Movie prime

ଦେଖନ୍ତୁ ହୃଦୟ ବିଦାରକ ଦୃଶ୍ୟ ସୁନ୍ଦରୀ ଝିଅକୁ ବାଙ୍ଗାଲୋର କରିଦେଲା କିଛି ଏମିତି - Exclusive

 
Yy
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଅନେକ ପ୍ରକାରର ଆଉ ଅନେକ ଅଞ୍ଚଳର ଖବର ପାଇ ପାରୁଛନ୍ତି ।
ଏବେ ଏମିତି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ପାଇପାରିବେ । ଏହି ଖବର ହେଉଛି ଗୋଟିଏ ଝିଅର । ଝିଅଟି ବାପା ମାଙ୍କ ଦୁଃଖ ଦେଖି ନପାରି କାମ କରିବାକୁ ଯାଇଥିଲା । 
Hh
ଆଉ ସେଠାରେ ତା ସହ ଏଭଳି କିଛି ଘଟଣା ଘଟିଗଲା ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବା ସହ ମନରେ ଅନେକ କଥା ଭାବିବେ । ସତରେ ଏହି କଥା ବହୁତ ଦୁଃଖ ଦାୟକ ଅଟେ । ଏହି ଝିଅ ଜଣକ ବେଙ୍ଗାଲୁରୁ କାମ କରିବାକୁ ଯାଇଥିଲେ ।
ଆଉ ସେଠାରେ ସେ କାମ କରି ଟଙ୍କା ତାଙ୍କ ଘରକୁ ପଠାଇ ଥାଆନ୍ତି । ଏହି ଝିଅ ଜଣକ ରାତି ଡ୍ୟୁଟି ସାରି ରୁମରେ ଶୋଇଥିଲେ ଆଉ ଏହାପରେ ତାଙ୍କୁ ରାତିରେ ଶୋଷ ଲାଗିଥିଲା । ସେ ନିଦରେ ଥିବା ବେଳେ ପାଣି ପିଇବାକୁ ଟେବୁଲ୍ ଉପରକୁ ହାତ ବଢ଼ାଇଥିଲେ ।
ଆଉ ସେତେବେଳେ ସେହି ଟେବୁଲ୍ ଉପରେ ପାଣି ବଦଳରେ ଥିଲା ଏସିଡ । କିନ୍ତୁ ଝିଅଟି ତାହା ନ ଜାଣିପାରି ଏସିଡ ପିଇ ଦେଇଥିଲା । ଆଉ ସେ ଏସିଡ ପିଇବା ପରେ ତାର ତଣ୍ଟି ଆଉ ପେଟ ଜଳି ଯାଇଥିଲା ।
Yy
ଏହାପରେ ସେ ଯନ୍ତ୍ରଣା ପାଇ ଚିତ୍କାର କରିଥିଲା । ଏହି ଚିତ୍କାର ଶୁଣି ସେଠାକାର ଲୋକମାନେ ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ହେଉଥିଲା । ଏହି ଖବର ଝିଅଟିର ବାପା ମା ଜାଣିବା ପରେ ସେଠାରେ ପହଞ୍ଚିଥିଲେ ।
ଆଉ ସେଠାରେ ସେମାନେ ପହଞ୍ଚି ଚିକିତ୍ସା ପାଇଁ ଅର୍ଥ ଦେଇଥିଲେ । ଏବେ ସେମାନେ ଟଙ୍କା ସାହାଯ୍ୟ ମାଗୁଛନ୍ତି । ଏହି ଘଟଣା ଘଟିଛି ବନ୍ତ୍ ବ୍ଲକ୍ ଓଡ଼ଙ୍ଗ ପଞ୍ଚାୟତର ସରମରା ଗ୍ରାମରେ । ଏହି ଗ୍ରାମର ରମେଶ ନାୟକଙ୍କ ଝିଅ ସତ୍ୟଭାମା ନାୟକଙ୍କ ସହିତ ଏଭଳି ଘଟଣା ଘଟିଛି ।
ଏହି ଘଟଣା ଏବେ ସାମ୍ନାକୁ ଆସିବା ପରେ ଏହି ଝିଅଟି ଏବେ ଅନୁରୋଧ କରିଛି ତାଙ୍କୁ ସାହାଯ୍ୟ କରିବା ପାଇଁ । ଆପଣମାନେ ଏହି ଝିଅକୁ ଏହି ଭିଡିଓ ମାଧ୍ୟମରେ ଦିଆଯାଇଥିବା ଆକାଉଣ୍ଟ ନମ୍ବରରେ ଟଙ୍କା ପଠାଇ ସାହାଯ୍ୟ କରିପାରିବେ ।