Movie prime

ଦୁଇଦିନ ମଧ୍ୟରେ ହଠାତ୍ ବଦଳିଜିବ ପାଗ ଦେଖନ୍ତୁ ସାବଧାନ ରୁହନ୍ତୁ ଏହିସବୁ ଜିଲ୍ଲା ନହେଲେ ହେବେ ଅସୁବିଧାର ସମ୍ମୁଖୀନ

 
Vv
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ପାଣିପାଗକୁ ନେଇ କିଛି ଖବର ଆସିଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
ଏବେ ପୁରା ସବୁଆଡ଼େ ଖରା ଅନୁଭୂତ ହେଉଛି । ଆଉ ଏବେ ଏହି ପାଣିପାଗକୁ ନେଇ କିଛି ଖବର ଆସିଛି ଯାହା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଗତ ୨୪ ଘଣ୍ଟାରେ କିଛି ସ୍ଥାନରେ ବର୍ଷା ହୋଇଛି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
Hh
ସବୁଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଆଉ ଯାହାର ପରିମାଣ ହେଉଛି ୩୫ ମିମି । ଏହି ୨୪ ଘଣ୍ଟା ଭିତରେ ତାପମାତ୍ରାରେ ପରିବର୍ତ୍ତନ ହୋଇଛି । ୬ ରୁ ୭ ସ୍ଥାନରେ ୪୧ ଡିଗ୍ରୀ ତାପମାତ୍ରା ଥିଲା ।
ଆଉ ସବୁଠାରୁ ଅଧିକ ତାପମାତ୍ରା ମଧ୍ୟ ରେକର୍ଡ କରାଯାଇଛି ଆଉ ଯାହାର ପରିଣାମ ହେଉଛି ୪୧.୫ ଡିଗ୍ରୀ ।ଆଉ କିଛି ଜିଲ୍ଲାରେ ଅଧିକ ତାପମାତ୍ରା ଅନୁଭୂତ ହେବ । ଏବେ ତ ଗୁଳୁଗୁଳି ଅନୁଭୂତ ହେଉଛି । ଆଉ ଆଗକୁ ମଧ୍ୟ ଗୁଳୁଗୁଳି ହେବ ବୋଲି ସୂଚନା ମିଳିଛି ।
ଆଗାମୀ ତିନିଦିନ ମଧ୍ୟରେ ପ୍ରବଳ ପରିମାଣର ଗୁଳୁଗୁଳି ହେବ । ଆଉ ଏହାପରେ ପାଗ ବଦଳି ଯିବ ବୋଲି ସୂଚନା ମିଳିଛି । ଆସନ୍ତା ଚାରି ରୁ ପାଞ୍ଚ ଦିନ ପରେ ବର୍ଷା ହେବାର ସମ୍ଭାବନା ରହିଛି । ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।
Jyg
ଆସନ୍ତା ୬ ତାରିଖରୁ ଦିନରେ ଆଉ ରାତିରେ ତାପମାତ୍ରା ହ୍ରାସ ହେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଆପଣମାନେ ବେଶି ସମୟ ପର୍ଯ୍ୟନ୍ତ ବାହାରେ କାମ କରନ୍ତୁ ନାହିଁ । 
ତିନିଦିନ ପରେ ବର୍ଷା, ଘଡଘଡି ହେବାର ସମ୍ଭାବନା ରହିଛି । ଆସନ୍ତା ତିନିଦିନ ପରେ ପାଗ ବଦଳି ଯିବ ବୋଲି ଜଣାପଡିଛି । ଆସନ୍ତା ୬ ,୭ ଆଉ ୮ ତାରିଖରେ ବର୍ଷା ହେବ ବୋଲି ସୂଚନା ମିଳିଛି । ଆଉ ଏହି ବର୍ଷାରେ ଘରୁ ନ ବାହାରିବାକୁ ମଧ୍ୟ ସତର୍କ କରାଯାଇଛି ।
ଏବେ ଗରମ ଅନୁଭୂତ ହେବ ଆଉ ଏହି ଗରମରେ ସତର୍କ ରହିବାକୁ ମଧ୍ୟ କୁହାଯାଇଛି । ଏହିଭଳି ଅନେକ ଖବର ଆଉ ପାଣିପାଗକୁ ନେଇ ଆସିଥିବା ଖବର ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।