Movie prime

ବାହାଘରକୁ ମାତ୍ର ୧୨ ଦିନ ଦେଖନ୍ତୁ ସ୍ଵାମୀଙ୍କ ଫେରିବା ବାଟକୁ ଚାହିଁ ବସିଥିଲା ସ୍ତ୍ରୀ ହେଲେ ଅଚାନକ ଆସିଲା ଶ-ବ

 
Vh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁ ଅଞ୍ଚଳର ଖବର ପାଇପାରିବେ । ଆପଣମାନେ ଏହି ଭିଡିଓରେ ଯେଉଁ ଖବର ବିଷୟରେ ଜାଣିବେ ଯାହା ଶୁଣିଲେ ଆପଣ ଦୁଃଖିତ ହୋଇଯିବେ ।
ଜଣେ ଝିଅ ବିବାହ ପୂର୍ବରୁ ଅନେକ କଥା ମନରେ ଭାବିଥାଏ ଆଉ ସେ ଅନେକ ଆଶା ରଖି ବିବାହ ବନ୍ଧନରେ ବାନ୍ଧି ହୋଇଥାଅଏ । କିନ୍ତୁ ଏଭଳି ଘଟଣା ସବୁ ଘଟି ଯାଇଛି ଯାହା ଶୁଣିଲେ ଆପଣ ଦୁଃଖ ପ୍ରକାଶ କରିବେ ।
Hh
ଏବେ ଏବେ ବାହା ହୋଇଥିଲେ ଆମ୍ବୁଲାନ୍ସ ଡ୍ରାଇଭର ଜଣକ । ସବୁଦିନ ଭଳି ସ୍ୱାମୀର ବାଟକୁ ଚାହିଁ ବସିଥିଲେ ଡ୍ରାଇଭର ଜଣକ । ସେହିଭଳି କାଲି ମଧ୍ୟ ସ୍ବାମୀ ସହିତ ଖାଇବ ବୋଲି ତାର ବାଟକୁ ଚାହିଁ ରହିଥିଲା କିନ୍ତୁ ସ୍ବାମୀ ଜଣକ ଆସି ନଥିଲେ ଆଉ ଆସିଥିଲା ତାଙ୍କର ଶବ
ସ୍ବାମୀ ଘରକୁ ଫେରିଲା କିନ୍ତୁ ଶବ ହୋଇ । ସୁଖର ସଂସାର ଗଢ଼ିବା ପୂର୍ବରୁ ହିଁ ଭାଙ୍ଗି ଚୁରମାର ହୋଇଯାଇଛି । ଏହି ଡ୍ରାଇଭର ଜଣକ ରୋଗୀଙ୍କୁ ନେଇ ଯାଉଥିଲେ ଆଉ ଯିବା ବାଟରେ ଘଟିଥିଲା ଏଭଳି କିଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ସମ୍ପୂର୍ଣ୍ଣ ଖବର ଜାଣିପାରିବେ ।
ଏହି ଘଟଣା ଘଟିଛି ବାରିପଦା ସଦର ଅଞ୍ଚଳର ଗୁଡୁରୁବଣୀ ଅଞ୍ଚଳରେ । ଏହି ଆମ୍ବୁଲାନ୍ସ ଡ୍ରାଇଭର ଜଣକ ବାରିପଦା ଡିଡୁଏଚରୁ କଟକ ବଡ ମେଡିକାଲକୁ ଯାଉଥିବା ବେଳେ ରାସ୍ତାରେ ହାଇୱା ସହିତ ପଛ ପଟୁ ଧକ୍କା କରିଥିଲେ ।
Hh
ଆଉ ଏହି କାରଣରୁ ସେଠାରେ ଏହି ଆମ୍ବୁଲାନ୍ସ ଡ଼୍ରାଇଭର ଜଣକ ମୃତ୍ୟୁବରଣ କରିଥିଲେ । ଏହି ଡ୍ରାଇଭର ଜଣଙ୍କର ଘଟଣା ସ୍ଥଳରେ ଦେହାନ୍ତ ହୋଇଥିଲା । ଏବେ ଏହି ଡ୍ରାଇଭର ଜଣଙ୍କୁ ଘରକୁ ଅଣାଯାଇଛି । ଏହି ଡ୍ରାଇଭର ଜଣକ ହେଉଛନ୍ତି ଶଶିକାନ୍ତ ମହାନ୍ତ । 
ଏହି ଡ୍ରାଇଭର ଜଣକର ଶବ ଏବେ ଘରକୁ ଯାଉଛି । ଏହି ଡ୍ରାଇଭର ଜଣଙ୍କର ଏଭଳି ଅବସ୍ଥାକୁ ଦେଖି ବରଦାସ୍ତ୍ କରି ପାରୁନି ନୂଆ ବିବାହ କରିଥିବା ସ୍ତ୍ରୀ । ଏହି ଖବର ଶୁଣି ଗାଁ ଲୋକ ଆଉ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଘରର ରୋଜଗାରିଆ ପୁଅ ଆଜି ଆଖି ବୁଜି ଦେଇଛି ।
ଏହି ଖବର ଯିଏ ଶୁଣୁଛି ସେ ଦୁଃଖରେ ଭାଙ୍ଗି ପଡୁଛି । ବିବାହକୁ ମାତ୍ର ୧୨ ଦିନ ହୋଇନାହିଁ ଏପଟେ ସଡ଼କ ଦୁର୍ଘଟଣାରେ ସ୍ଵାମୀଙ୍କର ଜୀବନ ଚାଲିଯାଇଛି । ଆଜି ସାରା ଗାଁ କାନ୍ଦୁଛି । ଏଭଳି କଷ୍ଟ ଭଗବାନ କୌଣସି ଝିଅକୁ ନ ଦିଅନ୍ତୁ ।