Movie prime

୩ଦିନ ପାଇଁ ଆସିଲା ସତର୍କ ସୂଚନା ଦେଖନ୍ତୁ ଏହିସବୁ ଜିଲ୍ଲାରେ ହେବ ପ୍ରବଳ ଖରା ଘରୁ ବାହାରିଲା ବେଳେ ରୁହନ୍ତୁ ସାବଧାନ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ପାଣିପାଗ ବିଷୟରେ କିଛି ଖବର ଆପଣମାନେ ପାଇପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ମାର୍ଚ୍ଚ ମାସର ତାପମାତ୍ରା ବିଷୟରେ ସୂଚନା ପାଇପାରିବେ ।
ପୁଣି ପ୍ରବଳ ତାତି ହେବ । କଲବଲ କରିବ ତାତି । ଏତେ ମାତ୍ରାରେ ଗରମ ହେବ ଯାହା ଆପଣମାନେ କଳ୍ପନା କରିନଥିବେ । ଏବେ ତ ଆପଣମାନଙ୍କ ସହରରେ ବା ଗାଁରେ କେଉଁ ପରିମାଣରେ ଗରମ ହେଉଥିବ ତାହା ଜାଣିଥିବେ ।
Gg
ଏବେ ପୁଣି ଖବର ଆସିଛି କି ଆଗକୁ ଗରମ ବହୁତ ଅନୁଭୂତ ହେବ । ଆଉ ଏହି ଗ୍ରୀଷ୍ମର ପରିମାଣ ୪୦ ଡିଗ୍ରୀ ରୁ ଅଧିକ ରହିବ । ମାର୍ଚ୍ଚ ମାସର ଶେଷ ବେଳକୁ ୪୦ ଡ଼ିଗ୍ରୀରୁ ଅଧିକ ତାପମାତ୍ରା ଅନୁଭୂତ ହେବ । ରାଜ୍ୟରେ ଉପରମୁହଁ ଅଛି ପାରଦ ।
ଆଉ ସୂଚନା ମିଳିଛି କି ମାର୍ଚ୍ଚ ମାସ ଶେଷ ବେଳକୁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ । ରାଜ୍ୟରେ ବିଭିନ୍ନ ସ୍ଥାନର ତାପମାତ୍ର ୪୦ ଡିଗ୍ରୀ ଟପିବ ବୋଲି ଏବେ ସୂଚନା ମିଳିଛି । ଏପ୍ରିଲ ମାସ ଆରମ୍ଭରୁ ଅସହ୍ୟ ହେବ ଗରମ ।
ଆଗାମୀ ଦୁଇଦିନ ପ୍ରବଳ ଗରମ ହେବ । ଦିନର ତାପମାତ୍ରା ଦୁଇ ରୁ ତିନି ଡିଗ୍ରୀ ବୃଦ୍ଧି ପାଇବ । ଆଉ ରାତିର ତାପମାତ୍ରା ମଧ୍ୟ ଦୁଇ ରୁ ତିନି ଡିଗ୍ରୀ ବୃଦ୍ଧି ପାଇବ । ଗତକାଲି ୫ଟି ସହରର ତାପମାତ୍ରା ରେକର୍ଡ କରାଯାଇଛି ।
Bb
ଆଉ ଏହି ୫ଟି ସହରର ତାପମାତ୍ରା ୪୮ ଡିଗ୍ରୀ ରୁ ଅଧିକ ଥିଲା । ସବୁଠାରୁ ଅଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ରେକର୍ଡ କରାଯାଇଥିଲା । ଏହି ସହରର ତାପମାତ୍ରା ୪୮.୫ ଡିଗ୍ରୀ ଥିଲା । ବୌଦ୍ଧ ଜିଲ୍ଲାରେ ତାପମାତ୍ରା ୩୯.୫ ଡିଗ୍ରୀ ରେକର୍ଡ କରାଯାଇଥିଲା । 
ସେହିଭଳି ନୟାଗଡ଼ ଆଉ ଟିଟଲାଗଡ ଅଞ୍ଚଳରେ ୩୯.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଭବାନୀପାଟଣା ସହରରେ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆସନ୍ତା ଚାରି ପାଞ୍ଚ ଦିନ ଭିତରେ କାଳବୈଶାଖୀର ପ୍ରଭାବ ଦେଖାଯିବ ବୋଲି ସୂଚନା ମିଳିଛି ।
୧ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ବର୍ଷା ହେବ ଏବଂ ଆଉ କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଯାଜପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।