Movie prime

ଏହି ସ୍ଥାନରେ ମିଳୁଛି ମାଗଣା ପୁଳାପୁଳା ଛେଳି ଦେଖନ୍ତୁ ଯେତେ ଇଛା ବୋହି ନିଅନ୍ତୁ ଏହି ମନା କରିବେନି !!

 
Gh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ଜାଣିଛନ୍ତି କି ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ଛେଳି ମାଗଣାରେ ବିକ୍ରି ହେଉଛି । ଆଜିକା ଯୁଗରେ ଛେଳି ଦର ବହୁତ ଅଧିକ ଥିବା ବେଳେ ଏହି ସ୍ଥାନରେ ଛେଳି ପୁଣି ମାଗଣାରେ ବିକ୍ରି ହେଉଛି । ଏହି କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ କିନ୍ତୁ ଏହା ସତ୍ୟ ଅଟେ । 
Cc
ଏହି ସ୍ଥାନରେ ମାଗଣାରେ ଛେଳି ମିଳୁଛି ଆଉ ଆପଣ ଏହାକୁ ଘରକୁ ନେଇପାରିବେ ବିନା ମୂଲ୍ୟରେ । ଏକ ସ୍କିମ ମାଧ୍ୟମରେ ଆପଣ ଏହି ଲାଭ ପାଇବେ । ଏହି ସ୍କିମ ବନ୍ଦ ହେବା ପୂର୍ବରୁ ଆପଣମାନେ ଆବେଦନ କରନ୍ତୁ । ଯିଏ ଯେତେ ଚାହିଁବ ସେତେ ଛେଳି ନେଇପାରିବ ।
ଏଠାରେ ଛେଳି ମାଗଣାରେ ଦିଆଯାଉଛି । ଛେଳି ମାଲିକ ଏଭଳି ନିଷ୍ପତ୍ତି ନେବାର କାରଣ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ଛେଳି ଗୁଡ଼ିକ ବହୁତ ଉତ୍ପାତ ହେଉଛନ୍ତି ଆଉ ଏହି କାରଣରୁ ଛେଳି ମାଗଣାରେ ବିକ୍ରି କରିଦେବେ ।
ଏହି ଛେଳି ଗୁଡ଼ିକ ବହୁତ ମାତ୍ରାରେ ମାଲିକ ଜଣଙ୍କୁ ହଇରାଣ କରୁଛନ୍ତି ଆଉ ଏହି କାରଣ ପାଇଁ ସେ ଛେଳି ବିକ୍ରି କରି ଦେଉଛନ୍ତି । ଜଣେ କୃଷକ ଛେଳି ବ୍ୟବସାୟ କରିବା ପାଇଁ ୨୦ ବର୍ଷ ପୂର୍ବରୁ କିଛି ଛେଳି ଆଣିଥିଲେ । ଆଉ ଏବେ ଏହାର ସଂଖ୍ୟା ବୃଦ୍ଧି ହୋଇ ୬୦୦ ରେ ପହଞ୍ଚିଛି ।
Gt
ଆଉ ଏଠାରେ ଲୋକମାନଙ୍କର ସଂଖ୍ୟା ହେଉଛି ୧୦୦ । ଲୋକଙ୍କ ତୁଳନାରେ ଛେଳିଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ଛେଳିମାନେ ଲୋକଙ୍କ ଘରେ ପଶି ଜିନିଷ ପତ୍ର ନଷ୍ଟ କରି ଦେଉଥିଲେ ଆଉ ସେହି କାରଣରୁ ମାଲିକ ସବୁ ଛେଳି ବିକ୍ରି କରିଦେବେ ବୋଲି କହିଥିଲେ ।
ସୂଚନା ଅନୁସାରେ ନ୍ୟୁୟର୍କର ଏକ ରିପୋର୍ଟ ଅନୁଯାୟୀ ୨୦ ବର୍ଷ ପୂର୍ବରୁ ଇଟାଲୀୟନର ଆଲୁଗୁଡ଼ି ନାମକ ଏକ ଦ୍ଵୀପରେ ଜଣେ କୃଷକ ଛେଳି ଚାଷ କରିଥିଲେ । ଆଉ ଏବେ ଏହି ଦ୍ଵୀପରେ ୬୦୦ ଛେଳି ରହୁଛନ୍ତି । ଆଉ ସେମାନେ ଅନେକ ଜିନିଷ ନଷ୍ଟ କରୁଛନ୍ତି ।
ସେଥିପାଇଁ ଦ୍ୱୀପର ମେୟର ଏହି ସ୍କିମ କରିଛନ୍ତି । ଏହି ସ୍ଥାନରେ ଛେଳି ଅଧିକ କ୍ଷୟକ୍ଷତି କରୁଥିବାରୁ ଏଭଳି ନିଷ୍ପତି ନିଆଯାଇଛି । ଏହି ସ୍କିମ ଦ୍ଵାରା ଆପଣମାନେ ଅନଲାଇନରେ ଆବେଦନ କରିପାରିବେ । ଏବେ ଏହି ଘଟଣା ଚର୍ଚ୍ଚାକୁ ଆସିଛି ।