Movie prime

ଉତ୍ତର ପ୍ରଦେଶରୁ ଆସିଲା ବଡ଼ ଖବର ଦେଖନ୍ତୁ ହଟିଲା ମୋଦୀ ବ୍ରାଣ୍ଡ !!!

 
Vb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Bn
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ବନ୍ଧୁଗଣ ଚଳିତବର୍ଷ ଉତ୍ତରପ୍ରଦେଶରେ ଲୋକ ସଭା ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଏଠାରେ କେବଳ ୩୦ଟି ସିଟ ଉପରେ ବିଜୟ ଅଟକି ରହିଥିବା ବେଳେ ଅକ୍ଷୟଙ୍କ ଦଳ ୩୭ଟି ସିଟ ସହ ଚମତ୍କାର ପ୍ରଦର୍ଶନ କରିଛନ୍ତି। 
Jh
ତେବେ ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ଉପରେ ରହିଛି ସମସ୍ତଙ୍କର ନଜର। ଯୋଗୀ ଆଦିତ୍ୟନାଥଙ୍କ ନାମ ଗତକିଛି ବର୍ଷଧରି ପିଏମ ମୋଦୀଙ୍କ ସହିତ ନିଆଯାଇଥିଲା। ଲୋକ ମାନେ ମୋଦୀ ଯୋଗୀ ମିଶ୍ରଣ ସହିତ ସ୍ଳୋଗାନ ଦେଇ ଆସୁଥିଲେ। କିନ୍ତୁ ଚଳିତବର୍ଷର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ ୟୁପିରେ ବିଜେପି ରାଜନୀତି ଏବଂ ୨୦୨୪ ନିର୍ବାଚନ ଉପରେ ଏବେ ସମସ୍ତଙ୍କର ନଜର ରହିବ। ବିଶେଷକରି ବିଜେପିର ଆଭ୍ୟନ୍ତରୀଣ ସମୀକରଣ ଦେଖିବା ଯୋଗ୍ୟ ହେବ। 
ଯୋଗୀ ଆଦିତ୍ୟନାଥ ହଠାତ ୨୦୧୭ ରେ ଏକ ସୁଯୋଗ ପାଇଥିଲେ। ୨୦୧୭ରେ ତାଙ୍କୁ ବିଜେପି ସିଏମ୍ ଚେହେରା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ତେବେ ୨୦୧୯ ସାଧାରଣ ନିର୍ବାଚନ ପରେ ୨୦୨୨ ବିଧାନସଭା ନିର୍ବାଚନରେ ରାଜ୍ୟରେ ଯୋଗୀ ସରକାର ବହୁ ସଫଳତା ପାଇଥିଲେ। ନିର୍ବାଚନରେ ସିଏମ ଯୋଗୀ ୧୭୯ଟି ରାଲି କରିଥିବା ବେଳେ ୧୫ଟି ସମ୍ମିଳନୀ ଆୟୋଜନ କରିଥିଲେ। ୧୩ଟି ରୋଡ ସୋ ମଧ୍ୟ କରିଥିଲେ। ତେବେ ୟୁପିରେ ବିଜେପି ବିଫଳ ହେବା ପରେ ଯୋଗୀଙ୍କ ସିଟ ଏପଟ ସେପଟ ହେଇଯାଇଛି।