Movie prime

କାହିଁକି ବିଜେଡି ଦଳରୁ ଇସ୍ତଫା ଦେଲେ ହିରୋ ଆକାଶ ଦେଖନ୍ତୁ ମୁଁହ ଖୋଲି କହିଲେ ସତ

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ଏହି ଭିଡିଓ ମାଧ୍ୟମରେ ରାଜନୀତିକୁ ନେଇ ଆସିଥିବା ଖବର ଜାଣିପାରିବେ । ଆପଣମାନେ ତ ବିଜେଡି ଦଳ ଆଉ ବିଜେପି ଦଳକୁ ନେଇ ଆସୁଥିବା ଖବର ସବୁ ଜାଣିପାରିବେ । ବିଜେଡି ଦଳର ନେତା ନିଜ ଦଳ ଛାଡ଼ି ଦେବାକୁ ନେଇ ଏବେ ଆସିଛି ଖବର ।
Gh
ଆପଣମାନେ ସମସ୍ତେ ତ ଓଲିଉଡ ଜଗତର ଅନେକ ଅଭିନେତା ଆଉ ଅଭିନେତ୍ରୀ ମାନଙ୍କୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଏବେ ଆପଣମାନେ ଓଲିଉଡ ଜଗତର ଅଭିନେତା ଆକାଶ ଦାସନାୟକଙ୍କୁ ନେଇ ଆସିଥିବା ଖବର ଜାଣିପାରିବେ ।
ଏହି ଅଭିନେତା ଜଣକ ବିଜେଡି ଦଳରେ ସାମିଲ ହୋଇଥିଲେ । ସେ ଲୋକମାନଙ୍କ ପାଇଁ ସବୁବେଳେ କାମ କରିଥାନ୍ତି । ଏବେ ଏହି ଅଭିନେତା ଜଣଙ୍କୁ ନେଇ କିଛି ଖବର ଆସିଛି । 
Hh
ସେ କହିଛନ୍ତି, ସେ ତାଙ୍କ ଅନ୍ତର ଆତ୍ମାର ସ୍ୱର ଶୁଣି ତାଙ୍କ ଆତ୍ମ ସମ୍ମାନ ପାଇଁ , ତାଙ୍କ ଅଭିମାନ ପାଇଁ ଏବଂ ପୁରୀ ଜନସାଧାରଣଙ୍କ ଅଭିମାନ ପାଇଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛନ୍ତି ।
ତାଙ୍କର ଜୀବନ ସମାଜସେବା ପାଇଁ ବୋଲି ସେ କହିଛନ୍ତି । ତାଙ୍କର ଜୀବନ ପୁରୀ ବାସୀଙ୍କ ସେବା ପାଇଁ ଉଦ୍ଦିଷ୍ଟ । ଆଗାମୀ ଦିନରେ ପୁରୀ ବାସୀଙ୍କ ଭଲପାଇବା ପାଇଁ ତାଙ୍କର ସମର୍ଥକ ଆଉ ସାଥିମାନଙ୍କ ଦ୍ଵାରା ତାଙ୍କର ଆଗାମୀ କାର୍ଯ୍ୟ ପନ୍ଥା ଆରମ୍ଭ କରିବେ । 
ଏବେ ଏହି ଅଭିନେତା ଜଣକ ବିଧାନସଭା ପଦରୁ ଇସ୍ତଫା ଦେଇଛନ୍ତି । ସେ ବିଜେଡି ଦଳ ଛାଡ଼ି ଦେଇଛନ୍ତି । ସେ ବିଧାୟକ ଥିଲେ ଆଉ ବିଧାୟକ ପଦରୁ ସେ ଇସ୍ତଫା ଦେଇଛନ୍ତି । ଏହି ଅଭିନେତା ଜଣକ ଏବେ ବିଜେଡି ଦଳ ଛାଡ଼ି ମଧ୍ୟ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି ।
ଏବେ ମଧ୍ୟ ସେ ପୁରୀ ବାସୀଙ୍କ ସେବା କରିବାକୁ କହିଛନ୍ତି । ଦଳ ଛାଡ଼ିଲେ ମଧ୍ୟ ତାଙ୍କର ଲୋକଙ୍କ ସେବା କରିବାର ଇଚ୍ଛା କମି ନାହିଁ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ସେ ଯାହା କହିଛନ୍ତି ତାହା ଜାଣିପାରିଲେ ।