Movie prime

ଆସୁଛି ଭୟଙ୍କର ବାତ୍ୟା ଦେଖନ୍ତୁ ଏହିସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷାର ପ୍ରଭାବ ଏବେଠୁ ରୁହନ୍ତୁ ସତର୍କ

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ପାଣିପାଗକୁ ନେଇ ଆସିଥିବା ଖବର ସବୁ ଜାଣି ପାରୁଛନ୍ତି । ଏହାସହ ଆଗକୁ ଲଘୁଚାପ ହେବ ବୋଲି ସୂଚନା ମିଳିଥିଲା ।
ଆଉ ଏବେ ଏହି ଲଘୁଚାପକୁ ନେଇ କିଛି ଖବର ଆସିଛି । ଏବେ ଏହି ଲଘୁଚାପ ପାଇଁ କିଛି ଜିଲ୍ଲାକୁ ହାଇ ଆଲର୍ଟ ଜାରି କରାଯାଇଛି । ଆସିକା ହାଇ ଆଲର୍ଟ, ପ୍ରବଳ ବେଗରେ ଲଘୁଚାପ ମାଡ଼ି ଆସୁଛି ବୋଲି ଖବର ଆସିଛି । 
Hh
୨୩ ତାରିଖ ସକାଳୁ ଅଶାନ୍ତ ହୋଇ ଉଠିବ ସମୁଦ୍ର । ୭୦ କିମି ବେଗରେ ପବନ ବହିବ । ସମୁଦ୍ର ଭିତରକୁ ମତ୍ସ୍ୟଜୀବିମାନଙ୍କୁ ଯିବାକୁ ମନା କରାଯାଇଛି । ପ୍ରବଳ ବର୍ଷା ହେବ ଆଉ ଏହି ବର୍ଷାରେ କିଛି ଜିଲ୍ଲା ବୁଡ଼ିଯିବ ବୋଲି ଆସିଛି ଖବର ।
ଆସନ୍ତା ୨୪ ଘଣ୍ଟା ଭିତରେ ବଙ୍ଗୋପସାଗରରେ ସୃଷ୍ଟି ହେଲାଣି ଲଘୁଚାପ । ଯାହାକୁ ନେଇ ଆଗୁଆ ଆର୍ଲଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ପ୍ରବଳ ବେଗରେ ଏହି ଲଘୁଚାପ ମାଡ଼ି ଆସୁଛି ବୋଲି ଏବେ ଖବର ଆସିଛି । ଆସନ୍ତା ଦିନରେ ପ୍ରବଳ ବର୍ଷା ହେବ।
ଆଗାମୀ ୨୪ ଆଉ ୨୫ ତାରିଖରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ଯଦି ଆପଣମାନେ ଏହି ତାରିଖରେ କୁଆଡେ ଯିବାକୁ ବାହାରିଛନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ । ବର୍ତ୍ତମାନ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିଥିବା
Hh
ବେଳେ ଏଭଳି ଲଘୁଚାପକୁ ନେଇ ଆସୁଛି ଖବର । ଆସନ୍ତା କାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଏହି ଲଘୁଚାପ ୨୪ ତାରିଖ ସକାଳ ସୁଦ୍ଧା ଅବପାତର ରୂପ ନେବ ବୋଲି ସୂଚନା ମିଳିଛି । ଯାହାର ପ୍ରଭାବ ଏବେ ଠାରୁ ଦେଖିବାକୁ ମିଳିଲାଣି । 
୨୩ ତାରିଖ ବେଳକୁ ଅଶାନ୍ତ ହୋଇଯିବ ସମୁଦ୍ର ଆଉ ଏଭଳି ଲଘୁଚାପ ହେବ । ମତ୍ସ୍ୟଜୀବୀମାନଙ୍କୁ ୨୩ ତାରିଖ ପୂର୍ବରୁ ସମୁଦ୍ରରୁ ପଳାଇ ଆସିବାକୁ ପରାମର୍ଶ ଦିଆଯାଇଛି । ବର୍ଷା ଆଉ ପବନ ନେଇ ପାଣିପାଗ ବିଭାଗ ସତର୍କ କରିଛି । ୨୩ ଓ ୨୪ ତାରିଖରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି ।
କଟକ, ଜଗତସିଂପୁର, କେନ୍ଦ୍ରାପଡ଼ା, ବାଲେଶ୍ଵର, ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବ । ୨୫ ତାରିଖ ବେଳକୁ ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଖବର ଆସିଛି । ବର୍ଷା ସହ ପବନ ମଧ୍ୟ ଜୋରରେ ବହିବ ବୋଲି ଖବର ଆସିଛି ।