Movie prime

ଏହି କାମ କରି ପ୍ରଶଂସା ସାଉଁଟିଲେ Vk Pandian ଦେଖନ୍ତୁ କଣ କଲେ ଏମିତି

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ରାଜନୀତିକୁ ନେଇ ଆସୁଥିବା ଖବର ଜାଣିପାରିବେ।
ଆପଣମାନେ ସମସ୍ତେ 5T ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କୁ ଜାଣିଥିବେ । ଆଉ ଏହି ନେତା ଜଣଙ୍କୁ ନେଇ ଏବେ କିଛି ଖବର ଆସିଛି । ଏହି ଭିଡିଓରେ ଆପଣମାନେ ଏହା ଜାଣିପାରିବେ ।
Yh
ଏବେ ଏହି ରାଜନେତା ଜଣକ ଗସ୍ତରେ ଯାଉଛନ୍ତି । ଆଉ ସେ ସବୁକିଛି ଖବର ରଖୁଛନ୍ତି । ରାଜନେତା ଜଣକ ଅନେକ ଗାଁ ସହର ବୁଲି ଲୋକମାନଙ୍କର ସୁଖ ଦୁଃଖ ବୁଝୁଛନ୍ତି । ଏବେ ଏହି ନେତା ଜଣକ ଗୋଟିଏ ସ୍ଥାନକୁ ଯାଇଛନ୍ତି । ଏହି ନେତା ଜଣକ ସେଠାରେ ପହଞ୍ଚି ଭଲମନ୍ଦ ବୁଝୁଛନ୍ତି ।
ଏବେ ଏହି 5T ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କୁ ନେଇ କିଛି ଖବର ଆସିଛି । ଏହି 5T ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ଅନେକ ସ୍ଥାନକୁ ଯାତ୍ରା କରୁଛନ୍ତି । ଆଉ ତାଙ୍କୁ ସେଠାରେ ସମ୍ମାନିତ କରାଯାଉଛି । 
ଏବେ ଏହି ଅଧ୍ୟକ୍ଷ ଜଣକ ସୁଆଣ୍ଡୋ ଅଞ୍ଚଳକୁ ଯାଇଥିଲେ । ଆଉ ସେଠାରେ ସେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଥିଲା । ଏହି ସ୍ୱାଗତ କରିବା ପରେ ସେ ଅନେକ ସ୍ଥାନକୁ ବୁଲିବାକୁ ଯାଇଥିଲେ ।
Vv
ଆଉ ବୁଲିବା ପରେ ସେ ସେଠାରେ ଥିବା କୁନି କୁନି ପିଲାମାନଙ୍କର କଥା ପଚାରି ବୁଝିଥିଲେ । ଆଉ ସେଠାରେ ସେ ପହଞ୍ଚିବା ପରେ ତାଙ୍କର ବହୁତ ଆଡ଼ମ୍ବରରେ ସ୍ବାଗତ ହୋଇଥିଲା । ଆଉ ଏହି ଭିଡିଓ ଆପଣମାନଙ୍କୁ ଅନେକ କିଛି କଥା ଜଣାଇବ । 
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି ଖବର ଦେଖିପାରିବେ । ସୁଆଣ୍ଡୋ ଅଞ୍ଚଳରେ ପହଞ୍ଚିବା ପରେ 5T ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ସବୁ କୁନି ଛୁଆଙ୍କୁ ଭେଟି ଥିଲେ ଆଉ ସମସ୍ତଙ୍କ ବିଷୟରେ ପଚାରିଥିଲେ । କାହାର କଣ ଅସୁବିଧା ଅଛି ସେହି ବିଷୟରେ ଏବଂ ଭଲମନ୍ଦ ସବୁ କଥା ପଚାରି ବୁଝିଥିଲେ ।
ଏହି ନେତା ଜଣଙ୍କ ଲୋକଙ୍କ ପାଇଁ ଅନେକ କଥା ଭାବୁଛନ୍ତି ଆଉ ସେ ସବୁବେଳେ ଲୋକଙ୍କ ସେବା କରୁଛନ୍ତି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଏବେ ଏହାକୁ ନେଇ ଅନେକ କଥା ଆସୁଛି ।