ଜଗନ୍ନାଥ ଙ୍କୁ ନବୀନଙ୍କର ୟେ କି ଭଳିଆ ସମ୍ମାନ, ଅର୍ପଣ ରଥ ଆଳ ରେ ଜଗନ୍ନାଥ ଙ୍କୁ ଭୟାନକ ଅପମାନ
Jan 14, 2024, 11:54 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୁଣି ଥରେ ମହାପ୍ରଭୁ ଙ୍କୁ ହୋଇଛି। ମହାପ୍ରଭୁ ଙ୍କୁ ନେଇ ରାଜନୀତି କରାଯାଉଅଛି। ଶୀତ ରାତିର ଅଳିଆ ଗଦା ନିକଟରେ ମହାପ୍ରଭୁ ଙ୍କୁ ଛାଡ଼ି ଚାଲିଗଲେ ନବୀନ ପଟ୍ଟନାୟକଙ୍କ ନେତା।
ଯେଉଁଠି ତୁଳସୀ ଚନ୍ଦନ ର ବାସ ହେବା କଥା ସେଠୀ ଅଳିଆ ଦୁର୍ଗନ୍ଧ ରେ ସାରା ଏରିଆ ଫାଟି ପଡ଼ୁଛି। ଆଉ ଏହି ଦୂର୍ଗନ୍ଧର କାରଣ ସାଜିଛି ନବୀନ ସରକାର। ସେମାନେ ମହାପ୍ରଭୁଙ୍କ ସ୍ଥାନ ଭୁଲି ଯାଇଛନ୍ତି।
ଶ୍ରୀ ମନ୍ଦୀର ପାଇଁ ଯେଉଁ ପ୍ରକଳ୍ପ ରଥ ବୁଲୁଛି ସେହି ରଥକୁ ବିଭିନ୍ନ ସ୍ଥାନ ମାନଙ୍କରେ ଅସମ୍ମାନ କରାଯାଉ ଥିବା ଦେଖିବାକୁ ମିଳିଛି। କେଉଁଠି ଜଗନ୍ନାଥ ଙ୍କ ଫଟୋ ଚିତ୍ର ଉପରେ ବିଜେଡ଼ି ନେତା ଗୋଡ଼ ରଖିଛନ୍ତି ତ
ଆଉ କେଉଁଠି ତାଙ୍କର ମୁରୁଜ ଉପରେ ମଧ୍ୟ ନିଜର ଗୋଡ଼ ରଖିଥିବା ଦେଖିବାକୁ ମିଳିଛି। ଆଉ କେଉଁଠାରେ ଜୋତା ପିନ୍ଧି ଅରୁଆ ଚାଉଳ ସଂଗ୍ରହ କରାଯାଉଛି। ଭୁବନେଶ୍ୱର ଅଳିଆ ଗଦା ନିକଟରେ ଏହି ଅର୍ପଣ ରଥ ଛିଡ଼ା ହୋଇଛି।
ରାଜ୍ୟ ସରକାର ଭୁଲି ଯାଇଛନ୍ତି କି ଏହି ମହାପ୍ରଭୁ ହେଉଛନ୍ତି ସାଢେ଼ ଚାରି କୋଟି ଓଡିଆ ଙ୍କ ମୌଡମଣୀ। ଆଉ ଅଳିଆ ଗଦା ନିକଟରେ ମହାପ୍ରଭୁ ଙ୍କୁ ଛାଡି ପଳାଇ ଗଲେ ବିଜେଡ଼ି ନେତା ଓ କର୍ମୀ।
ଏହି ଦୃଶ୍ୟକୁ ଯେ କେହି ମଧ୍ୟ ଦେଖିବ ତାଙ୍କୁ ନିଶ୍ଚିତ ଭାବରେ ବାଧିବ ଓଡିଆ ଦେବତା ଶ୍ରୀ ଜଗନ୍ନାଥ ଙ୍କୁ କିଭଳି ଅସମ୍ମାନ କରାଯାଉଛି ତାହା ଏହି ଦୃଶ୍ୟରୁ ସ୍ପଷ୍ଟ ଭାବରେ ବାରୀ ହୋଇ ପଡ଼ୁଛି। ଗୋଟେ ପଟେ ରାଜ୍ୟ ସରକାର ସାରା ବିଶ୍ୱରେ ପୁରୀ ମନ୍ଦୀର କୁ ପରିଚିତ କରିବାରେ ଲାଗି ପଡ଼ିଛନ୍ତି।
ମାତ୍ର ତାଙ୍କର ନେତା ମାନେ ଏକଥା ବୁଝି ପାରୁ ନାହାଁନ୍ତି। ସେମାନେ ଜଗନ୍ନାଥ ଖୁବ ଅସମ୍ମାନ କରିବାରେ ଲାଗି ପଡ଼ିଛନ୍ତି। ଏହା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବା ସହ
ଏଭଳି ନିନ୍ଦନୀୟ କାର୍ଯ୍ୟ କୁ ଲୋକମାନେ ଦୃଢ଼ ଭାବରେ ନିନ୍ଦା ମଧ୍ୟ କରିଛନ୍ତି । ତେବେ ଏହି ଘଟଣା ସଂପର୍କରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବା ପାଇଁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।