Movie prime

ଆସିଲା ପ୍ରବଳ ଖରା ଦେଖନ୍ତୁ ଏହିସବୁ ଜିଲ୍ଲାକୁ ମିଳିଲା ସତର୍କ ସୂଚନା ଘରୁ ବାହାରିଲେ ହଇରାଣ ହେବେ ଏହି ୯ ଜିଲ୍ଲା

 
Tt
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ପାଣିପାଗ ବିଷୟରେ ସୂଚନା ପାଇପାରିବେ ।
ଏବେ ପାଣିପାଗକୁ ନେଇ କିଛି ନୂଆ ଅପଡେଟ ଆସିଛି । ଏବେ ସାରା ରାଜ୍ୟରେ ମୁଣ୍ଡଫଟା ଖରା ଆଉ ଗୁଳୁଗୁଳି ହେଉଛି । ଏବେ ଆହୁରି ଅତ୍ୟଧିକ ଖରା ହେଉଛି । ଏହି ଖରା ପାଇଁ ଅନେକ ସତର୍କ ସୂଚନା ଜାରି କରାଯାଇଛି । ଆଉ ଏବେ ଏହି ଖରାକୁ ନେଇ କିଛି ଖବର ଆସିଛି । 
Gg
ଏବେ ଏହି ଖରା ପାଇଁ ସତର୍କ ସୂଚନା ନୁହେଁ ବରଂ ରେଡ ୱାର୍ଣ୍ଣିଂ ଜାରି ହୋଇଛି । କିଛି ଜିଲ୍ଲାକୁ ଏବେ ରେଡ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ ବିଭାଗ ୯ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ।
ଆଜି ଠାରୁ ଅସମ୍ଭାଳ ହେବ ତାତି । କିଛି ଦିନ ହେବ ରାଜ୍ୟବାସୀଙ୍କୁ କଲବଲ କରୁଛି ଏହି ଗ୍ରୀଷ୍ମ ପ୍ରବାହ । ଆଜି ଠାରୁ ଆହୁରି ଭୟଙ୍କର ରୂପ ନେନ୍ ଏହି ଗ୍ରୀଷ୍ମ । ଖରାରୁ ଆଉ ମିଳିବ ନାହିଁ ତ୍ରାହି । ଲୋକମାନେ ଡହଳ ବିକଳ ହେବେ ।
ଆଜି ଆଉ କାଲି ଅସହ୍ୟ ଖରା ଅନୁଭୂତ ହେବ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ୯ଟି ଜିଲ୍ଲା ଯେଉଁସବୁ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡ଼ିକ ହେଉଛି ଗଜପତି, ଗଞ୍ଜାମ, ବାଲେଶ୍ଵର, ଭଦ୍ରକ,
Gg
ମୟୂରଭଞ୍ଜ, ଝାରସୁଗୁଡ଼ା, ଢେଙ୍କାନାଳ, ନୂଆପଡ଼ା, କଳାହାଣ୍ଡି । ଏହି ଜିଲ୍ଲା ଗୁଡ଼ିକରେ ଅସହ୍ୟ ତାତି ଅନୁଭୁତ ହେବ । ଏହି ଜିଲ୍ଲାରେ ଅସହ୍ୟ ଖରା ସେଥିପାଇଁ ଅନେକ ସତର୍କ ମଧ୍ୟ କରାଯାଇଛି । ଖରାକୁ ବାହାରିବା ପାଇଁ ମନା କରାଯାଇଛି ।
ଏହି ଖରା ପାଇଁ ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୨୭ ତାରିଖରେ ୧୫ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଗଜପତି, ଗଞ୍ଜାମ, ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, ଝାରସୁଗୁଡ଼ା, ଖୋର୍ଦ୍ଧା, ସୁନ୍ଦରଗଡ଼, ଢେଙ୍କାନାଳ, ନୂଆପଡ଼ା, ସୋନପୁର କଳାହାଣ୍ଡି, ବୌଦ୍ଧ ଆଦି ।
ଆସନ୍ତା ୫ ଦିନ ପାଇଁ ଗ୍ରୀଷ୍ମ ଲହରୀ ଜାରି କରାଯାଇଛି । ସ୍ୱାଭାବିକ ଭାବରେ ତାପମାତ୍ରା ୪ ରୁ ୫ ଡିଗ୍ରୀ ବଢିବ ବୋଲି ସୂଚନା ମିଳିଛି । ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ଏଭଳି ଗ୍ରୀଷ୍ମ ଲହରୀ ହେବ । ଆସନ୍ତା ମେ ୯ ତାରିଖ ପର୍ଯ୍ୟନ୍ତ ଖରା ହେବ।