Movie prime

ସତର୍କ କରାଇଲା ପାଣିପାଗ ବିଭାଗ ଦେଖନ୍ତୁ ଏହିସବୁ ଜିଲ୍ଲାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା

 
Gh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ପାଣିପାଗ ବିଷୟରେ ଆସୁଥିବା ଖବର ସବୁ ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓରେ ପାଣିପାଗ ବିଷୟରେ କିଛି ଖବର ଜାଣିପାରିବେ । ଏବେ ପାଣିପାଗକୁ ନେଇ ଆସିଛି କିଛି ଖବର । ଆଗକୁ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ଆଉ ଏହି ବର୍ଷାରେ ସ୍ଥିତି ସାଙ୍ଘାତିକ ହୋଇପାରେ ।
Hh
ବର୍ଷାରେ ସ୍ଥିତି ସାଙ୍ଘାତିକ ହୋଇପାରେ ବୋଲି ସୂଚନା ମିଳିଛି । ଦୁଇଦିନ ପାଇଁ ପାଣିପାଗ ବିଭାଗ ଚେତାବନୀ ଦେଇଛି । ବର୍ଷା ସହ ବିଜୁଳି ଘଡଘଡି ହେବ ବୋଲି ସୂଚନା ମିଳୁଛି । ଆଗାମୀ ଦୁଇଦିନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ଘରୁ ବାହାରିଲେ ଆପଣଙ୍କର ଅକାରଣରେ ଜୀବନ ଯାଇପାରେ ବୋଲି ସୂଚନା ମିଳିଛି । ଆଗାମୀ ପାଞ୍ଚଦିନ ପର୍ଯ୍ୟନ୍ତ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ହେବ ବୋଲି ସୂଚନା ମିଳୁଛି । ଆଞ୍ଚଳିକ ପାଣିପାଗ ବିଭାଗ ଏନେଇ ଏନେଇ ସୂଚନା ଜାରି କରିଛି ।
Hg
ରାଜ୍ୟର କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା ହେବ ବୋଲି ସୂଚନା ମିଳିଛି । ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡ଼ିକ ମଧ୍ୟରେ ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଏବଂ ମାଲକାନଗିରି । ଏବେ ପର୍ଯ୍ୟନ୍ତ ଅଧା ଭାରତରେ କମ୍ ବା ନିଅଣ୍ଟିଆ ବର୍ଷା ହେଉଛି ।
ଆଉ ଯେଉଁ ସ୍ଥାନରେ ଅଧିକ ବର୍ଷା ହେଉଛି ସେ ସ୍ଥାନରେ ସ୍ଥିତି ସାଙ୍ଘାତିକ ରହିଛି । ଏବେ ପାଣିପାଗ ବିଭାଗ ପୁଣି ଥରେ କିଛି ଜିଲ୍ଲା ପାଇଁ ଆର୍ଲଟ ଜାରି କରିଛି । ଅନେକ ରାଜ୍ୟରେ ପ୍ରବଳ ରୁ ଅତି ବର୍ଷା ହେବ ବୋଲି ସୂଚନା ମିଳିଛି । ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ , ଓଡ଼ିଶା ଆଦି ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ଏହାସହ ଆହୁରି ଅନେକ ଜିଲ୍ଲା ସହ ଅନେକ ରାଜ୍ୟରେ ବର୍ଷା ନେଇ ଅନେକ ଖବର ଆସୁଛି । ଆଉ ଏହି ଖବର ଏବେ ଆପଣମାନେ ଜାଣି ସତର୍କ ରହିବା ଉଚିତ୍ ।