Movie prime

ଭଡ଼ା ଘରେ ଚାଲିଥିଲା ଦେହ ବ୍ୟବସାୟ ଦେଖନ୍ତୁ ପୋଲିସ ଧରିବା ପରେ ହେଲା ଏମିତି

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Bb
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ବନ୍ଧୁଗଣ ଭଡ଼ା ଘରେ ଦେହସୁଖ ନେଉଥିବା ବେଳେ ହଠାତ ପଶିଥିଲା ପୋଲିସ। ଅଚାନକ ରାତିଅଧରେ ଭଡାଘର ଉପରେ ଚଢ଼ାଉ କଲା ପୋଲିସ। ଦେହସୁଖ ନେଲା ବେଳେ ପୋଲିସକୁ ଦେଖି ଖସି ପଳେଇବାକୁ ପାଇଁ ଚେଷ୍ଟା କରୁଥିବା ସମୟରେ ଧରାପଡ଼ି ଗଲେ ଦେହଜୀବୀ। 
Gg
ବିଳମ୍ବିତ ରାତିରେ ଦୁଇଟି ଥାନାର ପୋଲିସ ମିଳିତ ଅପରେସନରେ ସେ-କ୍ସ୍ ରାକେଟ ଚାଲୁଥିବା ବେଳେ ଚଢ଼ାଉ କରି ଦୁଇଜଣ ଦେହଜିବୀଙ୍କୁ ଗିରଫ କରିଥିବା ବେଳେ ତିନି ଊର୍ଦ୍ଧ୍ବ ଗ୍ରାହକ ଘଟଣାସ୍ଥଳରୁ ଫେରାର ହେଇଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଭବାନୀପାଟଣା ସହର ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ସିର୍ଲିଗୁଡ଼ା ଗାଁରେ କିଛିଦିନ ହେବ ସେ-କ୍ସ୍ ରାକେଟ ଚାଲିଥିବା ନେଇ ପୋଲିସ ଖବର ପାଇଥିଲା।
ଗତକାଲି ବିଳମ୍ବିତ ରାତିରେ ସଦର ଥାନା ଓ ଟାଉନ ଥାନା ପୋଲିସ ମିଳିତ ଭାବରେ ଚଢ଼ାଉ କରିଥିବା ବେଳେ ଗାଁର ଏକ ଭଡ଼ା ଘରେ ରାତିଅଧରେ ହଠାତ୍ ଚଢ଼ାଉ କରିବା ସହ ଦୁଇଜଣ ଦେହଜିବୀଙ୍କୁ ଗିରଫ କରିବାରେ ସଫଳ ହେଇଛନ୍ତି। ତେବେ ପୋଲିସକୁ ଦେଖି ୩ରୁ ଊର୍ଦ୍ଧ୍ବ ଗ୍ରାହକ ଫେରାର ହେଇଯାଇଥିବା ସୂଚନା ମିଳିଛି। ସେଇ ଘରୁ ଅନେକ ସାମଗ୍ରୀ ମଧ୍ୟ ଜବତ ହେଇଛି। ଏନେଇ ପୋଲିସ ମାମଲା ରୁଜୁ କରିଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ସେ-କ୍ସ୍ ରାକେଟ ଉପରେ ଚଢ଼ାଉ କରିବା ପରେ ଏବେ ଦଲାଲ ମାନେ ଫେରାର ହେଇଯାଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.