Movie prime

ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା ଦେଖନ୍ତୁ ଏହି ମାନଙ୍କୁ ମିଳିବ ସୁଭଦ୍ରା ଯୋଜନାରେ ୫୦୦୦୦/- ଟଙ୍କା

 
Gh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ସରକାର ଆଣିଥିବା ଯୋଜନା ବିଷୟରେ ଜାଣିପାରିବେ । ଏବେ ବିଜେଡି ସରକାର ବଦଳରେ ବିଜେପି ସରକାର ଶାସନ କରିବେ । ଆଉ ବିଜେପି ସରକାର ଅନେକ ପ୍ରକାରର ସୁବିଧା କରିବେ ବୋଲି କହିଥିଲେ । ଆପଣମାନେ ତାହା ଜାଣିଥିବେ । 
Bb
ସୁଭଦ୍ରା ଯୋଜନା ସରକାର କରିବେ ବୋଲି କହିଥିଲେ । ଏବେ ଏହି ସୁଭଦ୍ରା ଯୋଜନାକୁ ନେଇ କଣ ସବୁ ଖବର ଆସିଛି ତାହା ଆପଣମାନେ ଜାଣିପାରିବେ । କାହାକୁ ମିଳିବ ସରକାରଙ୍କ ସୁଭଦ୍ରା ଯୋଜନା । କିଏ ସୁଭଦ୍ରା ଯୋଜନା ପାଇବାକୁ ଯୋଗ୍ୟ ହେବେ । ପାଖକୁ ଆସିବ ୫୦ ହଜାର ଟଙ୍କାର ଭାଉଚର । କେଉଁ ମହିଳାମାନେ ଏହି ଯୋଜନାର ଲାଭ ଉଠାଇପାରିବେ । ଏଭଳି ଅନେକ କଥା ଏବେ ଆସୁଛି । ପ୍ରଥମ କ୍ୟାବିନେଟ୍ ବୈଠକ ପରେ ଏହା ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ବିଷୟରେ କହିଛନ୍ତି ।
Bb
ବଡ ବଡ ପଦକ୍ଷେପ ନେଇଛନ୍ତି ସରକାର । ଏବେ ମହିଳାଙ୍କ ପାଇଁ ଆସିଛି ବଡ ଯୋଜନା । ମହିଳାମାନେ ୫୦ ହଜାର ଟଙ୍କାର ଭାଉଚର୍ ପାଇବେ । ଏହି ଟଙ୍କା କାହାକୁ ମିଳିବ ଆଉ କେଉଁମାନେ ଏହାର ଲାଭ ପାଇବେ । ଆସନ୍ତା ୧୦୦ ଦିନ ଭିତରେ ଏହି ସୁଭଦ୍ରା ଯୋଜନା ଲାଗୁ ହେବାକୁ ଯାଉଛି ବୋଲି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ଓଡ଼ିଶାରେ ଏହି ଯୋଜନା ଲାଗୁ କରାଯିବ । ଦୁଇବର୍ଷ ଭିତରେ ଏହି ଟଙ୍କା ଖର୍ଚ୍ଚ କରିବେ । ଆଉ କିଭଳି ପାଇବେ ଏହି ଟଙ୍କା । ସୁଭଦ୍ରା ଯୋଜନା ଉଭୟ ଅନଲାଇନ୍ ଅଫଲାଇନ୍ ମାଧ୍ୟମରେ ଆପଣମାନେ କରିପାରିବେ ।
ଏହି ସୁଭଦ୍ରା ଯୋଜନାର ଲକ୍ଷ୍ୟ ହେଉଛି ମହିଳାମାନଙ୍କୁ ସଶକ୍ତ କରିବା । ବିଜେପି ସରକାରଙ୍କ ଦ୍ଵାରା ଏହି ଯୋଜନା କରାଯାଇଛି । ସମାଜରେ ମହିଳାଙ୍କ ସ୍ଥିତିକୁ ସୁଦୃଢ କରିବା ଏହି ଯୋଜନାର ଲକ୍ଷ୍ୟ । ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ଆପଣ ଓଡ଼ିଶାର ବାସିନ୍ଦା ହୋଇଥିବେ । ଏହି ଯୋଜନାର ଲାଭ ଉଠାଇବାକୁ ଅନେକ ଦସ୍ତାବିଜ୍ ଦରକାର । ଆପଣମାନେ ଏହି ବିଷୟରେ ଅଧିକ k
ଜାଣିବା ପାଇଁ ଏହି ଭିଡିଓ ଦେଖନ୍ତୁ । ସରକାରଙ୍କ ଏହି ଯୋଜନାକୁ ନେଇ ଏବେ ସବୁଠୀ ଚର୍ଚ୍ଚା ହେଉଛି । ବର୍ତ୍ତମାନ ସୁଦ୍ଧା ସରକାର ଏନେଇ କୌଣସି ୱେବସାଇଟ୍ ବାହାର କରି ନାହାଁନ୍ତି ।