Movie prime

ବରିଷ୍ଠ ବିଜେପି ନେତ୍ରି ଅପରାଜିତା ଷଡ଼ଙ୍ଗୀଙ୍କ ମୋଟ ସମ୍ପତି କେତେ !! ଜାଣନ୍ତୁ ସତ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏବେ ନିର୍ବାଚନକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି ।
ଆପଣମାନେ ସମସ୍ତେ ଅନେକ ନେତାଙ୍କୁ ମଧ୍ୟ ଜାଣିଥିବେ । ରାଜନୀତିକୁ ନେଇ ଆସିଥିବା ଖବର ଭିତରୁ ଏବେ ନେତା ଜଣଙ୍କର ସମ୍ପତ୍ତି କେତେ ତାହା ଆପଣମାନେ ଜାଣିପାରିବେ । ଆପଣମାନେ କଣ ପୂର୍ବରୁ ନେତାଙ୍କ ସମ୍ପତ୍ତି ବିଷୟରେ ଜାଣିଥିଲେ କି ?
Bh
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ନାରୀ ନେତ୍ରୀ ଅପରାଜିତା ଷଡ଼ଙ୍ଗୀଙ୍କ ସମ୍ପତ୍ତି କେତେ ସେହି ବିଷୟରେ ଜାଣିପାରିବେ । ଆପଣମାନେ ସମସ୍ତେ ତ ଅପରାଜିତା ଷଡ଼ଙ୍ଗୀଙ୍କୁ ଜାଣିଥିବେ । ଏହି ନାରୀ ନେତ୍ରୀ ଜଣକ ସବୁବେଳେ ତାଙ୍କ କାମକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ।
ଏବେ ନାରୀ ନେତ୍ରୀ ଅପରାଜିତା ଷଡ଼ଙ୍ଗୀଙ୍କ ସମ୍ପତ୍ତି ବିଷୟରେ ଜାଣି ରଖନ୍ତୁ । ସେ ପୂର୍ବରୁ ପାଞ୍ଚ ବର୍ଷ ଶାସନ କରିଥିଲେ । ଆଉ ଏବେ ପୁଣି ସେ ନିର୍ବାଚନ ଲଢ଼ୁଛନ୍ତି । ଆଉ ଏହି ଅବସରରେ ଏହି କଥା ଏବେ ସାମ୍ନାକୁ ଆସିଛି ।
ଗତ ପାଞ୍ଚ ବର୍ଷ ସାଂସଦ ଥିବା ସମୟରେ ଅପରାଜିତା ଷଡ଼ଙ୍ଗୀଙ୍କ ସମ୍ପତ୍ତି ବଢ଼ିଛି ୪୨ ପ୍ରତିଶତ । ଏନେଇ ସେ ନିଜେ ସତ୍ୟପାଠ ଦାଖଲ କରିଛନ୍ତି । ୨୦୧୯ ମସିହା ନିର୍ବାଚନ ସମୟରେ ସେ ବିଜେତା ହୋଇଥିଲେ । ଆଉ ଏବେ ଏହାକୁ ୫ ବର୍ଷ ହୋଇଗଲାଣି ।
Bb
ଏବେ ସେ ତାଙ୍କର ସମ୍ପତ୍ତିର ତାଲିକା ଦେଇଛନ୍ତି । ସେ ତାଙ୍କର ବ୍ୟାଙ୍କରେ ଥିବା ୫ଟି ଆକାଉଣ୍ଟର ତଥ୍ୟ ଦେଇଛନ୍ତି । ଏହାସହ ସେ ସବୁ ତଥ୍ୟ ଦେଇଛନ୍ତି ବୋଲି ସୂଚନା ମିଳିଛି । ସେ ତାଙ୍କ ସେୟାର, ଇନଭେଷ୍ଟମେଣ୍ଟ ଆଦି ଅନେକ ସୂଚନା ଦେଇଛନ୍ତି ।
ଆଉ ଏହାସହ ତାଙ୍କର ଏକ କ୍ରେଟା ଗାଡ଼ି ଏବଂ ୧୧୫୦ ଗ୍ରାମର ସୁନା ଅଳଙ୍କାର ମଧ୍ୟ ରହିଛି । ତାଙ୍କର ୨୦୨୪ ମସିହା ସୁଦ୍ଧା ୪ କୋଟି ୬୨ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି । ୨୦୧୯ ମସିହାରେ ତାଙ୍କର ମୋଟ ସମ୍ପତ୍ତି ୩ କୋଟି ୧୯ ଲକ୍ଷ ଟଙ୍କା ଥିଲା । ଆଉ ଏବେ ଏହା ୪୨ ଶତକଡା ବୃଦ୍ଧି ପାଇଛି ।
ଗତକାଲି ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟରେ ଅପରାଜିତା ଷଡ଼ଙ୍ଗୀ ଇଶ୍ୱରଙ୍କୁ ସାକ୍ଷୀ ରାଖୀ ଶପଥ ପାଠ କରିଛନ୍ତି । ଅପରାଜିତା ଷଡ଼ଙ୍ଗୀଙ୍କ ସମ୍ପତ୍ତିର ତାଲିକା ଦେଇଛନ୍ତି । ଏବେ ଏହାକୁ ନେଇ ଚର୍ଚ୍ଚାରେ ରହିଛନ୍ତି ବିଧାନସଭା ପ୍ରାର୍ଥୀନୀ ଅପରାଜିତା ଷଡ଼ଙ୍ଗୀ ।