Movie prime

ଲିଭର କିଡନୀ ଫେଲ କରୁଛି ତମ୍ବା ପାଣି ପାତ୍ର ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର ଜାଣନ୍ତୁ କଣ ସତ

 
Hh
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆୟୁର୍ବେଦ ଅନୁସାରେ ତମ୍ବା ପାତ୍ରରେ ପାଣି ରଖି ପିଇବା ଦ୍ଵାରା ଅନେକ ପ୍ରକାରର ଫାଇଦା ମିଳିଥାଏ। ସେଥିପାଇଁ ଅନେକ କାଳରୁ ଲୋକ ମାନେ ତମ୍ବା ପାତ୍ରରେ ପାଣି ରଖି ପିଉଛନ୍ତି। ଆୟୁର୍ବେଦକୁ ଯଦି ବିଶ୍ବାସ କରିବା ତେବେ ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା ପେଟ ସହିତ ଜଡ଼ିତ ସମସ୍ତ ସମସ୍ୟାରୁ ମୁକ୍ତି ମିଳେ। ତା ସହିତ ବାତ, ପିତ ଆଉ କଫ ସନ୍ତୁଳନ ମଧ୍ୟ ବଜାଇ ରହେ। 
Bb
ତମ୍ବା ଏକ ଏମିତି ଧାତୁ ଯାହା ଶରୀରରେ ରେଡ ବ୍ଲଡ ସେଲସ୍ ସୃଷ୍ଟି କରିବାରେ ସାହାର୍ଯ୍ୟ କରିଥାଏ। ସ୍ବାସ୍ଥ୍ୟ ପାଇଁ ଏହା ଏତେ ସାହାର୍ଯ୍ୟ କରିବା ପରେ ବି ଏହା କ୍ଷତି ମଧ୍ୟ ପହଞ୍ଚାଇଥାଏ। ତମ୍ବା ପାତ୍ରରେ ୮ ଘଣ୍ଟା ପାଣି ରଖି ତା'ପରଦିନ ସକାଳେ ପିଇବା ପ୍ରକ୍ରିୟାକୁ ଆଲୋକଟାଇନାମିକ୍ ଇଫେକ୍ଟ କୁହାଯାଏ। ଯେଉଁଠି ତମ୍ବା ଗୁଣ ପାଣିରେ ମିଶେ ଏହାକୁ କୁହାଯାଏ କପ୍ରରଚାର୍ଜ ୱାଟର। ପାଣିରେ ଥିବା ଅନେକ ବ୍ୟାକ୍ଟେରିଆକୁ ଶେଷକରି ଶୁଦ୍ଧ କରିଥାଏ ତମ୍ବା। 
Gg
ହେଲେ ୧୨ ଘଣ୍ଟାରୁ ଅଧିକ ସମୟ ଥିବା ପାଣି ନପିଇବାକୁ ପରାମର୍ଶ ଦିଆଯାଏ। ଯଦି ଆପଣ ଦିନସାରା ତମ୍ବା ବୋତଲରେ ଥିବା ପାଣି ପିଅନ୍ତି ତେବେ ଶରୀରରେ କପର୍ ଟକ୍ସିସିଟି ସୃଷ୍ଟି ହୁଏ। କପର ମାତ୍ରା ଶରୀରରେ ବଢିବା କାରଣରୁ ମୁଣ୍ଡ ବୁଲାଇବା ପେଟରେ ଯନ୍ତ୍ରଣା ସହିତ ଲିଭର ଆଉ କିଡ଼ିନି ଫେଲ ହେବା ବିପଦ ମଧ୍ୟ ବଢିଯାଏ। ଏହା ସହିତ ଶରୀରରେ ଆସିଡିଟି ସମସ୍ୟା ମଧ୍ୟ ଦେଖାଦିଏ। 
ଯଦି ଆପଣ ଆଗରୁ ଆସିଡିଟିର ଶୀକାର ହେଇଛନ୍ତି ତେବେ ସୀମିତ ମାତ୍ରାରେ ତମ୍ବା ପାତ୍ର ପାଣି ପିଅନ୍ତୁ। ନହେଲେ ଟୋଟାଲ ଏହାକୁ ପିଅନ୍ତୁ ନାହିଁ। ଆବଶ୍ୟକତା ଠାରୁ ଅଧିକ ତମ୍ବା ପାତ୍ର ପାଣି ପିଇବା କିଡ଼ିନୀ ରୋଗୀଙ୍କ ପାଇଁ ବିପଦ ହେଇପାରେ। ଗ୍ୟାଲିସିଏସରେ ଥିବା ରୋଗୀଙ୍କ ପାଇଁ ମଧ୍ୟ ଏହା ହେଇପାରେ ହାନିକାରକ। ସମାନ ଭାବରେ ହାର୍ଟ ପେସେଣ୍ଟଙ୍କ ପାଇଁ ମଧ୍ୟ ଏହା ବିପଦପୂର୍ଣ୍ଣ ଅଟେ। ତେବେ ଜାଣି ରଖନ୍ତୁ ସକାଳୁ ଖାଲି ପେଟରେ ତମ୍ବା ପାତ୍ରରେ ପାଣି ପିଇବା ଉଚିତ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.