Movie prime

ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ ଦେଖନ୍ତୁ ଜନତାଙ୍କ କଥା ଶୁଣିବେ ଏଥର ସମସ୍ତେ ଆସିଲା ବଡ଼ ଖବର

 
Gh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Cc
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟୁଥିଲା ସେ ବିଷୟରେ ସହଜରେ ଜାଣି ପାରୁନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। କିନ୍ତୁ ଏବେ ଧିରେ ଧିରେ ସେସବୁ ସୁବିଧା ଦେଖିବାକୁ ମିଳୁଛି। ତେବେ ବନ୍ଧୁଗଣ ଏବେ ଆମ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ କିଛି ଖବର ଆସିଛି। 
Bb
ବନ୍ଧୁଗଣ ଜୁଲାଇ ମାସରୁ ନୂଆ ଆଇନ କାର୍ଯ୍ୟକାରୀ ହେବ ବୋଲି ଆଲୋଚନା ହେଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି- ବିଶେଷ କରି ସଧାରଣ ଜନତାଙ୍କୁ କିଭଳି ଭାବେ ପୋଲିସର ଉତ୍ତମ ସେବା ମିଳିପାରିବ ତାହା ମଧ୍ୟ ଆଲୋଚନା କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟବାସୀଙ୍କୁ ଉତ୍ତମ ସେବା ସହିତ ଲୋକଙ୍କୁ ଭଲ ବ୍ୟବହାର ମଧ୍ୟ ଦିଆଯିବ। ଅନେକ ଦିଗକୁ ନେଇ ସମୀକ୍ଷା କରିଛନ୍ତି ମୋହନ ଚରଣ ମାଝୀ। ଏବଂ ରାଜ୍ୟବାସୀଙ୍କୁ ଉତ୍ତମ ସେବା କିପରି ଯୋଗାଇ ଦିଆଯିବ ସେ ସମ୍ପର୍କରେ ପୋଲିସ ସହିତ ସମୀକ୍ଷା କରିଛନ୍ତି।ଆଇନ ଶୃଙ୍ଖଳାକୁ ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ଏବଂ ସମୀକ୍ଷା ବୈଠକରେ ପୋଲିସ ଡିଜି ମଧ୍ୟ ଉପସ୍ଥିତ ରହିଥିଲେ।
ଜନସାଧାରଣ ମାନେ ପୋଲିସଙ୍କ ପାଖକୁ ଯାଇ ଯେଉଁ ଅଭିଯୋଗ କରୁଛନ୍ତି ତାକୁ ନେଇ ସଠିକ୍ ଭାବେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହିତ ଭଲ ବ୍ୟବହାର ଦେଖାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୋଲିସଙ୍କୁ ନିର୍ଦେଶ ଦେଇଛନ୍ତି। ବନ୍ଧୁଗଣ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ବିଭିନ୍ନ ବିଭାଗର ସମୀକ୍ଷା କରୁଛନ୍ତି ମୋହନ ଚରଣ ମାଝୀ। ଗତକାଲି ବିଭିନ୍ନ ବିଭାଗର ସଚିବ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଆଜି ଆଇନ ଶୃଙ୍ଖଳାର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ଅତିଥି ଭବନରେ ଅସ୍ଥାୟୀ ସିଏମଓରେ ଚାଲିଥିଲା ବୈଠକ। ଗୃହ ବିଭାଗ ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା, ପୋଲିସ ଡିଜି ଏହି ବୈଠକରେ ଉପସ୍ଥିତ ଥିଲେ।