେ।ହେଲେ ଦିପା ଙ୍କ ପରିବାର ଲୋକେ ଏହାକୁ ପସନ୍ଦ କରି ନ ଥିଲେ।ସେମାନେ ତାଙ୍କ ଝିଅ କୁ ଶୁଦ୍ଧି ହୋଇ ଯାଇଥିଲେ।ଓ ଗ୍ରାମ ର ଲୋକ ମାନଙ୍କୁ ଡାକି ଖୁଆଇ ଥିଲେ।
ଏହାର ଭିଡିଓ ସୋସିଆଲ ମିଡିଆରେ ରେ ଖୁବ୍ ଭାଇରାଲ ହୋଇଥିଲା।ଉଭୟ ଯେତେବେଳେ ଦେଖିଲେ ତାଙ୍କ ଭିଡିଓ କୁ ଲୋକମାନେ ଖୁବ୍ ଭଲ ପାଇବା ଦେଉଛନ୍ତି।ଏହା ପରେ ସେମାନେ ବିଭିନ୍ନ ପକର ଭିଡିଓ କରିବା ପାଇଁ ନିଷ୍ପତି ନେଲେ।
ସେଥିପାଇଁ ସେମାନେ ନିଜ ଦୈନନ୍ଦିନ ଭିଡିଓ କରିବା ଆରମ୍ଭ କଲେ।ଏଥିରୁ ବହୁ ଅର୍ଥ ରୋଜଗାର କଲେ।କିନ୍ତୁ ଯେତିକି ଭଲ କମେଣ୍ଟ ଲୋକମାନେ କରୁଥିଲେ ତାହା ଠାରୁ ଅଧିକ ଖରାପ କମେଣ୍ଟ କରୁଥିଲେ।ଉଭୟ ଙ୍କୁ ତାହା ବହୁତ ଖରାପ ଲାଗି ଥିଲା।
Special report
ସେଥିପାଇଁ ସେମାନେ ଧୀରେ ଧୀରେ ଭିଡିଓ କରିବା ବନ୍ଦ କରି ଦେଲେ।ଲୋକ ମାନେ ତାଙ୍କୁ ବହୁତ ମଧ୍ୟ ଭଲ ପାଇବା ଦେଇଛନ୍ତି।ସେଥିପାଇଁ ସେମାନେ ତାଙ୍କର ଏକ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କଲେ। ଏବଂ ସେମାନେ କାହିଁ ଆଉ ଭିଡିଓ କରୁ ନାହାନ୍ତି ସେ ବିଷୟ ରେ କହିଲେ।
ରାଜେନ୍ଦ୍ର ଙ୍କ କହିବା ଅନୁଯାୟୀ ଲୋକ ମାନେ ତାଙ୍କ କମେଣ୍ଟ ବକ୍ସ ରେ ବହୁତ ଖରାପ ଖରାପ କଥା ଲେଖୁଛନ୍ତି।ଏହାକୁ ମୋ ପରିବାର ଲୋକ ମାନେ ଦେଖୁଛନ୍ତି।ଓ ବାପା ଆଉ ଭିଡିଓ କରିବାକୁ ମନା କଲେ।ସେଥିପାଇଁ ମୁଁ ଆଉ ଭିଡିଓ କରୁନି।ଆମର କଣ ଭୁଲ ଥିଲା।
ଯେଉଁଥିପାଇଁ ଆପଣ ମାନେ ଆମକୁ ଏପରି କହୁଛନ୍ତି।ଆମେ ଆଉ ଆଜି ଠୁ ଭିଡିଓ କରିବୁ ନାହିଁ ବୋଲି ସେମାନେ କହିଛନ୍ତି।ଦିପା ଙ୍କ ବାପ ଘର ଲୋକ ମାନେ ଆଉ ତାଙ୍କୁ ଘରେ ପୁରେଇବାକୁ ଦେଉ ନାହାନ୍ତି।
ତାଙ୍କ ଶାଶୁ ଘର ଲୋକ ମାନେ ତାଙ୍କୁ ଖୁବ୍ ଭଲ ପାଆନ୍ତି।ତାଙ୍କ ଶାଶୁ ଶ୍ୱଶୁର ତାଙ୍କୁ ଝିଅ ଭଳି ଦେଖନ୍ତି।ଏହି ଭିଡିଓ ସବୁ ରାଜେନ୍ଦ୍ର ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରୁଥିଲେ।ନିଜ ପ୍ରତିଦିନ ର ଜୀବନ ବିଷୟ ରେ ସେ ଲୋକ ମାନଙ୍କୁ ଜଣାଇ ଥିଲେ।ହେଲେ ଏବେ ଠାରୁ ସେ ଆଉ ଭିଡିଓ କରିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.