Movie prime

ଯୁବତୀ ଆଣିଲେ ସଙ୍ଗୀନ ଅଭିଯୋଗ ଦେଖନ୍ତୁ ଲୁହା ରଡରେ ପିଟିଲେ ପୋଲିସ କଥା କହିବାରୁ ଏମିତି କହିଲେ

 
Gh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Gh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟୁଥିଲା ସେ ବିଷୟରେ ସହଜରେ ଜାଣି ପାରୁନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। କିନ୍ତୁ ଏବେ ଧିରେ ଧିରେ ସେସବୁ ସୁବିଧା ଦେଖିବାକୁ ମିଳୁଛି। ତେବେ ବନ୍ଧୁଗଣ ବର୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। 
Vh
ତିନି ଜଣ ସାଙ୍ଗ ଖାଇବା ପାଇଁ ଯାଇଥିଲେ। ସେହି ସମୟରେ ଏକ ଗାଡ଼ି ରେ ଦୁଇ ଜଣ ଝିଅ ଆଉ ତିନି ଜଣ ପୁଅ ଆସି ସେହି ତିନି ଜଣ ସାଙ୍ଗକୁ ବାଡେଇ ଥିଲେ। ଏହାପରେ ସେମାନେ ବରଗଡ଼ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ତାଙ୍କ ଅଭିଯୋଗକୁ ନେ଼ଇ ବରଗଡ଼ ଥାନା ପୋଲିସ କିଛିବି ପଦକ୍ଷେପ ନେଉନାହାନ୍ତି। ଏନେଇ ତିନି ଜଣ ସାଙ୍ଗ ମଧ୍ୟରୁ ଜଣେ ଗଣମାଧ୍ୟମ ନିକଟରେ କହିଛନ୍ତି।
ସେ କହିଛନ୍ତି, ରୂପାଲି ଦାସ ଆଉ ସନ୍ଦୀପ ଖୁଣ୍ଟିଆ ତାଙ୍କୁ ରଡ ଧରି ଆଟାକ୍ଟ କରିଥିଲେ। ଏଵଂ ଭାଷା ଖରାପ କରି ବାଡେଇଥିଲେ। ଏହାପାରେ ଯୁବତୀ ଜଣକ ବାଡେଇବା କାରଣ ପଚାରିଥିଲେ। ଏଵଂ ଯୁବତୀ ଜନକ କହିଛନ୍ତି, "ଆମକୁ ପିଟିଲେ ଭିଡ଼ିଓ କଲା ବେଳକୁ କହୁଛନ୍ତି କଣ କରିବ କର ପୋଲିସ ଆମ ପକେଟରେ"। ତେବେ ରୂପାଲି ଦାସଙ୍କ ସହ ତାଙ୍କର ପ୍ରଥମରୁ ଝଗଡ଼ା ଥିଲା କିନ୍ତୁ ସେହି ଝଗଡ଼ାରେ ଭିତରେ ଉଭୟଙ୍କ ମଧ୍ୟରେ ସବୁ ସମାଧାନ ହେଇଯାଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.