Movie prime

ଯୁକ୍ତ ୨ ପିଲାଙ୍କ ପାଇଁ ଖୁସି ଖବର ଦେଖନ୍ତୁ ୨୪ ମାର୍କ ରଖିଲେ ହେବେ ପାସ !!

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ନେଇ କିଛି ଖବର ଆସିଛି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ଖୁସି ଖବର ପାଇପାରିବେ । ମାତ୍ର ୨୪ ମାର୍କ ରଖିଲେ ପରୀକ୍ଷାରେ ପାସ ହୋଇଯିବେ । ଆଗରୁ ୩୦ ମାର୍କ ରଖିଲେ ପାସ ହେଉଥିଲେ ଛାତ୍ରଛାତ୍ରୀ । 
Bv
ଏବେ ଫୁଲ ମାର୍କ ମଧ୍ୟ କମିଯାଇଛି । ପୂର୍ବରୁ ଫୁଲମାର୍କ ୧୦୦ ଥିବା ବେଳେ ଏବେ ଏହା ୮୦ କୁ ଖସି ଆସିଛି । ଯୁକ୍ତ ଦୁଇ ଛାତ୍ରଛାତ୍ରୀ ଏହା ଶୁଣି ଖୁସି ହୋଇ ଯାଇଛନ୍ତି । ଏବେ ଶିକ୍ଷା ବିଭାଗ ପାସ କରିବା ପାଇଁ ମାର୍କ କମାଇଦେଲା । ଆଗରୁ ପିଲାମାନେ ଯେତିକି ରଖି ପାସ ହେଉଥିଲେ ଏବେ ପାସ ମାର୍କ କମାଇ ଦେଇଛନ୍ତି ସରକାର । ଆଗରୁ ଯେତିକି ରଖି ପିଲାମାନେ ପାସ ହେଉଥିଲେ ଏବେ ଏହାଠାରୁ ୬ ମାର୍କ କମ୍ ରଖିଲେ ପାସ ହେବେ । ୨୦୨୫ ମସିହାରେ ଏହି ଢାଞ୍ଚାରେ ପରୀକ୍ଷା ହେବ ।
Hh
ଆଉ ଏହି ନୂଆ ନିୟମ ଏବେ ସାମ୍ନାକୁ ଆସିଛି । ପ୍ରତିଟି ବିଷୟରେ ମୋଟ ମାର୍କ ୧୦୦ ଥିବା ବେଳେ ଏହି ନିୟମ ଅନୁସାରେ ମୋଟ ମାର୍କ ୮୦ ରହିଛି । ଆଉ ଏବେ ପିଲାମାନେ ୨୪ ମାର୍କ ଅର୍ଥାତ୍ ୩୦ ପ୍ରତିଶତ ମାର୍କ ରଖିଲେ ପାସ ହେବେ ବୋଲି ଖବର ଆସିଛି । ୨୦୨୫ ଢାଞ୍ଚାରେ ଇଂରାଜୀ ଏବଂ ମାତୃଭାଷାରୁ ରଚନାକୁ ହଟାଇ ଦିଆଯାଇଛି । ଏବେ ପରୀକ୍ଷାର୍ଥୀମାନେ ପରୀକ୍ଷାରେ ରଚନା ଲେଖିବେ ନାହିଁ । କୌଣସି ବିଷୟରେ ୧୦ ମାର୍କର ପ୍ରଶ୍ନ ରହିବ ନାହିଁ । 
କଳା ବିଭାଗରେ ସର୍ବାଧିକ ୮ ମାର୍କର ଏବଂ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ୫ ମାର୍କର ପ୍ରଶ୍ନ ପାଇପାରିବେ । ପୂର୍ବ ଭଳି ପରୀକ୍ଷା ସମୟ ତିନି ଘଣ୍ଟା ରହିଛି । କେଉଁ ବିଷୟରେ କିଭଳି କେତେ ମାର୍କ ରହିବ ଆଉ କେତେ ମାର୍କ ବିଶିଷ୍ଟ କେତୋଟି ପ୍ରଶ୍ନର ଉତ୍ତର ଲେଖାଯିବ ଏହିସବୁ ଏହି ଭିଡିଓରେ ଆପଣମାନେ ଜାଣିପାରିବେ । ଏହାସହ ପ୍ରାଟିକାଲ ବିଷୟରେ ଥିଓରି ୮୦ ମାର୍କ ଆଉ ପ୍ରୋଜେକ୍ଟ ୨୦ ମାର୍କ ରହିବ । ଏବେ ଏହିଭଳି ଢାଞ୍ଚାରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବାକୁ ଯାଉଛି । ଏବେ ଏହି ଖବର ସାମ୍ନାକୁ ଆସିଲା ପରେ ଯୁକ୍ତ ଦୁଇ ପିଲାମାନେ ଖୁସି ଥିବାର ଜଣାପଡିଛି ।