Movie prime

ଛାଡ଼ପତ୍ର ଘଟଣା ସାରା ଭାରତରେ Viral ହେବା ପରେ ଦେଖନ୍ତୁ କୋଉଠି ଅଛନ୍ତି ଆପଣଙ୍କ ପ୍ରିୟ ଖେଳାଳି ହାର୍ଦ୍ଧିକ ପାଣ୍ଡ୍ୟା

 
Bh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ଅଭିନେତା, ଅଭିନେତ୍ରୀ ଏବଂ ଅନେକ କଳାକାର ସମେତ କ୍ରିକେଟରମାନଙ୍କ ବିଷୟରେ ମଧ୍ୟ ଅନେକ ଖବର ଜାଣି ପାରୁଛନ୍ତି ।
Nn
ଆପଣମାନେ ସମସ୍ତେ କ୍ରିକେଟର ହାର୍ଦିକ ପାଣ୍ଡ୍ୟାଙ୍କୁ ଜାଣିଥିବେ । ଏହି କ୍ରିକେଟର ଜଣଙ୍କୁ ନେଇ ଅନେକ ଖବର ଆସିଥାଏ । ଏବେ ଏହି କ୍ରିକେଟର ଜଣକ ବିବାଦ ଘେରରେ ରହିଛନ୍ତି । ଏହି କ୍ରିକେଟର ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଛାଡ଼ପତ୍ର ହେବାକୁ ଯାଉଛି ।
ଏହି କ୍ରିକେଟର ଜଣଙ୍କର ସ୍ତ୍ରୀ ନତାସା ତାଙ୍କ ଠାରୁ ଅଲଗା ହେବାକୁ ଚାହୁଁଛନ୍ତି । ଏବେ ଛାଡ଼ପତ୍ର ବିବାଦ ଚାଲିଥିବା ବେଳେ ବଡ ଅପଡେଟ ସାମ୍ନାକୁ ଆସିଥିଲା । ହାର୍ଦିକ ପାଣ୍ଡ୍ୟା ଘର ଛାଡ଼ି କେଉଁଆଡ଼େ ପଳାଇଛନ୍ତି । ବିଶ୍ୱକପ୍ ଖେଳ ପାଇଁ ବି ସେ ନାହାଁନ୍ତି ।
ଏବେ ଏହି କ୍ରିକେଟର ଜଣକ ତାଙ୍କ କାମକୁ ନେଇ ନୁହେଁ ବରଂ ବ୍ୟକ୍ତିଗତ କଥାକୁ ନେଇ ଅଧିକ ଚର୍ଚ୍ଚାରେ ଅଛନ୍ତି । ଜୁନ ୨ ତାରିଖରେ ବିଶ୍ୱକପ୍ ଖେଳ ହେବାକୁ ଥିବା ବେଳେ ୨୫ ତାରିଖରେ ଭାରତୀୟ କ୍ରିକେଟ ଟିମ୍ ଆମେରିକା ଚାଲି ଯାଇଛନ୍ତି କିନ୍ତୁ ତାଙ୍କ ଭିତରେ ଏହି କ୍ରିକେଟର ଜଣକ ନାହାଁନ୍ତି ।  Hh
ତାଙ୍କର ବ୍ୟକ୍ତିଗତ ଜୀବନରେ ଉଠୁଥିବା ଝଡ ଖବର ଏବେ ଚର୍ଚ୍ଚାକୁ ଆସୁଛି । ଯାହା ସମସ୍ତଙ୍କୁ ଚକିତ କରି ରଖି ଦେଇଛି । କ୍ରିକେଟର ହାର୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାସାଙ୍କ ମଧ୍ୟରେ ଛାଡ଼ପତ୍ର ହେବାର ଅଛି ।ଏବେ ଏହି କ୍ରିକେଟର ଜଣକ ଏହି ବିବାଦକୁ ନେଇ ଘାଟ ଛାଡ଼ି କେଉଁଆଡେ ପଳାଇ ଯାଇଛନ୍ତି ବୋଲି ଖବର ଆସିଛି ।
ଏହି କଥା ଆସିବା ପରେ କେହି କହୁଛନ୍ତି ସେ କୌଣସି ଅଜ୍ଞାତ ସ୍ଥାନକୁ ପଳାଇ ଯାଇଛନ୍ତି । ସେଠାରୁ ସେ ଆସି ସିଧାସଳଖ ଟିମରେ ଯୋଗ ଦେବେ ବୋଲି ଜଣାପଡିଛି ।ଏବେ ନିକଟରେ ଆଇପିଏଲ ସରିଛି । ଆଉ ସେ ଏହି ବିବାଦ ପାଇଁ ସେ କେଉଁଆଡେ ପଳାଇ ଯାଉଛନ୍ତି ବୋଲି ଖବର ଆସୁଥିବା ବେଳେ ଏହି କ୍ରିକେଟର ଜଣକ ବିଦେଶ ଯାଇଛନ୍ତି ବୋଲି କଥା ଆସୁଛି ।
ଏବେ ଏହି କ୍ରିକେଟର ଜଣକ ବିଦେଶ ଯାଇଛନ୍ତି ଆଉ ସେଠାରୁ ସେ ଭାରତୀୟ ଟିମ ସହ ଖେଳିବେ ବୋଲି ସୂଚନା ମିଳିଛି ।ସେ ସପ୍ତାହେ ବା ଦୁଇ ସପ୍ତାହ ପାଇଁ ବିଦେଶ ଯିବେ ବୋଲି ଜଣାପଡିଥିଲା । ତାଙ୍କୁ ନେଇ ଅନେକ ଖବର ଆସିବା ସହ ଏଭଳି କିଛି ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।