Movie prime

ମୁଁ ଆଉ କଣ କହିବି, ମୋ ଦଳ ତ ବିଜେପି.. ଏଣିକି ବିଜେପି ଯାହା କହିବ ସେ ଅନୁସାରେ କାମ କରିବି

 
Hb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଅନୁଭବ ବିଧିବଦ୍ଧଭାବେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିର ବହୁ ବରିଷ୍ଠ ନେତା ତାଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ ପୂର୍ବକ ଦଳକୁ ସ୍ୱାଗତ କରିଛନ୍ତି। 
Hj
ତେବେ ସିଦ୍ଧାନ୍ତ, ଅରିନ୍ଦମ, ଆକାଶଙ୍କ ପରେ ଏବେ ଅନୁଭବ ବିଜେପିମୁହାଁ ହୋଇଛନ୍ତି। ୨ ଦିନ ତଳେ ଅନୁଭବ ବିଜେଡିରୁ ଇସ୍ତଫା ଦେଇଥିଲେ। ମୋଦିଙ୍କ ନେତୃତ୍ୱରେ ପ୍ରଭାବିତ ହୋଇ ସେ ବିଜେପିରେ ସାମିଲ ହୋଇଥିବା କହିଛନ୍ତି।
୨୦୧୯ରେ ବିଜେପିର ହେଭିଓ୍ବେଟ ବୈଜୟନ୍ତ ପଣ୍ଡାକୁ ପରାଜିତ କରିଥିଲେ ଅନୁଭବ। ପରବର୍ତ୍ତୀ ସମୟରେ ଦାମ୍ପତ୍ୟ ବିବାଦରେ ଛନ୍ଦି ହୋଇଥିବା ଅନୁଭବଙ୍କୁ ଦଳରେ ସେତେଟା ଗୁରୁତ୍ବ ମିଳିନଥିଲା। କିଛି ମାସ ହେଲା ବିଜେଡିର ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିଲେ। 
ନିଜ ନିର୍ବାଚନ ମଣ୍ଡଳୀ କେନ୍ଦ୍ରାପଡ଼ାରେ ମଧ୍ୟ ଦେଖିବାକୁ ମିଳୁନଥିଲା। ବିଭିନ୍ନ ସମୟରେ ନିଜ ମନ୍ତବ୍ୟ ପାଇଁ ବିବାଦରେ ରହି ଆସିଥିଲେ। ନିଜ ପାରିବାରିକ କଳହକୁ ନେଇ ବି ବିବାଦରେ ଥିଲେ।
Gh
ତେବେ ବନ୍ଧୁଗଣ ବର୍ତମାନ ଦେଖିବାକୁ ମିଳିଛି ଅନୁଭବ ମହାନ୍ତିଙ୍କୁ ଏକ ଗଣମାଧ୍ୟମ ବୟାନରେ। ଅନୁଭବ ମହାନ୍ତି ଭାରତୀୟ ଜନତା ପାର୍ଟି ରେ ସାମିଲ ହେଇ ସମସ୍ତଙ୍କୁ ଗୋଟେ ବାର୍ତ୍ତା ଦେବାକୁ ଚାହିଁଛନ୍ତି। 
ଯାହାକି, ତାଙ୍କ ପାଇଁ ଜନତା ସମସ୍ତେ ସମାନ। ଏପ୍ରିଲ ୧ ୧୯୩୬ ରେ ଓଡିଶା ରାଜ୍ୟ ଗଠନ ହୋଇଥିଲା। ଅନୁଭବ ମହାନ୍ତି ସାରା ଭାରତର ପ୍ରଗତି ପାଇଁ କି ପ୍ରଧାନମନ୍ତ୍ରୀଙ୍କ ଦଳରେ ଯୋଗ ଦେଇଛନ୍ତି।
ତାଙ୍କ ଦୃଢ଼ ବିଶ୍ୱାସ ଅଛି ଯେ, ଭଲ କାମ କଲେ ଭଲ ଫଳ ଭଗବାନ ଜନତା ଦେବେ। ଏବଂ ଲୋକଙ୍କ ପାଇଁ କାମ ହେବା ଜରୁରୀ ତାହା ଠାରୁ ଉପରେ ଆଉ କିଛି ନାହିଁ। ଆଉ ‘ଦଳ ଯାହା ଦାୟିତ୍ୱ ଦେବ ଅନୁଭବ ମହାନ୍ତି ନିଷ୍ଠାର ସହ କରିବେ ବୋଲି କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.