ଯୁବତୀ ଯାଉଥିଲେ ସ୍କୁଟି ରେ ହେଲେ ଅଚାନକ କୁଆଡୁ ମାଡ଼ିଆସିଲେ ବୁଲା କୁକୁର, ତାପରେ ଯାହା ହେଲା...
Apr 8, 2023, 10:35 IST

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ୍ ହୋଇଥାଏ।
ଆପଣ ଅନେକ ଗାଡ଼ି ଚଳାଇବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଭିଡିଓ ମାନ ମଧ୍ୟ ଆପଣ ସୋସିଆଲ ମିଡ଼ିଆ ମାଧ୍ୟମରେ ଦେଖିଥିବେ। ଅନେକ ସମୟରେ କିଛି ଅସାବଧାନତା ଯୋଗୁଁ ହିଁ ଏଭଳି ଭାବରେ ଦୁର୍ଘଟଣା ଘଟି ଥିବାର ଦେଖିବାକୁ ମିଳିଛି।
ସେହି ସବୁ ଘଟଣା ଗୁଡ଼ିକ ମଧ୍ୟ ସିସି ଟିଭି କ୍ୟାମେରା ରେ କଏଦ ମଧ୍ୟ ହୋଇଥାଏ। ତେବେ ଆମେ ଏବେ ଆପଣଙ୍କୁ ଏଭଳି ଏକ ଭିଡିଓ ଦେଖିବାକୁ ଯାଉଛୁ ଯାହାକି ସଂପୂର୍ଣ୍ଣ ଭିନ୍ନ ଅଟେ। ଆଜ୍ଞା ହଁ ଏହି ଭିଡିଓ ଟି ମଧ୍ୟ ହେଉଛି ଓଡ଼ିଶାର ବ୍ରହ୍ମପୁର ର।

ତେବେ ଆପଣ ମାନେ ଜାଣିଥିବେ କି ପ୍ରାୟତଃ ସମୟରେ ଲୋକ ମାନେ କୁକୁର ମାନଙ୍କୁ ଖୁବ ଡରି ଥାଆନ୍ତି। କୁକୁର ମାନେ ଭୁଲିବା ଦ୍ବାରା ତାଙ୍କୁ ବାଡେଇବାକୁ ଲାଗାନ୍ତି ନଚେତ୍ ସେଠାରୁ ଦୌଡ଼ି ପଳାଇ ଯିବାକୁ ଚେଷ୍ଟା କରନ୍ତି।
ସେଭଳି ଜଣେ ମହିଳା ଙ୍କ ପଛରେ ଗୋଟେ କି ଦୁଇଟା ନୁହେଁ ଏକାଥରେ ପାଞ୍ଚ ଟି କୁକୁର ପଡି ଯାଇଥିଲେ। ଏବଂ ତାଙ୍କୁ ଦେଖି ଭୂକିବା ସହ ତାଙ୍କ ସ୍କୁଟି ପଛରେ ସେମାନେ ଗୋଡ଼ାଇ ମଧ୍ୟ ଥିଲେ।
ଏହାପରେ ମହିଳା ଜଣକ କୁକୁର ମାନଙ୍କୁ ଗୋଡ଼ାଉ ଥିବାର ଦେଖି ତାଙ୍କ ସ୍କୁଟି କୁ ଜୋରେ ଚଲାଇବାକୁ ଲାଗି ପଡିଲେ। ଏହା ଫଳରେ ସେ ଅନ୍ୟମନସ୍କ ହୋଇଗଲେ ଏବଂ ଏହାପରେ ସେ ତାଙ୍କ ସ୍କୁଟି କୁ ନେଇ ଏକ କାର ସହ ପିଟି ଦେଲେ।
ଯାହା ଫଳରେ କି ମହିଳା ଜଣକ ଆହତ ମଧ୍ୟ ହୋଇ ଗଲେ। ଏବେ ଏହି ଭିଡିଓ ଟି ସୋସିଆଲ ମିଡିଆରେ ଖୁବ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ଲାଗୁଛି କି ସତରେ କୁକୁର ମାନଙ୍କ ଠାରୁ ସାବଧାନ ହୋଇ ଗାଡ଼ି ଚଳାଇବା ଉଚିତ ଅଟେ।
#WATCH | Odisha: A woman who was scared of being bitten by stray dogs, rammed her scooty into a car parked on the side of the road in Berhampur city. There were three people on the scooty; all have sustained injuries in the incident. (03.04)
— ANI (@ANI) April 3, 2023
(Viral CCTV visuals) pic.twitter.com/o3MeeBYYPm
ନଚେତ୍ ଆପଣ ମାନେ ନିଜର ହିଁ କ୍ଷତି କରି ବସିବେ। ତେବେ ଏହା ଦେଖିବା ପରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।