Movie prime

ଫିଲ୍ମ୍ ଦୁନିଆରୁ ରାଜନୀତି ଦୁନିଆ ଦେଖନ୍ତୁ ଏଥର ମୁଖ୍ୟମନ୍ତ୍ରୀ ହେବେ ଅଭିନେତା ଅନିଲ କପୁର!!!

 
Uu
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତ ଆଉ ଏହାସହ ଅଭିନେତା ଆଉ ଅଭିନେତ୍ରୀ ମାନଙ୍କ ବିଷୟରେ ଆସୁଥିବା ଖବର ସବୁ ଜାଣିପାରିବେ ।
ଆପଣମାନେ ସମସ୍ତେ ବଲିଉଡ ଜଗତର ଜଣେ ମହାନ୍ କଳାକାର ଅନୀଲ କପୁରଙ୍କୁ ତ ଜାଣିଥିବେ । ଏହି ଅଭିନେତା ଜଣଙ୍କୁ ନେଇ କିଛି ଖବର ଆସିଛି ।ବଲିଉଡ ଜଗତକୁ ନେଇ ଆସିଲା ବଡ ଖବର । ମୁଖ୍ୟମନ୍ତ୍ରୀ ହେବେ ଅଭିନେତା ଅନୀଲ କପୁର ।
Hg
ସେ ଜନତାଙ୍କ ସେବା କରିବାକୁ ମଇଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଛି । ନିକଟରେ ଆନିମଲ୍ ଏବଂ ଫାଇଟର ଭଳି ସିନେମା ବହୁତ ଚର୍ଚ୍ଚାରେ ରହିଛି । ଏହି ଫିଲ୍ମ୍ ଗୁଡିକରେ ଅଭିନେତା ଅନୀଲ କପୁରଙ୍କ ଅଭିନୟ ବହୁତ ସୁନ୍ଦର ହୋଇଥିଲା ।
ଅଭିନେତା ଅନୀଲ କପୁର ଦମଦାର ଅଭିନୟ କରିଥିଲେ । ଏବେ ଅଭିନେତା ଜଣଙ୍କର ପ୍ରଂଶସକ ତାଙ୍କ ନୂଆ ଫିଲ୍ମକୁ ଅପେକ୍ଷା କରିଛନ୍ତି ।ଏବେ ଅଭିନେତା ଅନୀଲ କପୁରଙ୍କୁ ନେଇ ଆଉ ଏକ ବଡ ଚର୍ଚ୍ଚା ଜୋର୍ ଧରିଛି । ଅଭିନେତା ଅନୀଲ କପୁର ଖୁବଶୀଘ୍ର ରାଜନୀତିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
Hh
ଅଭିନେତା ଅନୀଲ କପୁର ମୁଖ୍ୟମନ୍ତ୍ରୀ ହେବେ ବୋଲି ଖବର ଆସୁଛି । ମୁଖ୍ୟମନ୍ତ୍ରୀ ଆସନରେ ବସି ସେ ଜନତାଙ୍କ ସେବା କରିବାକୁ ଯାଉଛନ୍ତି ବୋଲି ଅନେକ ଚର୍ଚ୍ଚା ଆସୁଛି । ଏନେଇ ସିନେ ଜଗତରେ ଚର୍ଚ୍ଚା ହେଉଛି । ପ୍ରକୃତ ଘଟଣା ହେଉଛି ୨୩ ବର୍ଷ ପରେ ପ୍ରସିଦ୍ଧ ଫିଲ୍ମ୍ ନାୟକର ସିଦ୍ୟୁଏଲ୍ ପ୍ରସ୍ତୁତ ହେବାକୁ ଯାଉଛି । 
ଏହି ଫିଲ୍ମରେ ଆପଣ ଅଭିନେତା ଅନୀଲ କପୁର, ଅମରେଶ ପୁରୀ ଏବଂ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଅଭିନୟ ଦେଖିଥିଲେ । ସେମାନେ ସମସ୍ତଙ୍କ ହୃଦୟ ଜିତି ପାରିଥିଲେ । ଏବେ ନାୟକ ପରି ରାଜନୀତିକୁ ନେଇ ଆଉ ଏକ ଫିଲ୍ମ୍ ଆସୁଛି । ଆଉ ଏହି ଫିଲ୍ମ୍ ନାୟକ ଫିଲ୍ମର ଦ୍ଵିତୀୟ ପାର୍ଟ ହେବ ବୋଲି ଜଣାପଡିଛି ।
ସିଦ୍ଧାର୍ଥ ଆନନ୍ଦ ଏହି ଫିଲ୍ମ୍ କରିବେ ବୋଲି ଜଣାପଡିଛି । ଚଳିତ ବର୍ଷ ଶେଷ ବେଳକୁ ଅଭିନେତା ଅନୀଲ କପୁରଙ୍କ ଅଭିନୀତ ନାୟକ ୨ ଫିଲ୍ମ୍ ସମସ୍ତଙ୍କ ସାମ୍ନାକୁ ଆସିବ ବୋଲି ଜଣାପଡିଛି । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।