Movie prime

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭାଇଙ୍କ ଭିଡିଓ ଦେଖନ୍ତୁ ସାମ୍ନାକୁ ଆସିଲା ଅତି ସୁନ୍ଦର ଦୃଶ୍ୟ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଭାଇ ଭାଇର ସମ୍ପର୍କ ମଧୁର ସୁ ପବିତ୍ର । ଭାଇ ଭାଇର ସମ୍ପର୍କ ଏହି ଦୁନିଆରେ ସବୁଠାରୁ ଭଲ ଆଉ ସତ ଅଟେ ।ଏହି ସମ୍ପର୍କ ସ୍ନେହର, ଶ୍ରଦ୍ଧାର ଆଉ ଭଲପାଇବାର ଅଟେ ।ଏହି ସମ୍ପର୍କ ରାଗ ରୁସାର ।
Special report
ଗୋଟିଏ ଭାଇ ସହିତ ଆଉ ଗୋଟିଏ ଭାଇ ଯେତେ ଝଗଡ଼ା କରୁ ବା କଳି କରୁ ଦୁହେଁ ଦୁହିଁଙ୍କୁ ସେତେ ଅଧିକ ଭଲ ପାଆନ୍ତି । ଆଉ ଦୁହେଁ ଦୁହିଁଙ୍କର ବହୁତ ଯତ୍ନ ନିଅନ୍ତି । ସେମାନେ ପରସ୍ପର ଭିତରେ ଯେତେ ଝଗଡ଼ା କରିଲେ ମଧ୍ୟ ସେମାନେ ବହୁତ ଭଲ ପାଇଥାନ୍ତି ।
ଦୁଇଭାଇ ମଧ୍ୟରେ ଅନେକ ଭଲପାଇବା ଥାଏ ଯାହା ଆପଣମାନେ ଜାଣିଥିବେ । ସେମାନେ ପରସ୍ପରର ଜୀବନ ଠାରୁ ବେଶୀ ଯତ୍ନ ନେଇଥାନ୍ତି । ଆଉ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଭାଇ ଭାଇର ସମ୍ପର୍କ କିଭଳି ହେବା ଦରକାର ତାହା ଜାଣିପାରିବେ ।
ଭାଇ ଏବଂ ଭାଇର ସମ୍ପର୍କ କେତେ ନିଜର ଯେତେ ଯାହା ହେଲେବି ଗୋଟେ ଭାଇ କେବେ ତାର ଭାଇର ଦୁଃଖ ସହିପାରିବ ନାହିଁ । ଆପଣମାନେ ଏହି ଭାଇର ସମ୍ପର୍କର ଏକ ଜ୍ୱଳନ୍ତ ଉଦାହରଣ ଏହି ଭିଡିଓ ମାଧ୍ୟମରେ ପାଇପାରିବେ । 
Special report
ଏହି ଘଟଣା ହେଉଛି ଗୋଟିଏ ଭାଇ ଦିବ୍ୟାଙ୍ଗ ହୋଇଯାଇଛି । ଆଉ ଅନ୍ୟ ଭାଇ ତାର ଯତ୍ନ ହେଉଛି । ବଡ ଭାଇ ଜଣକ ସାନ ଭାଇର ଯତ୍ନ ନେଉଛି । ବଡ ଭାଇ ଦିବ୍ୟାଙ୍ଗ ସାନ ଭାଇର ସାହାରା ସାଜିଛି।
ଆଉ ଏହି ଭାଇ ଜଣକ ଠେଲା ପାଖରୁ ଗୁପଚୁପ ନେଇ ତାର ସାନ ଭାଇକୁ ଖୁଆଇ ଦେଉଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି । ଆଜିକା ଦୁନିଆରେ ଜମିବାଡି ପାଇଁ ଭାଇ ଭାଇର ଜୀବନ ନେବାକୁ ପଛାଉ ନଥିବେ ବେଳେ ଏହି ଭାଇ ଜଣକ ସାନ ଭାଇ ଦିବ୍ୟାଙ୍ଗ ଜାଣି ମଧ୍ୟ ତାର ସାହାରା ପାଲଟିଛି । 
ଏମିତି ଭାଇ ଏହି ସଂସାରରେ ବିରଳ । ସାନ ଭାଇକୁ ଟଲିରେ ବୋହି ବଡ ଭାଇ ଗାଁ ଗାଁ ବୁଲି ଭିକ୍ଷା ମାଗୁଛି । ଏଭଳି ଘଟଣା ଦେଖିବାକୁ ମିଳୁଛି ଦଶରଥପୁର ବ୍ଲକ୍ ଗୋପାଳପୁର ପଞ୍ଚାୟତରେ । ଗୋପାଳପୁର ପଞ୍ଚାୟତର ଏହି ବ୍ୟକ୍ତି ଜଣକ ନାଁ ଲକ୍ଷ୍ମୀଧର ଜେନା ଆଉ ତାଙ୍କ ଭାଇଙ୍କ ନାମ ହେଉଛି ତନୁ ଜେନା ।
ବଡ ଭାଇ ତନୁ ଜେନା ସବୁବେଳେ ଛାଇ ଭଳି ତାଙ୍କ ସାନ ଭାଇଙ୍କ ପାଖରେ ରହୁଛନ୍ତି । ଏହି ସମ୍ପର୍କ ରାମଚନ୍ଦ୍ର ଆଉ ଲକ୍ଷ୍ମଣଙ୍କ ସମ୍ପର୍କ ଭଳି । ସତରେ ଏହି ଘଟଣାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ହେଉଛି ।