Movie prime

ସାରାଙ୍କୁ ଛାଡି ସୁହାନାଙ୍କ ପ୍ରେମରେ ପାଗଳ ହେଲେ ଶୁଭମନ ଗିଲ!! ଦେଖନ୍ତୁ ସାହରୁଖ ଖାନ ଜାଣିବା ପରେ ....

 
Gg
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବଲିଉଡ୍ ତାରକା ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ୍ ନିଜର ଲୁକକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସୁହାନା ଯଦିଓ ବଲିଉଡରେ ଡେବ୍ୟୁ କରିନାହାନ୍ତି, ତଥାପି ତାଙ୍କର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
ବଲିଉଡ ତାରକାମାନେ ନିଜକୁ ଫିଟ୍ ରଖିବା ପାଇଁ ଘରେ ଯୋଗ, ବ୍ୟାୟାମ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ବେଳେ ସୁହାନା ମଧ୍ୟ ଏଥିରୁ ବିଦ ପଡିନାହାନ୍ତି। ତେବେ ଶାହାରୁଖଙ୍କ ଝିଅ ସୁହାନା ନିଜକୁ ଫିଟ୍ ରଖିବାକୁ ଚେଷ୍ଟା କରନ୍ତି। କୁହାଯାଏ ଯେ ସୁହାନା ନିଜ ଫିଟନେସକୁ ନେଇ ବହୁ ସତର୍କ ରୁହନ୍ତି। 
Bb
ତେବେ ବନ୍ଧୁଗଣ ଧରା ପଡ଼ିଗଲା ଶୁଭମନଙ୍କ ପ୍ରେମ। ବର୍ତ୍ତମାନ ସମୟରେ ଶୁଭମନ ଗିଲ୍ ଙ୍କୁ ଭାରତୀୟ ଟିମର ଜଣେ ୟଙ୍ଗ ବ୍ୟାଟ୍ସମ୍ୟାନ ଭାବେ ପରିଚିତ। ତେବେ ଏହି ୟଙ୍ଗ ବ୍ୟାଟ୍ସମ୍ୟାନ ନିଜ ଖେଳ ପାଇଁ ହେଉ କିମ୍ବା ନିଜ ଲଭ ଆଫାୟର୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି।
ଏବେ ଏପରି କିଛି ରୋଚକ ତଥ୍ୟ ସାମ୍ନାକୁ ଆସିଛି ଯାହା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଶାହାରୁଖଙ୍କ ଝିଅ ସୁହାନାଙ୍କ ପ୍ରେମରେ କାଳେ ପାଗଳ ଶୁଭମନ୍ ଗିଲ୍। କିଙ୍ଗଖାନ୍ ଜାଣିବା ପରେ ତାଙ୍କ ସହ କରିଥିଲେ କିଛି ଏମିତି।
ବନ୍ଧୁଗଣ ବର୍ତ୍ତମାନ ସମୟରେ ଶୁଭମନ ଗିଲଙ୍କୁ ଭାରତୀୟ ଟିମର ଆଗାମୀ ଭବିଷ୍ୟତ ଜଣେ ବଡ ବ୍ୟାଟ୍ସ ମ୍ୟାନ ଭାବରେ ଦେଖାଯାଉଛି। ୨୦୨୩ରେ ଶୁଭମନ ଗିଲ ଇଣ୍ଟ୍ରନେସନାଲ କ୍ରିକେଟ ଟିମରେ ବହୁତ୍ ରନ କରିଥିଲେ।
Bh
ଖେଳକୁ ନେଇ ସେ ଯେତିକି ଚର୍ଚ୍ଚିତ ସେତିକି ଚର୍ଚ୍ଚା ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ହେଇଥାଏ। କିନ୍ତୁ ବର୍ତ୍ତମାନ ଏକ ମିଡ଼ିଆ ରିପୋର୍ଟରୁ ଜଣାପଡ଼ିଛି ଯେ, ଶୁଭମନ ଗିଲଙ୍କୁ କୋଲକତା ୨୦୨୨ରେ ବାହାର କରିଥିବା କାରଣ ହେଉଛି ସେ ଶାହରୁଖ ଖାନଙ୍କ ଝିଅ ସୁହାନା ଖାନକୁ ଡେଟ କରୁଥିଲେ। 
ଯେଉଁଥିପାଇଁ ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ଫ୍ରାନଜାଜିରୁ ବାହାର କରିବାକୁ ନିଷ୍ପତ୍ତି ନେଇଥିଲା। ୨୦୧୮ରେ ଶୁଭମନ ଗିଲ ଅଣ୍ଡର ନାଇନଟିନ ବିଶ୍ୱକପରେ ଖେଳିବା ପରେ କୋଲକତାରେ ନିଜ ଆଇପିଏଲ୍ କ୍ୟାରିୟର ଆରମ୍ଭ କରିଥିଲେ।
ଯେତେବେଳେ ଶୁଭମନ ଗିଲ କୋଲକତା ପାଇଁ ଖେଳୁ ଥିଲେ ସେତେବେଳେ ଶାହାରୁଖଙ୍କ ଝିଅ ସୁହାନ ମଧ୍ୟ ଷ୍ଟାଣ୍ଡରେ ରହୁଥିଲେ। ଯେଉଁ କାରଣ ପାଇଁ ସେମାନଙ୍କ ମଧ୍ୟରେ କିଛି ଅଫର ଚାଲିଥିବା ଖବର ଭାଇରାଲ ହେଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.