Movie prime

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ପତି ତଥା ବ୍ୟାଙ୍କ୍ ଆକାଉଣ୍ଟରେ ଥିବା ଟଙ୍କା ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଜାଣିଛନ୍ତି କି ?
ତାଙ୍କର ସମ୍ପତ୍ତି କେତେ ଏହି ବିଷୟରେ ଆପଣମାନେ ଜାଣିଛନ୍ତି କି ? ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି କେତେ କଣ ଏହା ଆପଣମାନେ ଜାଣି ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Bn
ଦୀର୍ଘ ୧୩ ବର୍ଷ ହେଲା ସେ ମୁଖ୍ୟମନ୍ତ୍ରୀ ଥିଲେ କିନ୍ତୁ ତାଙ୍କର ସମ୍ପତ୍ତି ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେ କେବେବି କ୍ଷମତାର ବଳ ଦେଖାନ୍ତି ନାହିଁ କି ଲୋଭ କରନ୍ତି ନାହିଁ । ଆଜି ପର୍ଯ୍ୟନ୍ତ ସେ ଲୋଭ କରି ନାହାନ୍ତି ।
ଆପଣମାନେ ସମସ୍ତେ ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜାଣିଥିବେ । ଏହି ମହିଳା ଜଣଙ୍କୁ କିଏ ବା ନ ଜାଣିଛି । ସେ ସବୁବେଳେ ବିରୋଧୀ ନେତାଙ୍କୁ ଟାର୍ଗେଟ୍ କରି ଚର୍ଚ୍ଚାରେ ରୁହନ୍ତି । ସେ ବିରୋଧୀଙ୍କୁ କଡା ଜବାବ ମଧ୍ୟ ଦେଇଥାନ୍ତି । ସେ ଦୀର୍ଘ ୧୩ ବର୍ଷ ହେଲା ଶାସନରେ ଅଛନ୍ତି ।
ସେ ୨୦୧୧ ମସିହାରେ ପ୍ରଥମ ଥର ପାଇଁ ଶାସନ ମଇଦାନକୁ ଓହ୍ଲାଇଥିଲେ । ସେ ମୁଖ୍ୟମନ୍ତ୍ରୀ ଭାବରେ ସେବେଠାରୁ ଲୋକଙ୍କ ସେବା କରି ଆସୁଛନ୍ତି । ସେ ମୁଖ୍ୟମନ୍ତ୍ରୀ ହେବା ଦିନ ଠାରୁ ଦରମା ନେଉ ନାହାନ୍ତି କି ପେନସନ ମଧ୍ୟ ନେଉ ନାହାଁନ୍ତି । ସେ ଜନତାଙ୍କ ସେବା କରୁଛନ୍ତି ।
Hh
ପଶ୍ଚିମବଙ୍ଗରେ ଯେତେ ନେତା ମନ୍ତ୍ରୀ ଅଛନ୍ତି ସବୁଠାରୁ କମ୍ ସମ୍ପତ୍ତି ହେଉଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର । ସେ ମୁଖ୍ୟମନ୍ତ୍ରୀ ପଦରେ ଥାଇ ମଧ୍ୟ ଲୋଭ କରି ନାହାନ୍ତି । ମୁଖ୍ୟମନ୍ତ୍ରୀ ସବୁବେଳେ ଲୋକଙ୍କ ସେବା କରିଥାନ୍ତି । 
ସେ ମୁଖ୍ୟମନ୍ତ୍ରୀ ହୋଇ ଲୋକଙ୍କ ସେବା କରିବାକୁ ସବୁବେଳେ ଚାହିଁ ରହିଛନ୍ତି । ଆଉ ସେଥିପାଇଁ ତାଙ୍କୁ ପଶ୍ଚିମବଙ୍ଗବାସୀ ନିଜର ନେତା କରିଛନ୍ତି । ତାଙ୍କର ମୋଟ ସମ୍ପତ୍ତି ହେଉଛି ୧୬ ଲକ୍ଷ ଟଙ୍କା । ତାଙ୍କ ପାଖରେ ସମୁଦାୟ ୯ ଗ୍ରାମ ସୁନା ରହିଛି ।
ସେ ୪୩ ହଜାର ୮୦୦ ଟଙ୍କା ମୂଲ୍ୟର ସୁନାର ମାଲିକାଣୀ ଅଟନ୍ତି । ତାଙ୍କର ଶିକ୍ଷାଗତ ଯୋଗ୍ୟତା ମଧ୍ୟ କୁହାଯାଇଛି । ସେ କଲିକତା ବିଶ୍ଵ ବିଦ୍ୟାଳୟରେ ଓକିଲାତି ଏବଂ କାଳରେ ସ୍ନାତକ କରିଥିଲେ । ମାତ୍ର ୧୬ ଲକ୍ଷ ଟଙ୍କାର ମାଲିକାଣୀ ହେଉଛନ୍ତି ମମତା ବାନାର୍ଜୀ ।