Movie prime

କାହିଁକି ଏତେ ମାତ୍ରାରେ ବଢୁଛି ସୁନା ଦର ଦେଖନ୍ତୁ ଆଉ ଜାଣନ୍ତୁ ସମ୍ପୂର୍ଣ ସତ

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ସୁନା ଦରକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି ।
ଆପଣମାନେକି ସମସ୍ତେ ସୁନା ଦର ଆକାଶ ଛୁଆଁ ଅଛି ବୋଲି ଜାଣିଥିବେ । ଏବେ ଲୋକମାନେ ସୁନା ଦର ଦେଖି ଭୟଭୀତ ହୋଇ ପଡିଛନ୍ତି । ମାଧ୍ୟାବିତ୍ତ ପରିବାରର ଲୋକମାନେ ସୁନା କିଣିବାକୁ ବା ପିନ୍ଧିବାକୁ ଭୟ କରୁଛନ୍ତି । ଏବେ ସୁନା ଦରକୁ ନେଇ କିଛି ଖବର ଆସିଛି । 
Hh
ସୁନା ଦର ବୃଦ୍ଧି ହେଉଛି କାହିଁକି ? ଏହାର କାରଣ କଣ ଆପଣମାନେ ଜାଣିଛନ୍ତି କି ? ଏବେ ସାମ୍ନାକୁ ଆସିଲା ଚାଂଚଲ୍ୟକର ଖବର । ଜଣା ପଡିଲା କାହିଁକି ହୁ ହୁ ହୋଇ ବଢୁଛି ସୁନା ଦର ? ଏହାର କାରଣ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ ।
ସୁନା ଦରରେ ହୋଇଥିବା ଅହେତୁକ ବୃଦ୍ଧି ଏବେ ଲୋକଙ୍କୁ ଚିନ୍ତାରେ ପକାଇ ଦେଇଛି । ଅଳ୍ପ ଦିନ ମଧ୍ୟରେ ସୁନା ଦର ଏଭଳି ବୃଦ୍ଧି ହେବା ପୂର୍ବରୁ ବହୁତ କମ ଦେଖିବାକୁ ମିଳିଥାଏ ଆଉ ଏବେ ଏହା ବହୁତ ଅଧିକ ହୋଇଛି । ସେତେବେଳେ ଏହାର କାରଣ ମଧ୍ୟ ଜଣା ନଥିଲା ।
ଆଉ ଏବେ ଏହାର କାରଣ ଜଣାପଡିଛି । ଚୀନରେ ରିଆଲଷ୍ଟେଟ ଏବଂ ଷ୍ଟକ୍ ଆଦି କାରବାର ଉପରୁ ଲୋକମାନଙ୍କର ଭରଷା ତୁଟିଛି ସେଥିପାଇଁ ସେମାନେ ସୁନା ଆଡ଼କୁ ଢ଼ଳୁଛନ୍ତି । ସେମାନେ ଏଭଳି ସୁନା କିଣିବା ଆରମ୍ଭ କରି ଦେଇଛନ୍ତି ଯାହା କେବେବି କେହି କିଣି ନଥିବେ ।
Hu
ଚୀନର ଯେ କୌଣସି ବ୍ୟକ୍ତି ଏବେ ସୁନା କିଣିବା ଆରମ୍ଭ କରି ଦେଇଛନ୍ତି । ସେଥିପାଇଁ ସୁନା ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଚୀନର ଲୋକମାନେ ସୁନାର ବେସ କିଣୁଛନ୍ତି । ଆଉ ଏହା ବହୁତ ପରିମାଣରେ ବିକ୍ରି ହେଉଛି । 
କମ୍ ଦାମରେ ତାହା ମିଳୁଥିବାରୁ ତାହାକୁ କିଣିବା ପାଇଁ ଲୋକମାନେ ଆଗ୍ରହୀ ହୋଇଛନ୍ତି । ଏହାର ଓଜନ ଏକ ଗ୍ରାମ ରହିଛି । ଭାରତୀୟ ମୁଦ୍ରାରେ ଏହାର ଦର ୫ ହଜାର ରୁ ୮ ହଜାର ଅଟେ । ଏବେ ଚୀନ ଦେଶର ଯୁବପିଢୀ ସୁନା କିଣିବାକୁ ଆଗ୍ରହୀ ହୋଇଛନ୍ତି ।
ଚୀନର ବୈଦେଶିକ ମୁଦ୍ରା ଭଣ୍ଡାରରେ ସୁନାର ହାର ଏବେବି କମ୍ ରହିଛି । ଏହା ୪. ୬ ପ୍ରତିଶତ ରହିଛି । ଏହା ଭାରତ ଠାରୁ କମ୍ । ଚୀନ୍ ଆଉ ଭାରତ ଦେଶରେ ସବୁ ଦେଶ ଠାରୁ ଅଧିକ ସୁନା ବିକ୍ରି ହେଉଛି । ଏହି ଦୁଇ ଦେଶରେ ସୁନା ଅଧିକ ବିକ୍ରି ହେଉଛି ।