Movie prime

ଏଗୁଡ଼ା ରାଜନୀତି କୁ କଣ ପାଇଁ ଆସିଛନ୍ତି, ଅଭିନେତା ପରା ? ଓଲିଉଡ କୁ ବଞ୍ଚେଇ ପାରିଲେନି, ଓଡ଼ିଶା କୁ କୁଆଡୁ ବଞ୍ଚେଇବେ..

 
Vv
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଆଗକୁ ନିର୍ବାଚନ ରହିଛି।ଏହି ନିର୍ବାଚନ କୁ ଆଖି ଆଗରେ ରଖି ଅନେକ ନେତା ଓ ଅଭିନେତା ମାନେ ନିର୍ବାଚନ ର ପ୍ରଚାର କରୁଛନ୍ତି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ଆଗ କାଳ ରେ ଅଭିନେତା ମାନେ ରାଜନୀତି ର ପ୍ରଚାର କରିବାକୁ ଆସୁ ଥିଲେ।ଲୋକ ମାନେ ତାଙ୍କୁ ଦେଖି ବହୁତ ଖୁସି ହୋଇ ଯାଉ ଥିଲେ।ଅଧିକାଂଶ ଲୋକ ତାଙ୍କୁ ଦେଖି ଭୋଟ ଦେଇ ଦେଉଥିଲେ।କିନ୍ତୁ ବର୍ତ୍ତମାନ ସମୟ ବଦଳି ଯାଇଛି।
Gg
ଅଭିନେତା ରୁ ନେତା ସାଜି ଯାଉଛନ୍ତି।ଲୋକ ମାନେ ଆଉ ସେମାନଙ୍କୁ ଖାତିର କରୁ ନାହାନ୍ତି।ଲୋକ ମାନେ ଏବେ ନିଜ ପସନ୍ଦ ଅନୁସାରେ ଭୋଟ ଦେଇଛନ୍ତି।ତେବେ ଏ ନେଇ ରାସ୍ତା ରେ ଯାଉ ଥିବା ଜଣେ ଭୋଟର ଙ୍କୁ ପଚରା ଯାଇ ଥିଲା।
ସେ କହିଥିଲେ କି ଆମେ ମାନେ ସବୁବେଳେ ଛକ ସ୍ଥାନ ରେ ବସି ରାଜନୀତି ବିଷୟ ରେ ଆଲୋଚନା କରୁ।ବର୍ତ୍ତମାନ ସମୟ ରେ ଦେଖା ଯାଉଚି ଯେ ଅନେକ ଦଳ ସିନେ ତାରକା ଙ୍କୁ ନେଇ ରାଜନୀତି କରୁଛନ୍ତି।
ହେଲେ ଏହି ପ୍ରକୃତ ରାଜନେତା ମାନେ ରାଜନୀତି ଠାରୁ ଦୂରେଇ ଯାଉଛନ୍ତି।ଲୋକ ମାନଙ୍କ ପାଇଁ ସେମାନେ କିଛି ବି କରୁ ନାହାନ୍ତି।କେବଳ ରାଜନୀତି ରେ ପ୍ରବେଶ କରି ନିଜ ଅଭିନୟ ମାଧ୍ୟମ ରେ ଠକି ଚାଲିଛନ୍ତି।ସିନେ ତାରକା ଙ୍କୁ ରାଜନୀତି ଠାରୁ ଦୂରେଇ ରଖିବା ଉଚିତ।
Gg
ସେମାନେ କେବଳ ଅଭିନୟ କଲେ ହିଁ ସୁନ୍ଦର ଲାଗନ୍ତି।ସେମାନେ କେବେ ପ୍ରକୃତ ହିରୋ ହୋଇ ପାରିବେ ନାହିଁ।ବର୍ତ୍ତମାନ ସମୟ ରେ ଦେଖା ଯାଉଚି ଯେ ଅନେକ ନେତା ମାନେ ଦଳ ପରିବର୍ତ୍ତନ କରୁଛନ୍ତି।
ନବୀନ ବାବୁ ଙ୍କ ପାଇଁ ସବୁ ଅଭିନେତା ମାନେ ବିଜୟ ହାସଲ କରୁଛନ୍ତି।କେବଳ ଅଭିନୟ କରି କରି ସେମାନେ ଜିତି ଯାଉଛନ୍ତି।
ତେବେ ଆଗକୁ କେଉଁ ଦଳ ବିଜୟ ହାସଲ କରିବ ତାହା ଜଣା ନାହିଁ।ହେଲେ ଏହି ଅଭିନେତା ମାନଙ୍କୁ ରାଜନୀତି ରୁ ବାହାର କରା ଯାଉ ବୋଲି ଲୋକ ମାନେ ମତ ଦେଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.