Movie prime

୩୦ ବର୍ଷ ପରେ ବିବାହ କରିବା ଉଚିତ୍ ନୁହେଁ ଦେଖନ୍ତୁ କାହିଁକି କଣ ଏହାର ରହିଛି କାରଣ ଦେଖନ୍ତୁ

 
Viral news
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ଆପଣମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର। ତେବେ ବେଳେବେଳେ କିଛି ଏଭଳି ଭିଡ଼ିଓ ଗୁଡିକ ସାମ୍ନାକୁ ଆସିଥାଏ ଯାହା ଆମକୁ ଅନେକ କିଛି କଥା ଜାଣିବାକୁ ମଧ୍ୟ ମିଳିଥାଏ।
୩୦ ବର୍ଷ ପରେ ବିବାହ କରନ୍ତୁ ନାହିଁ। ଯଦି ବିବାହ କରିବେ ତେବେ କେବେ କେବେ ସାମାଜିକ ଅପବାଦ ସହିବା ପ୍ରସ୍ତୁତ ହୋଇବେ। 
୪୦ ବର୍ଷ ପରେ ଶିକ୍ଷାଗତ ପ୍ରଶଂସାପତ୍ରର କୌଣସି ମୂଲ୍ୟ ନାହିଁ। ୫୦ ବର୍ଷ ପରେ ଯୌବନର କୌଣସି ମୂଲ୍ୟ ନାହିଁ। କାରଣ ଆପଣ ଯେତେ ସଜେଇ ହେଲେବି ବୟସର ଛାପ ଆପଣଙ୍କ ମୁଁହ ଉପରେ ପଡିବା ଟା ହିଁ ପଡ଼ିବ।
୬୦ ବର୍ଷ ପରେ ଅବସର। ପୁରୁଣା ଚେୟାରର ମୂଲ୍ୟ ନାହିଁ। ଗ୍ରୁପ୍ ଏ, ବି, ସି, ଡି ଗୋଟିଏ ହିଁ ପରିଚୟ ଯାହାକି ପୂର୍ବତନ କର୍ମଚାରୀ। ୭୦ ବର୍ଷ ପରେ ଛୋଟ ବଡ଼ ଘରର କୌଣସି କାମ ନାହିଁ। 
କାରଣ ଝିଅ ପୁଅ ବାହାରେ, ଘରେ କେବଳ ବୁଢା ଆଉ ବୁଢ଼ୀ। ୮୦ ବର୍ଷ ପରେ ଅର୍ଥର ମୂଲ୍ୟ ନାହିଁ। କାରଣ ସେତେବେଳେ କ୍ଷମତା ନଥାଏ ଚାଲିବାକୁ। ୯୦ ବର୍ଷ ପରେ ବିଛଣାରେ ପଡିରହିବା।
ନିଦ ହେଲା କି ନହେଲା କିଛି ମାନେ ନାହିଁ। କାହାକୁ କଷ୍ଟ ଦେଇ ଭାବୁଛନ୍ତି ଯଦି ଆପଣ ଜିତି ଯାଉଛନ୍ତି। ତେବେ ଯାହାକୁ କଷ୍ଟ ଦେଇଥିବେ ତାହାଠାରୁ ଆପଣ ଅଧିକ କଷ୍ଟ ପାଇବେ। 
ଦୁଃଖ ସର୍ଯ୍ୟ କରୁଥିବା ମଣିଷ ମାନେ ଦିନେ ଶୁଖି ହିଁ ହେବେ। କିନ୍ତୁ ମଣିଷକୁ ଯେଉଁମାନେ ଦୁଃଖି କରନ୍ତି ସେମାନେ କେବେ ଶୁଖି ହୋଇପାରନ୍ତି ନାହିଁ।
ଜୀବନରେ ବଡ଼ ହୁଏ କିନ୍ତୁ କାହାକୁ ଛୋଟ କରନ୍ତୁ ନାହିଁ। ଜୀବନରେ ହସାନ୍ତୁ କିନ୍ତୁ କାହାକୁ କନ୍ଦାନ୍ତୁ ନାହିଁ। ଜୀବନରେ ବିଜୟୀ ହୁଅ କିନ୍ତୁ କାହାକୁ ଠାକିକି ନୁହଁ। ଜୀବନରେ ଶୁଖି ହୁଅ କିନ୍ତୁ କାହାକୁ କଷ୍ଟ ଦେଇ ନୁହଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.