Movie prime

ମତେ ଏତେ ବେଜ୍ଜିତ କରିବାର ଅଧିକାର କିଏ ଦେଲା କାନ ଧରି ଏମିତି କହିଲେ ବୁଦ୍ଧାଦିତ୍ୟ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଓଲିଉଡ଼ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଏବେ ଏଭଳି କିଛି କଥା କହିଛନ୍ତି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସେ କହିଥିଲେ କି ପ୍ରଜାଯୋକ ପ୍ରିତମ ସାହୁ ଅନେକ ଫିଲ୍ମ୍ କରିଛନ୍ତି।
କୌଣସି କାରଣରୁ ସେ ଡ଼ିସେମ୍ବର ଶେଷରେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଇନ୍ଷ୍ଟାଗ୍ରାମ ରେ ବହୁତ ତାତ୍ସଲ୍ୟ ଭାବରେ ବୁଦ୍ଧାଦିତ୍ୟ ମହାନ୍ତି ଙ୍କୁ ଏଟେକ୍ କରିଥିଲେ। କାରଣ ସେ ଡେଲିଭରି ବଏ ର ଏକ ଗୀତ ପକାଇ ଥିଲେ।
Kk
ଏହାପରେ ସେ ବୁଦ୍ଧାଦିତ୍ୟ ମହାନ୍ତି ଙ୍କ ଜୀବନକୁ ନେଇ ଅନେକ ତାତ୍ସଲ୍ୟ କରି କହିଥିଲେ। ସେ କହିଥିଲେ କି ଆଜି ବୁଦ୍ଧାଦିତ୍ୟ ଯେଉଁ ସ୍ଥାନରେ ପହଞ୍ଚିଛନ୍ତି ତାହା ସେ କେବଳ ଜନତା ଙ୍କ ପାଇଁ ହିଁ ପହଞ୍ଚି ଛନ୍ତି।
ଜନତାଙ୍କ ଠାରୁ ତାଙ୍କୁ ଆଜି ପର୍ଯ୍ୟନ୍ତ ଅନେକ ଭଲ ପାଇବା ମଧ୍ଯ ମିଳିଛି। ଏହାପରେ ସେ ନିଜେ ହିଁ ତାଙ୍କୁ ଏକ ଫିଲ୍ମ୍ ଅଫର୍ କରିଥିଲେ ଯାହାକି ଥିଲା ଏକ ହିନ୍ଦୀ ଫିଲ୍ମ୍ ର ରୀମେକ୍। ଏଭଳି କି ତାଙ୍କୁ ରିଆଲିଟି ଶୋ ପାଇଁ ମଧ୍ଯ ଅଫର କରାଯାଇ ଥିଲା।
Hh
ଏହାପରେ ସେ ଓଡିଆ ଫିଲ୍ମ ପ୍ରେଖ୍ୟାଳୟ ପାଇଁ ସେ ଯେଉଁ ଦାବୀ କରିଥିଲେ ଓ ଆନ୍ଦୋଳନ ରେ ବସିଥିଲେ ତାହା ସେ ପ୍ରଯୋଜକ ଜଣକୁ ଆଦୌ ପଶନ୍ଦ ଆସି ନଥିଲା।
ସେଥିପାଇଁ ସେ ତାଙ୍କୁ କୁଠାର ଘାତ ହେଲା ଭଳି ଅନେକ ସବୁ କଥା ମଧ୍ୟ କହିଥିଲେ। ଏଭଳି କି ବୁଦ୍ଧାଦିତ୍ୟ ମହାନ୍ତି ଙ୍କୁ ସେ useless ବୋଲି ମଧ୍ୟ କହିଥିଲେ। ସେଠାରେ ଅନେକ ଓଲିଉଡ଼ ଜଗତର କଳାକାର ସହ ନିର୍ଦ୍ଦେଶକ ମାନେ ମଧ୍ୟ ଉପସ୍ଥିତ ଥିଲେ।
ଏଭଳି ଗୁଜବ ମଧ୍ୟ ପ୍ରସାର କରିଥିଲେ କି ବୁଦ୍ଧାଦିତ୍ୟ ମହାନ୍ତି ଙ୍କୁ କାମ ମିଳୁ ନାହିଁ ବୋଲି। ଏଭଳି ତାଙ୍କ ନାମରେ ଅନେକ କଥା କୁହା ଯାଇଥିଲା। ଯାହା ଶୁଣିବା ପରେ ବୁଦ୍ଧାଦିତ୍ୟ ମହାନ୍ତି ଏହା ସ୍ଥିର କରିଥିଲେ କି ଏସବୁ କଥା ଯାହା
ସେ ଅନେକ ଦିନ ଧରି ଚୁପ୍ ରହି ସହି ଆସୁଛନ୍ତି ତାହା ସବୁ ସେ ଲୋକ ମାନଙ୍କ ସାମ୍ନାରେ କହିଦେବେ। ଆଉ ସେ ଏବେ ହିଁ ଏଭଳି କିଛି କରିଛନ୍ତି। ସବୁ ସତ କଥା ସମସ୍ତଙ୍କ ସାମ୍ନାରେ କହି ଦେଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.