Movie prime

ସାରା ଭାରତରେ ଗୋଟିଏ ଚର୍ଚ୍ଚା ବୋହୂଙ୍କ ଠାରୁ ବଳିଗଲେ ନିତା ଅମ୍ବାନୀ ଦେଖନ୍ତୁ କେମିତି - Exclusive

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି।
ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ଅମ୍ବାନୀ ପରିବାରର ଖବର ସବୁ ଜାଣି ପାରୁଥିବେ । ଅମ୍ବାନୀ ପରିବାରରେ ବିବାହ ହେଉଛି ଆଉ ଏହି ଖବର ସମସ୍ତେ ତ ଜାଣିଥିବେ । ମୁକେଶ ଅମ୍ବାନୀ ହେଉଛନ୍ତି ଦେଶର ଜଣେ ଧନୀ ବ୍ୟକ୍ତି ।
Bh
ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ଖବର ଆପଣମାନେ ତ ସମସ୍ତେ ଜାଣିଥିବେ । ଦେଶର ସବୁଠାରୁ ଧନୀ ବିଜନେସ ମ୍ୟାନ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ବିଜନେସ ମ୍ୟାନ ଇଡେନ ମରଚାଣ୍ଟଙ୍କ ଝିଅ ରାଧିକା ମରଚାଣ୍ଟଙ୍କ ପ୍ରି ୱେଡିଂ ଇଭେଣ୍ଟ ଏବେବି ଚର୍ଚ୍ଚାରେ ରହିଛି ।
ଏହି ପ୍ରି ୱେଡ଼ିଂ ପାର୍ଟିରେ ଅମ୍ବାନୀ ପରିବାର ଜାମନଗର ରୋଲକ୍ସ କର୍ମଚାରୀଙ୍କ ପାଇଁ ଏକ ଡିନର ପାର୍ଟିର ବ୍ୟବସ୍ଥା କରିଥିଲେ । ଏହି ପାର୍ଟିରେ ସାମିଲ ହୋଇଥିଲେ ଅମ୍ବାନୀ ପରିବାର ।  
Vb
ଏହି ପାର୍ଟିରେ ଅମ୍ବାନୀ ପରିବାରର ସମସ୍ତେ ଦାମୀ ପୋଷାକ ପିନ୍ଧିଥିଲେ । ଏହି ପରିବାର ଚର୍ଚ୍ଚାରେ ଥିବା ବେଳେ ସବୁଠାରୁ ଅଧିକ ଚର୍ଚ୍ଚାରେ ଆସିଥିଲେ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ । ତାଙ୍କର ଶାଢ଼ୀ ଲୁକ୍ ସମସ୍ତଙ୍କର ମନ କିଣି ନେଇଥିଲା ।
ଏହି ଡିନର ପାର୍ଟିରେ ନୀତା ଲାଲ ରଙ୍ଗର ଶାଢ଼ୀ ପିନ୍ଧିଥିଲେ । କାନିରେ ଗୋଲ୍ଡ ସିଲଭର କ୍ଲାମ୍ପ ବୋର୍ଡର ମଧ୍ୟ ରହିଥିଲା । ଯାହା ଲଗାଇଥିଲା ଚାର ଚାନ୍ଦ । ସେ କାଞ୍ଜିବରମ ପାଟ ପିନ୍ଧିଥିଲେ । ସେ ସବୁବେଳେ ତାଙ୍କ ପୋଷକକୁ ନେଇ ଚର୍ଚ୍ଚାରେ ରୁହନ୍ତି ।
ନୀତା ଅମ୍ବାନୀ ଏହି ପାର୍ଟିରେ ସବୁଠାରୁ ଅଲଗା ଦେଖା ଯାଉଥିଲେ । ସେ ପିନ୍ଧିଥିବା ବଡ ରାଣୀ ହାରକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ରାଣୀ ହାର ଯେତିକି ସୁନ୍ଦର ଲାଗୁଥିଲା ତାହା ସେତିକି ଦାମୀ ମଧ୍ୟ । ନୀତା ଅମ୍ବାନୀଙ୍କ ମେକପ୍ ବହୁତ ସରଳ ଥିଲା । ସେ ନାଲି ଟିକିଲି ଲଗାଇଥିଲେ ।
ନୀତା ଅମ୍ବାନୀଙ୍କ ଲୁକ ଦେଖିଲେ ବା ତାଙ୍କର ପୋଷାକ ଆଉ ସଜବାଜ ଦେଖିଲେ ତାଙ୍କ ବୋହୂ ରାଧିକାଙ୍କ ଠାରୁ ସେ ଅଧିକ ବୋଲି ଜଣାପଡିଛି । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି । ସେହି ପାର୍ଟିରେ ଅନେକ କଳାକାର ମଧ୍ୟ ଯୋଗ ଦେଇଥିଲେ ।