Movie prime

ମୋହନ ସରକାରଙ୍କୁ ଦୁଃଖ ଜଣାଇଲେ ବ୍ୟକ୍ତି ଦେଖନ୍ତୁ ଓଡ଼ିଶାରେ ହେଲା ପ୍ରଥମଥର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଖୁଲମ୍ ଖୋଲା କରିପାରିଲେ ଅଭିଯୋଗ

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଜଣେ ଦୁଃଖୀଙ୍କ କଥା ଜାଣିପାରିବେ । ଏହି ଦୁଃଖୀ ବ୍ୟକ୍ତି ଜଣଙ୍କ ତାଙ୍କ ବିଷୟରେ କହିଛନ୍ତି । ସରକାର ସବୁବେଳେ ଲୋକମାନଙ୍କ ଭଲ ପାଇଁ ଆଉ ତାଙ୍କୁ ସାହାଯ୍ୟ କରିବା ପାଇଁ ଅନେକ କାମ କରନ୍ତି । ଏବେ ସରକାର କରିଥିବା କାମ ଆପଣମାନେ ଜାଣିପାରିବେ ।
Vh
ସରକାର ଅନେକ ଯୋଜନା କରିଛନ୍ତି । ଆଉ ଏହି ଯୋଜନା ମାଧ୍ୟମରେ ଅନେକ ଲୋକ ଉପକୃତ ମଧ୍ୟ ହୋଇଛନ୍ତି । ଏବେ ଜଣେ ବ୍ୟକ୍ତି ତାଙ୍କ ବିଷୟରେ କିଛି କଥା କହିଛନ୍ତି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏହି ବ୍ୟକ୍ତି ଜଣଙ୍କୁ ଜନ୍ମରୁ ପୋଲିଓ ହୋଇଛି । ସେ ଏବେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଛନ୍ତି । ଆଉ ତାଙ୍କର ଅଭିଯୋଗ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି । ଏହି ବ୍ୟକ୍ତି ଜଣଙ୍କୁ ଏକ ଚାକିରୀ ମିଳିଛି । ସେ ଚାକିରୀ କରିଛନ୍ତି କିନ୍ତୁ ତାଙ୍କର ଚାକିରୀ ନିୟମିତ ହୋଇନାହିଁ । 
Bb
ଆଉ ତାଙ୍କର ଚାକିରୀ ନିୟମିତ ହେବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଆସିଛନ୍ତି । ସେ ୧୨ ବର୍ଷ ହେଲା ଚାକିରୀ କରିଲେଣି ହେଲେ ତାଙ୍କର ରେଗୁଲାର ହେଉନାହିଁ । ସେଥିପାଇଁ ଏହାକୁ ରେଗୁଲାର କରିବା ପାଇଁ ସେ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇଛନ୍ତି । ସେ ପିଲାଦିନରୁ ବିକଳାଙ୍ଗ ଅଟନ୍ତି । ସେ ଅନେକ ଆଶା ରଖି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଛନ୍ତି । ଆଉ ତାଙ୍କର ଛୋଟ ବେଳୁ ପୋଲିଓ ହୋଇଥିଲା ଏବଂ ତାଙ୍କର ଗୋଡ଼ ଘା ହୋଇ ନଷ୍ଟ ହୋଇ ଯାଇଥିଲା । ଯେତେବେଳେ ସେ ଚାକିରୀ ପାଇଥିଲେ ସେତେବେଳେ OTET ନଥିଲା ।
ଆଉ ଏବେ ସରକାର OTET ମାଗୁଛନ୍ତି । ତାଙ୍କର ଚାକିରୀ ନିୟମିତ କରୁ ନାହାଁନ୍ତି ବୋଲି ସେ କହିଛନ୍ତି । ପାତ୍ରପୁର ବ୍ଳକ ବିନୁଆ ଗାଁର ଏହି ଶିକ୍ଷକ ଜଣକ ଏବେ ଅଭିଯୋଗ ଆଣିଛନ୍ତି । ଏହି ବ୍ୟକ୍ତି ଜଣକ ୧୮ ମାସ ହେବ OTET ପାସ କରିଛନ୍ତି କିନ୍ତୁ ତାଙ୍କର ଚାକିରୀ ନିୟମିତ ହେଉନାହିଁ । ଏହାସହ ଏହି ବ୍ୟକ୍ତି ଜଣକ କହୁଛନ୍ତି ନୂଆ ସରକାର ଆସିଛନ୍ତି ତାଙ୍କର ଦୁଃଖ ଶୁଣିବେ । ତାଙ୍କର ଅଭିଯୋଗ ସେ ଶୁଣିବେ ବୋଲି କହିଛନ୍ତି । ଏବେ ଏନେଇ ଏହି ଖବର ଆସିଛି ଏହି ବ୍ୟକ୍ତି ଜଣକ ଚାକିରୀ ନିୟମିତ କରିବା ପାଇଁ ସେ ଏହି ସବୁ କଥା କହି ତାଙ୍କର ଅଭିଯୋଗ କହିଛନ୍ତି ।