Movie prime

ବିସ୍ମୟ ବାଳକ ମାତ୍ର ୨ ବର୍ଷ ବୟସରେ ଦେଉଛନ୍ତି ଏମିତି ଉତ୍ତର ଶୁଣିଲେ ଆପଣଙ୍କ ମୁଣ୍ଡ ଗରମ ହୋଇଯିବ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ଆପଣମାନେ ଦେଖିବାକୁ ପାଉଥିବେ। ତେବେ ବେଳେ ବେଳେ କିଛି ଏଭଳି ଭିଡ଼ିଓ ସାମ୍ନା କୁ ଆସିଥାଏ ଯାହାକୁ ଆପଣ ମାନେ ଦେଖିଲେ
କୁନି ପିଲାଟିକୁ ପ୍ରସଂଶା ନ କରି ରହି ପାରିବେ ନାହିଁ। ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓରେ କୁନି ପିଲା ଟିଏ ଅଦ୍ଭୁତ ଶକ୍ତିର କମାଲ ଦେଖିବାକୁ ମିଳିଛି। 
ଆଉ ଯେଉଁ ଭିଡିଓକୁ ଆପଣମାନେ ମଧ୍ୟ ଦେଖିଲେ ବେଶ ଖୁସି ହୋଇଯିବେ। ଯେତେବେଳେ ଛୋଟ ଛୋଟ ପିଲା ମାନଙ୍କର ପ୍ରତିଭା କିଛି ଦେଖିବାକୁ ମିଳିଥାଏ ସେତେବେଳେ ସେହି ଭଳି ଭିଡ଼ିଓକୁ ଦେଖିବାର ଇଚ୍ଛା ଓ ଆଗ୍ରହ ଆହୁରି ଅଧିକ ଯାଇଥାଏ।
ତେବେ ବନ୍ଧୁଗାଁ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଦୁଇ ବର୍ଷର କୁନି ପିଲାକୁ ଦେଖିବାକୁ ମିଳୁଛି। ଯାହାଙ୍କ ନାମ ହେଉଛି ଅଭିୟାନ ପଟ୍ଟନାୟକ। 
ସେ ହେଉଛନ୍ତି ଅଦ୍ଭୁତ ଶକ୍ତିର ଅଧିକାରୀ। ମାତ୍ର ଦୁଇ ବର୍ଷରେ ଅଭିୟାନ ଭାରତ ମାନଚିତ୍ରର ବିଭିନ୍ନ ଚିତ୍ରକୁ ଦେଖି ଦେଶ ବିଦେଶର ନାଁ କହି ପାରୁଛନ୍ତି। ଏପରିକି ଭାରତର ପ୍ରଧାନ ମନ୍ତ୍ରୀଙ୍କ ସହିତ ବିଭିନ୍ନ ମନ୍ତ୍ରୀଙ୍କ ନାଁ କହି ଦେଉଛନ୍ତି।
ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ କହିବା ସହିତ ମାନଚିତ୍ରକୁ ଦେଖି ସମସ୍ତ ରାଜ୍ୟ ଚିହ୍ନି କହିପାରୁଛନ୍ତି। ତେବେ କୁନି ପିଲାର ବାପାଙ୍କ ନାମ ଦିପୁନା ପଟ୍ଟନାୟକ ଓ ମାଙ୍କ ନାମ ରଜେଶ୍ୱରି ପଟ୍ଟନୟକ। 
ଘର ତାଙ୍କର ଅନ୍ୟ ଜିଲ୍ଲାରେ ହୋଇଥିବା ବେଳେ ବର୍ତ୍ତମାନ ସେ ଭିମାପୋଡ଼ାରେ ରହି ଆସୁଛନ୍ତି। ତେବେ ଠିକ୍ ରେ କଥା କହି ପାରୁନଥିବା ପିଲାଙ୍କ ଠାରେ ଏଭଳି ଶକ୍ତି ଦେଖି ବାପା,ମାଆ,ଅଜା,ଆଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଭବିଷ୍ୟତରେ ଏହି କୁନି ବାଳକ ନିଜର ନାମ କମେଇବାର ଆଶା ରହିଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି କୁନି ବଳକର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.