Movie prime

ଦେଖନ୍ତୁ ଘଟିଲା ହୃଦୟ ବିଦାରକ ଘଟଣା ଅଚାନକ ଘଟିଗଲା କିଛି ଏମିତି କାନ୍ଦୁଛନ୍ତି ସମସ୍ତେ

 
Jj
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଆଜିକା ଦୁନିଆର ଘଟଣା ବିଷୟରେ ଜାଣି ପାରୁଛନ୍ତି ।
ସମାଜ ଯେତେ ଆଗକୁ ବଢୁଛି ଯୌତୁକ ନିର୍ଯାତନା ସେତେ ଅଧିକ ଦେଖିବାକୁ ମିଳୁଛି । ଆପଣମାନେ ଏହି ଭିଡିଓ ମାଧ୍ୟମରେ ପୁଣି ଏକ ଘଟଣା ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସମାଜ ଯେତେ ଆଗକୁ ବଢିଲେ ମଧ୍ୟ ଏଭଳି ଘଟଣା ଘଟୁଛି । 
Hh
ପୁଣି ଯୌତୁକ ନିର୍ଯାତନା ଜୁଇରେ ଜଳିଗଲା ଆଉ ଗୋଟିଏ ଜୀବନ । ସବୁଦିନ ପାଇଁ ଝିଅ ଛାଡ଼ି ଚାଲିଗଲା ତାର ବାପା ମାଙ୍କୁ । ଯୌତୁକ ନିର୍ଯାତନା ପ୍ରଥା ସତରେ ବହୁତ ଦୁଃଖଦାୟକ । ବିବାହ ପୂର୍ବରୁ ଝିଅ ଅନେକ କଥା ମନରେ ଭାବି ବିବାହ କରିଥାଏ
କିନ୍ତୁ ଏଭଳି ଘଟଣା ଘଟିଯିବ ବୋଲି କିଏ ବା ଜାଣିଥିଲା । ଝିଅଟି ଅନେକ ସ୍ବପ୍ନ ଦେଖି ବିବାହ ବନ୍ଧନରେ ବାନ୍ଧି ହୋଇଥିଲା । ଏହି ଝିଅଟି ବିବାହ କରିବା ପରେ ତାର ଶାଶୁଶଶୁରଙ୍କୁ ନିଜର କରିଥିଲା । ଆଉ ନିଜ ସ୍ୱାମୀକୁ ସବୁ ଖୁସି ଦେଇଥିଲା କିନ୍ତୁ ଏଭଳି ହେବ ବୋଲି ସେ ଜାଣିନଥିଲା ।
ଏହି ଝିଅଟି ଏକ ବର୍ଷ ତଳେ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲା । କିଛି ଦିନର ସୁଖର ସଂସାର ପରେ ଝିଅକୁ ଯୌତୁକ ଆଣିବା ପାଇଁ ଦାବି କରିଥିଲେ । ଏହାପରେ ତାଙ୍କୁ ତାଙ୍କ ବାପଘରକୁ ଯାଇ ଯୌତୁକ ଆଣିବା ପାଇଁ କହିଥିଲେ ।
Hh
ଏହାପରେ ଝିଅଟିକୁ ଅନେକ ନିର୍ଯାତନା ମଧ୍ୟ ଦେଇଥିଲେ । ଝିଅଟିକୁ ବହୁତ କଷ୍ଟ ଦେଇଥିଲେ । ସେ ବିବାହ କରି ଖୁସିରେ ରହିବା କଥା କିନ୍ତୁ ସେ ମାଡ ଗାଳି ଖାଇଥିଲେ । ଆଉ ନିର୍ଯ୍ୟାତନା ସହି ନପାରି ଶେଷରେ ଜୀବନ ହାରିଦେଲେ ।
ଏହି ମୃ-ତ-କ ଜଣକ ହେଉଛନ୍ତି ରୁବିନା ରାଉତ । ଯାହାଙ୍କର ମୃ-ତ୍ୟୁ ଯୌତୁକ ନିର୍ଯାତନା ପାଇଁ ହୋଇଛି ବୋଲି ଏବେ ତାଙ୍କର ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ବାଙ୍ଗରା ପଞ୍ଚାୟତରେ । ରୁବିନା ରାଉତଙ୍କ ଘର କେନ୍ଦ୍ରାପଡା ଗୁଣ୍ଠଳ ଗାଁରେ ।
ସେ ଗୌରାଙ୍ଗ ରାଉତଙ୍କୁ ବିବାହ କରିଥିଲେ । ଶନିବାର ତାଙ୍କର ମୃ-ତଦେହ ବନ୍ଦ ଘରୁ ଉଦ୍ଧାର ହୋଇଛି । ଝିଅକୁ ନିର୍ଯାତନା ଦିଅନ୍ତି ବୋଲି ସେ ବାପଘରଲୋକଙ୍କୁ କହିଥିଲେ । ଝିଅର ଶାଶୁଘର ଲୋକେ କହୁଛନ୍ତି ସେ ଆ-ତ୍ମ-ହ-ତ୍ୟା କରିଛନ୍ତି । ଏବେ ଏହି ଝିଅର ପରିବାର ନ୍ୟାୟ ଦାବି କରିଛନ୍ତି ।