Movie prime

କାହିଁକି କାନି ପତେଇ ଭିକ ମାଗିଲେ ରାଣୀ ପ୍ରିୟଦର୍ଶିନୀ ସାହୁ !! ସତ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

 
Vg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Vb
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।ତେବେ ବନ୍ଧୁଗଣ ବର୍ତମାନ ଏକ ଘଟଣା ସାମ୍ନାକୁ ଆସିଛି।
ବନ୍ଧୁଗଣ ରାଣୀ ପ୍ରିୟଦର୍ଶନ ଭିକ ମାଗୁଛନ୍ତି ସମସ୍ତେ ଏହି କଥା ଶୁଣି ଆଶ୍ଚର୍ଯ୍ୟ ହେଇ ଯାଇଛନ୍ତି। ଜଣେ ଝିଅର ମୁଣ୍ଡରୁ ଖପୁରୀ ବାହାରି ପଡ଼ିଥିବାରୁ ରାଣୀ ପ୍ରିୟଦର୍ଶିନୀ ଦୁଃଖ ନସହି ପାରି ସାହାଯ୍ୟ କରିବା ପାଇଁ ଭିକ ମାଗୁଛନ୍ତି। ଆପଣ ମାନେ ଭିଡିଓଟିରେ ଦେଖି ପାରୁଥିବେ ମେଡିକାଲରେ ବେଡରେ ପଡୁଛି ସେହି ଝିଅଟି। 
ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଇସାରିଲାଣି ତଥାପି ଆହୁରି ଅର୍ଥ ଦରକାର ଝିଅଟିର ଅପରେସନ ପାଇଁ। ଏହି ଝିଅଟିର ମୁଣ୍ଡରୁ ଖପୁରୀ ବାହାରି ପଡ଼ିଛି ଧାନ କାଟୁଥିବା ସମୟରେ ଧାନ କାଟା ମେସିନରେ ଝିଅଟିର ଚୁଟି ଲାଗି ଯାଇଥିଲା ଯାହାଫଳରେ ମେସିନ ଭିତରେ ପସି ଯାଇଥିଲା ମୁଣ୍ଡଟି।
Hh
ସାଙ୍ଗେ ସାଙ୍ଗେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଆଉ ଏବେ ତ୍ରିସା ଡାକ୍ତରଖାନାରେ ଚାଲିଛି ଚିକିତ୍ସା। କିନ୍ତୁ ହେଲଥ କାର୍ଡରେ ଯେଉଁ ତିନିଲକ୍ଷ ଟଙ୍କା ଥିଲା ସବୁ ସରିଗଲାଣି ବୋଲି ଡ଼ାକ୍ତରଖାନା କତୃପକ୍ଷ ମାନେ କହିଛନ୍ତି। ଏବେ ଆହୁରି ଅର୍ଥ ଦରକାର ହେଉଛି। 
ଝିଅର ଜୀବନ ବଞ୍ଚେଇବା ପାଇଁ ପରିବାର ସମସ୍ତ ସଦସ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି। ଝିଅଟିର ମା ତାଙ୍କ ଦୁଃଖ ଜଣାଇଥିଲେ ରାଣୀ ପ୍ରିୟଦର୍ଶିନୀଙ୍କୁ। ତାପରେ ଦୌଡି ଆସିଥିଲେ ରାଣୀ ପ୍ରିୟଦର୍ଶିନୀ। ତାପରେ ରାଣୀ ପ୍ରିୟଦର୍ଶିନୀ ପଣତକାନି ଦେଖାଇ ଭିକ ମାରିଥିଲେ।
ରାଣୀ ପ୍ରିୟଦର୍ଶିନୀ କହିଥିଲେ ୪ କୋଟି ଓଡ଼ିଶାବାସି ଯଦି ୧ ଟଙ୍କା ଦେବେ ତାହାଲେ ଝିଅଟିର ଜୀବନ ବଞ୍ଚି ଯାଇପାରେ। ଝିଅର ପରିବାର ଲୋକେ ଅନୁରୋଧ କରିଛନ୍ତି ଯଦି କୌଣସି ସାହାଯ୍ୟକାରି ବ୍ୟକ୍ତି ବ୍ୟାଙ୍କ ଆକାଉଣ୍ଟ କିମ୍ୱା ଫୋନ ପେରେ ପଇସା ପଠାଇ ସହଯୋଗ କରିପାରିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.