Movie prime

ମହିଳାଙ୍କ ପେଟରୁ ବାହାରିଲା ଅଢେଇ କେଜି ଚୁଟି ଦେଖନ୍ତୁ ସବୁବେଳେ କେଶ ଖାଇବାର ମହିଳାଙ୍କ ଥିଲା ଅଭ୍ୟାସ

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି କଥା ଜାଣିପାରିବେ । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ମହିଳାଙ୍କ ପେଟରୁ ଅଢେଇ କେଜିର ଚୁଟି ବାହାରିଛି । ମହିଳାଙ୍କ ପେଟରେ ଏତେ ଚୁଟି ଦେଖି ଡାକ୍ତର କାବା ହୋଇଗଲେ । ମହିଳାଙ୍କ ପେଟରେ ଏହା ଦେଖି ଡାକ୍ତର ଭୟ କରିଲେ । 
Vh
ମହିଳାଙ୍କର ଅସ୍ତ୍ରୋପଚାର କରିବା ପାଇଁ ଡାକ୍ତର ବାବୁ ଭୟ କରୁଥିଲେ ଆଉ ତାଙ୍କ ହାତ ଥରୁଥିଲା । କେମିତି ପେଟ ଭିତରକୁ ଏତେ ଚୁଟି ଆସିଲା ଏହାକୁ ନେଇ ଏବେ ଆସୁଛି ପ୍ରଶ୍ନ । ଏହି ମହିଳା ଜଣଙ୍କର ଅପରେସନ କରି ତାଙ୍କ ପେଟରେ ଥିବା ସବୁ କେଶ ବାହାର କରିଥିଲେ ଡାକ୍ତର । ଏହି ମହିଳାଙ୍କ ପେଟରେ ରହିଛି ଅଢେଇ କେଜିର କେଶ । ଏହି ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଅଟେ । ଏହି ମହିଳା ଜଣଙ୍କର ଅଲଟ୍ରାସାଉଣ୍ଡ କରିବା ପରେ ଏହି କଥା ଜଣା ପଡିଥିଲା । 
Gg
ଡାକ୍ତର ଜଣଙ୍କର ହୋସ ଉଡ଼ି ଯାଇଥିଲା । ମହିଳା ଜଣଙ୍କ ପେଟରେ ଏତେ ଚୁଟି ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଆଉ ଏହି ଚୁଟିର ଅବସ୍ଥା ଏଭଳି ଥିଲା ଯାହାକୁ ଦେଖି ଡାକ୍ତର ଡରି ଯାଇଥିଲେ । ଏହି ଚୁଟି ସବୁ ଏକାଠି ହୋଇ ଯାଇଥିଲା । ମହିଳାଙ୍କ ପେଟ ଭିତରେ ଚୁଟିର ଏକ ପିଣ୍ଡୁଳା ହୋଇ ଯାଇଥିଲା । ଏହି ମହିଳା ଜଣକ ଗର୍ଭ ଧାରଣ ସମୟରେ କେଶ ଖାଇବା ଅଭ୍ୟାସ କରିଥିଲେ । ଆଉ ସେ ପ୍ରଥମ ଯେତେବେଳେ ଗର୍ଭବତୀ ଥିଲେ ସେତେବେଳେ ସେ କେଶ ଖାଉନଥିଲେ ।
ଆଉ ଏହାପରେ ସେ ଯେତେବେଳେ ଦ୍ଵିତୀୟ ଗର୍ଭଧାରଣ କରିଲେ ସେତେବେଳେ ସେ କେଶ ଖାଇବା ଆରମ୍ଭ କରିଥିଲେ । ଆଗରୁ ଏହି ମହିଳା ଜଣକ ବହୁତ କେଶ ଖାଉଥିଲେ । ଆଉ ଏହା ଏକ ପିଣ୍ଡୁଳା ହୋଇ ଯାଇଥିଲା । ଏବେ ଶେଷରେ ଏହି ମହିଳା ଜଣକର ପେଟରୁ କେଶ ପିଣ୍ଡୁଳା ବାହାର କରାଗଲା । ଅପରେସନ କରି ଏହି ମହିଳା ଜଣଙ୍କର ପେଟରୁ କେଶ ବାହାର କରିଥିଲା । ଏହି ଘଟଣା ଉତ୍ତରପ୍ରଦେଶ ରାଜ୍ୟର ଚିତ୍ରକୁଟ ଅଞ୍ଚଳରେ । ଏହି ମହିଳା ଜଣଙ୍କ ଏବେ ସୁସ୍ଥ ଅଛନ୍ତି । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।