Movie prime

ଆପଣଙ୍କ ପାଦ କହିବ ଆପଣଙ୍କ ଆଗାମୀ ଭବିଷ୍ୟତ ଦେଖନ୍ତୁ କଣ କହୁଛି ଆପଣଙ୍କ ପାଦ ଆଙ୍ଗୁଳି

 
Hb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ଓଡ଼ିଆ କଥା, ଆମ ସଂସ୍କୃତି ଏବଂ ଅନ୍ୟାନ୍ୟ ପ୍ରକାରର ସବୁ ବିଷୟରେ ଜାଣି ପାରୁଛନ୍ତି।
ଆପଣମାନେ ଅନେକ ଶିକ୍ଷଣୀୟ କଥା ମଧ୍ୟ ଏହି ଭିଡିଓ ମାଧ୍ୟମରେ ଜାଣି ପାରୁଛନ୍ତି । ଏହି ଭିଡିଓ ଆପଣଙ୍କୁ ଅନେକ କିଛି କଥା ଜଣାଇବ ବୋଲି ଜଣାପଡିଛି । ଏହା ଏବେ ଆପଣମାନେ ଜାଣିପାରିବେ ।
Hh
ଆପଣମାନେ ତ ଦେଖିଥିବେ ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ କିଛି ଜା କିଛି ଭିନ୍ନତା ରହିଥାଏ । ଦୁନିଆରେ ଅନେକ ଲୋକ ଅଛନ୍ତି ଆଉ ସମସ୍ତେ ସମାନ ନୁହଁନ୍ତି । ସମସ୍ତଙ୍କ ମଧ୍ୟରେ ଭିନ୍ନତା ଦେଖା ଯାଇଥାଏ । ପ୍ରତ୍ୟେକ ବ୍ୟକ୍ତିଙ୍କ ଆଚାର ବ୍ୟବହାର ସମାନ ହୋଇନଥାଏ ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ବ୍ୟକ୍ତିର ପାଦ ଅନୁସାରେ ବ୍ୟକ୍ତିର ଆଚାର ବ୍ୟବହାର କିଭଳି ହୋଇଥାଏ । ବ୍ୟକ୍ତିର ପାଞ୍ଚ ପ୍ରକାରର ଆକୃତିର ପାଦ ରହିଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି । 
ଯଦି ଆପଣଙ୍କ ପାଦର ବୁଢ଼ା ଆଙ୍ଗୁଠି ପାଖରେ ଥିବା ଆଙ୍ଗୁଠି ପାଦର ସବୁ ଆଙ୍ଗୁଠି ଠାରୁ ବଡ ଅଟେ ଏବଂ ପାଦର ଶେଷ ଦୁଇ ଆଙ୍ଗୁଠି ସମାନ ହୋଇଥାଏ । ତାହେଲେ ସେହି ବ୍ୟକ୍ତିମାନେ ବହୁତ ସାଧାରଣ ହୋଇଥାନ୍ତି । ଏମାନଙ୍କୁ ଜୀବନରେ ସଫଳ ହେବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ ।
Nb
ଏହି ବ୍ୟକ୍ତିମାନେ କାଳ୍ପନିକ ଦୁନିଆରେ ବଞ୍ଚିବାକୁ ପସନ୍ଦ କରିଥାନ୍ତି । ତାଙ୍କ ଜୀବନସାଥି ସହ ଭଲ ସମ୍ପର୍କ ରହିଥାଏ । ଯେଉଁ ବ୍ୟକ୍ତି ମାନଙ୍କର ପାଦର ଚାରୋଟି ଆଙ୍ଗୁଠି ସମାନ ଏବଂ ବୁଢ଼ା ଆଙ୍ଗୁଠି ବଡ ଥାଏ ସେମାନେ ଶାନ୍ତି ପ୍ରିୟ ହୋଇଥାନ୍ତି । ସେମାନେ ସବୁ କଥା ଭାବି ଚିନ୍ତି କରିଥାନ୍ତି, ସେମାନେ ଦେଖିବାକୁ ସୁନ୍ଦର ହୋଇଥାନ୍ତି । 
ଯେଉଁ ବ୍ୟକ୍ତି ମାନଙ୍କର ପାଦର ବୁଢା ଅଙ୍ଗୁଳି ପାଖ ଆଙ୍ଗୁଠି ବଡ ହୋଇଥାଏ ଏବଂ ଶେଷ ଦୁଇ ଆଙ୍ଗୁଠି ବଡ ଆଉ ଛୋଟ ହୋଇଥାଏ । ସେମାନେ ଅଧିକ ଚତୁର ଆଉ ବୁଦ୍ଧିମାନ ହୋଇଥାନ୍ତି । ସେମାନଙ୍କୁ ଅଧିକ କଥା ହେବା ପସନ୍ଦ ନୁହେଁ । ଏମାନଙ୍କୁ ବହୁତ ସମ୍ମାନ ମିଳେ ।
ଯେଉଁ ବ୍ୟକ୍ତି ମାନଙ୍କର ବୁଢ଼ା ଆଙ୍ଗୁଠି ଠାରୁ ଛୋଟ ଆଙ୍ଗୁଠି ବଡ ରୁ ସାନ ଅନୁସାରେ ସଜାଇ ହୋଇ ରହିଥାଏ । ସେମାନେ ସମାଜ ସେବୀ ହୋଇଥାନ୍ତି , ଅତି ସହଜରେ ସମସ୍ତଙ୍କ ସହିତ ମିଶି ଯାଆନ୍ତି ଆଉ ଏମାନେ ଶ୍ରେଷ୍ଠ ଅଟନ୍ତି ।