Movie prime

ୟାଙ୍କୁ କଣ ବିଜେଡ଼ି ୟୁଜ କରି ସତରେ ଛାଡ଼ି ଦେଲା କି ବବି ଙ୍କ ସହ କଣ ସତରେ ଅନ୍ୟାୟ ହୋଇଛି କି ??

 
Uu
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଟିକେଟ ଲୋଭରେ ଅନ୍ୟ ଦଳରୁ ନେତା ଆଣୁଛନ୍ତି ବିଜେଡ଼ି। ଟିକେଟ ନଦେଇ ତାଙ୍କୁ ଅନ୍ୟ ବାଟରେ ମ୍ୟାନେଜ୍ କରାଯାଉଅଛି। କାହାକୁ ମୋଟା ଅଙ୍କର ଟଙ୍କା ତ କାହାକୁ ପଦପଦବୀ ଲୋଭ ଦେଉଛି।
ଏହା ଖୁଲାସା କରିଛନ୍ତି କଂଗ୍ରେସ ରୁ ଯାଇ ବିଜେଡ଼ି ରେ ମିଶିଥିବା କୈଳାସ କୁଲେସିକା। କୁହା ଯାଉଛି କି ମାଇନସ୍ ଲବି ଆଗରେ ପଛରେ ପଡିଗଲେ କି କୁଲେସିକା। ଆଦିବାସୀ ଯୁବକଙ୍କ ସହ ପ୍ରତାରଣା ହୋଇଛି ବୋଲି କୁହା ଯାଇଛି।
Hh
କୈଳାଶ ସିଧା ସଳଖ କହିଛନ୍ତି କି ବିଜେଡ଼ି ତାଙ୍କୁ ଠକି ଦେଇଛି ବୋଲି। ସେ ଏଭଳି କରି ଟିକେଟ ଆଉ ଜଣକୁ ବିକି ଦେଇଥିବା କଥା ମଧ୍ୟ କହିଥିଲେ। ଟିକେଟ ନମିଳିବା ପରେ ବିଜେଡ଼ି ବିରୁଦ୍ଧରେ ଏଭଳି
ସାଙ୍ଘାତିକ ଅଭିଯୋଗ ଆଣି ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ଲକ୍ଷ୍ମୀପୁର ର ପୂର୍ବତନ ବିଧାୟକ କୈଳାଶ କୁଲେସିକା। ପଦ୍ମ ଧରିବା ପରେ ବିଜେଡ଼ି ପାଇଁ ଏବେ କୋରାପୁଟ ର ଟେନସନ୍ ମଧ୍ୟ ବଢ଼ିବାରେ ଲାଗିଛି।
ପଦ୍ମ ଧରୁ ଧରୁ ବିଜେଡିର ବାରୁଦ ଗଦା ରେ ନିଆ ଲଗାଇଛନ୍ତି କୁଲେସିକା। କୁଲେସିକା କହିଛନ୍ତି କି ପ୍ରତିଶ୍ରୁତି ଦେଇ ଜଣେ ଅଧିବାସୀ ଯୁବକ ସହ ପ୍ରତାରଣା କରିଛି ବିଜେଡ଼ି।
U
ଏହା ସହ କୈଳାସ ମଧ୍ୟ ଅଭିଯୋଗ କରିଛନ୍ତି କି ପ୍ରଭୁ ଜାନି ଙ୍କୁ ଟିକେଟ ବିକିଛି ଦଳ। ଏହା ସହ ତାଙ୍କୁ ଟିକେଟ ନ ଦିଆ ଯାଇ ଦଳ କୋଟିଏ ଟଙ୍କା ଯାଚି ଥିବା କଥା ଅଭିଯୋଗ କରିଛନ୍ତି କୁଲେସିକା। ତେବେ ବିଜେଡ଼ି କିନ୍ତୁ ଏହାକୁ ଖଣ୍ଡନ କରିଛି।
ପ୍ରଶ୍ନ ଉଠୁଛି କି ଯଦି ଟିକେଟ ଦେବାର ନଥିଲା ତେବେ କୈଳାସ ଙ୍କୁ କାହିଁକି ବିଜେଡିରେ ସାମିଲ କରିଥିଲା ଦଳ। ପ୍ରକୃତରେ କୈଳାସଙ୍କୁ ଦଳ ଭରଷା କୁ ନେଲାନି ନା କାମ ସରିଗଲା ବୋଲି ଫୋପାଡି ଦେଲା?
ସବୁଠୁ ବଡ଼ କଥା ହେଲା ୨୦୧୯ ନିର୍ବାଚନରେ ଦଳ ସେଠି ବିଜୟ ହେଇଥିଲେ ମଧ୍ଯ କୈଳାସ ଙ୍କୁ ଦଳକୁ ନେଇଥିଲା। ଏହା ପଛର କାରଣ କୁହା ଯାଉଛି ଲକ୍ଷ୍ମୀପୁରର ମାଇନ୍ସ କାରବାର। ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.