Movie prime

ସତରେ କେତେ ବଡ଼ ହୃଦୟ ଏଇ ଲୋକଙ୍କର...ପାଇଥିଲେ ଅଢେଇ ଲକ୍ଷ, ହେଲେ ଫେରାଇ ଦେଲେ..

 
66uu
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଯାହାକୁ ଶୁଣିଲେ ଆପଣମାନେ ବେଶ ଖୁସି ହେବେ।ବର୍ତମାନ ଯୁଗ ରେ ବାଟ ରେ ଅଢେ଼ଇ ଟଙ୍କା ପାଇଲେ ଲୋକେ ପ୍ୟାକେଟ ରେ ଲୁଚାଇ ଦେଉଛନ୍ତି।
କିନ୍ତୁ ଏମିତି ଜଣେ ମଣିଷ ଅଛନ୍ତୀ ଯିଏ କି ଅଢେ଼ଇ ଲକ୍ଷ ଟଙ୍କା ନିଜ ଆକାଉଣ୍ଟ କୁ ଆସିବା ପରେ ବି ଫେରାଇ ଦେଇଛନ୍ତି।ଏହି ଘଟଣା କୁ କେହି କେହି ସାମାନ୍ୟ ବୋଲି ଭାବି ପାରନ୍ତି।
77t
କିନ୍ତୁ ଥରେ ଭଲ ଭାବରେ ଚିନ୍ତା କରିଲେ ବର୍ତମାନ ଯୁଗ ରେ ଯେଉଁଠି ଟଙ୍କା ପାଇଁ ଲୋକଙ୍କୁ ଲୋକ ହ-ତ୍ୟା କରୁଛନ୍ତି ସେଠୀ ଜଣେ ମଣିଷ ନିଜର ମଣିଷ ପଣିଆ ଦେଖାଇଛନ୍ତି।ସେ ଚାହିଁ ଥିଲେ ସବୁ ଟଙ୍କା ରଖି ପାରି ଥାନ୍ତେ।
କିନ୍ତୁ ସେ ସେମିତି କିଛି କରିଲେ ନାହିଁ।ଆଜି ବି ଏଭଳି ଲୋକ ଅଛନ୍ତି ବୋଲି ଦୁନିଆରେ ବିଶ୍ୱାସ ଭଳି ଶବ୍ଦ ଅଛି।ବ୍ୟକ୍ତି ଙ୍କ ନାମ ହେଉଛି ଶରତ ପଟ୍ଟନାୟକ।ପେସା ରେ ଜଣେ କୃଷି ଗବେଷକ ହୋଇଥିବା ବେଳେ କୋରାପୁଟ ସହର ରେ ରୁହନ୍ତି।
ଚେନ୍ନାଇ ରୁ ଏକ କମ୍ପାନୀ ଭୁଲ ରେ ତାଙ୍କ ପାଖକୁ ଦୁଇ ଲକ୍ଷ ୫୩ ହଜାର ୭୨୫ ଟଙ୍କା ପଠାଇ ଦେଇଥିଲେ।ଏହାପରେ ଶରତ ପଟ୍ଟନାୟକ ମାନବିକତା ଦେଖାଇ ଏହି ଟଙ୍କା କମ୍ପାନୀ କୁ ଫେରସ୍ତ କରି ଦେଇଛନ୍ତି।
Tt
ତାଙ୍କର ଏହି କାମ ପାଇଁ ସବୁଠି ବର୍ତମାନ ତାଙ୍କୁ ପ୍ରଶଂସା କରାଯାଉଛି।ଶରତ କହିଛନ୍ତି ଯେ ସେ ଟଙ୍କା ତାଙ୍କର ନଥିଲା।ସେହି ଟଙ୍କା ଉପରେ ଲୋଭ କରିବା ଉଚିତ ନୁହେଁ।ଯାହା ଟଙ୍କା ତାହା ପାଖକୁ ଯାଇଛି।
ଶନିବାର ଦିନ ୨ ଟା ବେଳେ ଯେତେବେଳେ ଶରତ ଲଞ୍ଚ କରୁଥିଲେ ସେତେବେଳେ ତାଙ୍କ ଆକାଉଣ୍ଟ କୁ ଦୁଇ ଲକ୍ଷ ୫୩ ହଜାର ୭୨୫ ଟଙ୍କା କ୍ରେଡିଟ ହେଲା ବୋଲି ମେସେଜ ପାଇଥିଲେ।ସନ୍ଧ୍ୟା ୫ ଟା ବେଳକୁ ଚେନ୍ନାଇ ରୁ ଜଣେ ଝିଅ କାନ୍ଦି କାନ୍ଦି ଫୋନ କରିଲେ।
ଏବଂ ସେ କହିଲେ ତାଙ୍କର ଭୁଲ ଟ୍ରାଞ୍ଜାକ୍ସନ୍ ଯୋଗୁ ଏଭଳି ହୋଇଛି।ଫେରାଇ ଦେବା ପାଇଁ ଅନୁରୋଧ କରିଥିଲେ।ଏହାପରେ ଶରତ ଯୁବତୀ ଙ୍କ ମାଲିକ ଙ୍କ ସହିତ କଥା ହୋଇଥିଲେ।ଏହାପରେ ତାଙ୍କ ପାଖକୁ ଗୋଟିଏ ଚିଠି ଆସିଥିଲା।ଶରତ ଟଙ୍କା ଫେରସ୍ତ କରି ଦେଇଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.