Movie prime

ଏତେ ବଡ଼ ଘଟଣା ପଛରେ କେବଳ କଲେଜ ପ୍ରିନ୍ସିପାଲ ହିଁ ଦାୟୀ ଦେଖନ୍ତୁ ମୁଁହ ଖୋଲିଲେ ଯୁବତୀ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁକିଛି ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ କୋଲକାତାରେ ଘଟିଥିବା ଘଟଣା ବିଷୟରେ ତ ଜାଣିଥିବେ । ଏହି ଘଟଣା ସତରେ ବହୁତ ଭୟାନକ ଅଟେ । ମେଡିକାଲ ଭିତରେ ଏହି ଘଟଣା ଘଟିଥିଲା । ମେଡିକାଲ ଭିତରେ ଏହି ଯୁବତୀ ଜଣକ ଟ୍ରେନିଂରେ ଥିଲେ । ଆଉ ସେ ରାତିରେ ଥିବା ଅବସ୍ଥାରେ ତାଙ୍କ ସହିତ ଏଭଳି କିଛି ଘଟିଥିଲା ।
Bb
ଏହି ଯୁବତୀ ଜଣଙ୍କୁ ଦୁର୍ବୃତ୍ତ ସେହି ମେଡିକାଲ ଭିତରେ ବଳାତ୍କାର କରି ତାଙ୍କର ଜୀବନ ନେଇଗଲେ । ଏବେ ଏହି ଘଟଣା ପୁରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ଏହି ଘଟଣାକୁ ନେଇ ଓଡ଼ିଶାର ଆଇନଜୀବୀ ମୋନାଲିସା ଗନ୍ତାୟତ କିଛି କଥା କହିଛନ୍ତି । ସେ କହିଛନ୍ତି, କୋଲକାତା ସହରର ଘଟଣା ଅଗଷ୍ଟ ମାସ ୮ ତାରିଖରେ ଘଟିଥିଲା । ଯାହା ଘରେ ଝିଅ ଅଛି ତାର ବାପା ମାଆ ଡରି ଡରି ବଞ୍ଚୁଛନ୍ତି । କୋଲକାତାରେ ଏହି ଘଟଣା ସତରେ ବହୁତ କଷ୍ଟ ଦାୟକ ଅଟେ । ଏବେ ଏହି ଘଟଣାରେ କଲେଜର ପ୍ରିନ୍ସିପାଲଙ୍କୁ ସନ୍ଦେହ କରାଯାଉଛି । 
Bv
ମେଡିକାଲ କଲେଜରେ ସେମିନାର ଚାଲିଥିଲା । ଆଉ ସେମିନାରରୁ ଫେରିବା ପରେ ଏହି ଡାକ୍ତରର ମୃ-ତଦେହ ଦେଖିବାକୁ ପାଇଥିଲେ । ଆଉ ଏହି ଘଟଣାରେ ସଞ୍ଜୟ ରାୟ ନାମକ ଯୁବକଙ୍କୁ ଗିରଫ କରାଯାଇଛି । ଆଉ ଏହି ଘଟଣା ଘଟିବାର ଅନେକ ସମୟ ପରେ ପ୍ରିନ୍ସିପାଲ ଜଣକ ପୋଲିସକୁ ଜଣାଇଥିଲେ । ଏହି ଘଟଣାରେ କଲେଜର ପ୍ରିନ୍ସିପାଲ ଜଣଙ୍କୁ ଜେରା କରାଗଲେ ଅନେକ କିଛି କଥା ଜଣାପଡ଼ିବ ବୋଲି ଏହି ଆଇନଜୀବୀ ଜଣକ କହିଛନ୍ତି । ଆଉ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନ୍ୟାୟ ମାଗୁଛନ୍ତି । 
ସେ ନ୍ୟାୟ ମାଗିବା କଣ ଠିକ୍ । ସେ ଉଚ୍ଚ ସ୍ଥାନରେ ଥାଇ ଏଭଳି କାମ କରିଛନ୍ତି ଯାହାକୁ ନେଇ ଏବେ ତାଙ୍କୁ ତୀବ୍ର ନିନ୍ଦା କରାଯାଉଛି । ସେହି ସଞ୍ଜୟ ରାୟ ଯାହା କାମ କରେ ତାହା କେହି ମଣିଷ କରେ ନାହିଁ । ଏବେ ଏହି ଘଟଣା ଷଡ଼ଯନ୍ତ୍ର କରି କରାଯାଇଛି । ସେ ଝିଅ ବୋଧେ ହସ୍ପିଟାଲର ସବୁ ଗୁମର ଜାଣିଥିଲା । ଆଉ ଏହି ଗୁମର ବିଷୟରେ ବୋଧେ ଏହି ଝିଅ କାହାକୁ କହିଦେବ କି କଣ କରିବ ସେଥିପାଇଁ ତାଙ୍କୁ ଏଭଳି ବ-ଳା-ତ୍କା-ର କରି ମାରି ଦେଇଛନ୍ତି । ଏଭଳି ଘଟଣାରେ ଅପରାଧୀଙ୍କୁ ନ୍ୟାୟ ମିଳୁନାହିଁ ବୋଲି ଆଇନଜୀବୀ କହିଛନ୍ତି ।