Movie prime

ଭୋଟର ଙ୍କୁ ନୂଆ ଅଫର୍ ଭୋଟ ଦିଅ ହିରା ମୁଦି ନିଅ

 
Vv
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସରି ଯାଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଇଭିଏମ ରେ ସିଲ୍ ହୋଇ ଯାଇଛି ପ୍ରାର୍ଥୀଙ୍କ ଭାଗ୍ୟ। ବଡ଼ ବଡ଼ ତୁଙ୍ଗ ନେତା ମାନଙ୍କ ଭାଗ୍ୟ ନିର୍ଧାରଣ କରିଛନ୍ତି ଭୋଟର ମାନେ।
ହେଲେ ଜଣା ପଡ଼ିଛି କି ପୂର୍ବ ଅପେକ୍ଷା ଭୋଟର ଙ୍କ ସଂଖ୍ୟା କମି ଯାଇଛି ବୋଲି। ସେଥିପାଇଁ ପୂର୍ବ ଅପେକ୍ଷା ଏବେ ମତଦାନ ମଧ୍ୟ କମି ଯାଇଛି। ପୁର୍ବ ଦୁଇଟି ପର୍ଯ୍ୟାୟ ଭଳି ଚଳିତ ନିର୍ବାଚନରେ ମଧ୍ୟ ଭୋଟ ହାର କମିଛି।
Bh
୬୪ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନ ସୁଚନା ଦେଇଛନ୍ତି।ତେବେ ଭୋଟର ମାନଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ମଧ୍ୟପ୍ରଦେଶ ରେ ଲକି ଡ୍ର ସିଷ୍ଟମ ମଧ୍ୟ କରାଯାଇ ଥିଲା।
ଯାହା ଭୋଟର ଙ୍କୁ ଆକୃଷ୍ଟ କରାଇ ଭୋଟ ଦେବାକୁ ଅଧିକ ଇଛୁକ କରାଇବ। ତେଣୁ ପୁଲିଂ ବୁଥ ରୁ କର୍ମଚାରୀ ମାନେ କହିଛନ୍ତି ଯେ ଭୋଟର ମାନଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ଭାବରେ ଲକି ଡ୍ର ର ବ୍ୟବସ୍ଥା କରାଯାଇଛି।
ଏପରିକି ତିନୋଟି ପର୍ଯ୍ୟାୟ ରେ କୁପନ ଉଠା ଯାଉଥିବା ବେଳେ ଲକି ବିଜେତା ମଧ୍ୟ ମୁଦି ନେଇଥିବା କଥା କୁହା ଯାଇଛି। ଏହି ଭୋଟ ପ୍ରତିଶତ କମିବା ଅନେକ ଥର ବିଜେପି ପ୍ରତି କ୍ଷତି ହୋଇଥିବା ଜଣା ପଡ଼ିଛି।
Gh
ସେଥିପାଇଁ ୨୦୨୪ ର ଏହି ନିର୍ବାଚନ ମୋଦୀ ସରକାର ଙ୍କ ପାଇଁ ଏତେ ମାତ୍ରାରେ ସହଜ ହେବ ନାହିଁ ବୋଲି ଆକଳନ କରୁଛନ୍ତି ରାଜନୀତିକ ବିଶେଷଜ୍ଞ। ଅବଶ୍ୟ ଶେଷ ଭୋଟିଂ ସରିବା ପରେ ଏହାର ପରିମାଣ କଣ ହେବ ତାହା ଜୁନ୍ ୪ ପରେ ଜଣା ପଡ଼ିବ।
ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ନିଜ ନିଜର ମତାମତ ମଧ୍ୟ ରଖିଛନ୍ତି। ଏଥିରୁ ଜଣା ପଡ଼ିଛି କି ଲୋକମାନେ ଏବେ ପର୍ଯ୍ୟନ୍ତ ମଧ୍ୟ ସେମାନେ ଆମ ସରକାର ଙ୍କ ପ୍ରତି ନା ଖୁସ୍ ଅଛନ୍ତି।
ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆମ ଓଡ଼ିଶାରେ କିଭଳି ଏହି ଭୋଟ ର ପରିଣାମ ରହିବ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.