Movie prime

ଗୋଟେ ବାପା ପାଇଁ ଏହା ଠାରୁ ଗର୍ବ ର କଥା କଣ ହୋଇପାରେ...ସିକ୍ୟୁରିଟି ଗାର୍ଡ ର ପୁଅ ହେଇଗଲା ଆଇଏଏସ ଅଫିସର

 
Hu
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ସିକ୍ୟୁରୁଟି ଗାର୍ଡ ର ପୁଅ ହେଲେ ଆଇ ଏ ଏସ।ଆଗରୁ ଆପଣ ମାନେ ଏଭଳି ଅନେକ ଖବର ଶୁଣି ଥିବେ।ଯିଏ ସାରା ଜୀବନ ସ୍କୁଲ ର ଗେଟ୍ ପାଖରେ ଜଗି ରହିଥିଲା ଆଜି ସେ ନିଜ ଖୁସି କୁ ସମସ୍ତଙ୍କ ପାଖରେ କହି ବୁଲୁଛନ୍ତି।
ତାଙ୍କ ର ସେହି ହସ ହସ ମୁଖ କୁ ଦେଖିଲେ ସମସ୍ତଙ୍କ ମନ ରେ ଖୁସି ଭରି ଯାଉଚି।ଜୀବନ ରେ ସେ କେବେ ବି ଭାବି ନ ଥିବେ ତାଙ୍କ ପୁଅ ତାଙ୍କ ସ୍ବପ୍ନ କୁ ପୂରଣ କରିବ।ଆଜି ତାଙ୍କ ସ୍ବପ୍ନ ପୁରଣ ହୋଇଚି।
Jj
ଆଉ ତାଙ୍କ ପାଖକୁ ଚାଲି ଆସୁଛି ଶୁଭେଛା ର ସୁଅ।ସୂଚନା ଅନୁସାରେ ଭଦ୍ରକ ଜିଲ୍ଲାରେ ଏକ ଘରୋଇ ସ୍କୁଲ ରେ ସିକ୍ୟୁରିଟି ଗାର୍ଡ ରୂପେ କାମ କରନ୍ତି ପବନ।ତାଙ୍କ ଘର ହେଉଚି ବିହାର।ତାଙ୍କ ପୁଅ ଅତୁଲ ଏକ ଘରୋଇ କମ୍ପାନୀ ରେ କାମ କରୁଥିଲେ।
ଏହା ପରେ ସେ ସେହି କାମ ସାରି ଆଇ ଏ ଏସ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ଆରମ୍ଭ କରି ଦେଇ ଥିଲେ।ତାଙ୍କ ପରିଶ୍ରମ ର ମୂଲ୍ୟ ଆଜି ସେ ପାଇଛନ୍ତି।ଆଜି ତାଙ୍କ ବାପା ସ୍କୁଲ ଷ୍ଟାର ପାଲଟି ଯାଉଛନ୍ତି।
ସ୍କୁଲ ର ଶିକ୍ଷକ ଙ୍କ ଠାରୁ ଆରମ୍ଭକରି ପିଲା ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଆସି ଆଜି ତାଙ୍କୁ ଅଭିନନ୍ଦନ ଜଣାଇ ଛନ୍ତି।ଏହା ଦେଖି ସେ ବହୁତ ଖୁସି ଥିଲେ।ବୁଲି ବୁଲି ସମସ୍ତଙ୍କୁ ମିଠା ଦେଉ ଥିଲେ।ଯିଏ ଦିନେ ସାମାନ୍ୟ ସିକ୍ୟୁରିଟି ଗାର୍ଡ ବୋଲି ଲୋକେ କହୁଥିଲେ
Nn
ଆଜି ସେ ସମସ୍ତଙ୍କ ଠାରୁ ଶୁଭେଛା ପାଇଛନ୍ତି।ଏଥିପାଇଁ ପବନ ବହୁତ ଖୁସି ଅଛନ୍ତି।ନିଜ ପୁଅ ପାଇଁ ଆଜି ତାଙ୍କୁ ଏତେ ବଡ ସମ୍ମାନ ମିଳିଚି।ଯାହାକୁ ସେ କେବେ ବି ଭୁଲି ପାରିବେ ନାହି।
କଥା କହିଲା ବେଳେ ତାଙ୍କ ଆଖିରୁ ଲୁହ ଆସି ଯାଉଚି।ତାଙ୍କ ପୁଅ ବହୁତ ଭଲ ପାଠ ପଢନ୍ତି।ହେଲେ ସେମାନେ କେବେ ଭାବି ନ ଥିଲେ ସେ ଆଇ ଏ ଏସ ପାଇବେ।
ଆଜି ସେମାନେ ବହୁତ ଖୁସି ଅଛନ୍ତି।ତାଙ୍କ ସ୍ବପ୍ନ ଆଜି ପୁରଣ ହେଇଛି।ଏ ନେଇ ସ୍କୁଲ ରେ ସମସ୍ତେ ଖୁବ୍ ଖୁସି ଅଛନ୍ତି।ଏହି କଥା କୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.