Movie prime

ଦେଖନ୍ତୁ ଏବେ ଏବେ ଆସିଲା ବଡ଼ ଖବର ଶଙ୍ଖ ଭବନ ବାହାରେ ରାଗିକି ଅଛନ୍ତି ବିଜେଡି ଯୁବ ନେତା - Exclusive

 
Vv
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ।
Ff
ନବୀନ ସରକାର ୨୪ ବର୍ଷ ହେଲା ଶାସନ କରୁଥିଲେ। ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ପାଇଁ ଅନେକ ପ୍ରକାରର ଯୋଜନା କରିଥିଲେ। ସେ ଲୋକମାନଙ୍କର ସ୍ବାସ୍ଥ୍ୟ ସେବା ପାଇଁ ଅର୍ଥାତ୍ ଚିକିତ୍ସିତ ହେବା ପାଇଁ ମାଗଣା ସେବା ଯୋଗାଇ ଦେଇଥିଲେ। ନବୀନ ପଟ୍ଟନାୟକ ବିଜୁ ସ୍ବାସ୍ଥ୍ୟ କାର୍ଡ ଯୋଗାଇ ଦେଇଥିଲେ। ଆଉ ଏହି କାର୍ଡ ଦ୍ଵାରା ଅନେକ ଲୋକ ଅର୍ଥ ସମସ୍ୟା ଥିଲେ ମଧ୍ୟ ମାଗଣାରେ ମେଡିକାଲ ସେବା ପାଇ ସୁସ୍ଥ ହେଉଥିଲେ। ଏବେ ଓଡ଼ିଶାରେ ଆଉ ନବୀନ ସରକାର ନାହିଁ। ସେଥିପାଇଁ ଲୋକମାନେ ଅନେକ କଥା କହୁଛନ୍ତି।
Gg
ବିଜେଡି ପରାଜୟର କାରଣ ହେଉଛନ୍ତି କାର୍ତ୍ତିକ ପାଣ୍ଡିଆନ। ପାଣ୍ଡିଆନଙ୍କ ପାଇଁ ଆଜି ବିଜେଡିର ସଚନୀୟ ପରାଜୟ ହେଇଛି ବୋଲି ଲୋକେ କହୁଛନ୍ତି। ଆଉ ଏବେ ପାଣ୍ଡିଆନଙ୍କ ବିରୋଧୀ ନାରା ଦେଖିବାକୁ ମିଳିଛି ଶଙ୍ଖ ଭବନ ସାମ୍ନାରେ। ଯୁବ ଛାତ୍ର ନେତା ମାନେ ଏବେ ପୁରା ରାଗିକି ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କ୍ଷମତା ବାହାରେ ଦେଖିପାରୁନାହାଁନ୍ତି। ଭାରତ ବର୍ଷରେ ସବୁଠାରୁ ଦୀର୍ଘ ସମୟ ମୁଖ୍ୟମନ୍ତ୍ରୀ ହେଇଥାନ୍ତି ନବୀନ ପଟ୍ଟନାୟକ। ହେଲେ ପାଣ୍ଡିଆନଙ୍କୁ ବିଦ୍ରୋହ କରିଛନ୍ତି ଯୁବ ବିଜେଡ଼ି ଛାତ୍ର ନେତା ମାନେ। 
ତେବେ ସାମାଜିକ ଗଣମାଧ୍ୟମ ଆଗରେ ଯୁବ ଛାତ୍ର ମାନେ ଭିକେ ପାଣ୍ଡିଆନଙ୍କୁ ବିଜେଡ଼ି ପରାଜୟ ପାଇଁ ଦାୟୀ କରି ଶଙ୍ଖ ଭବନ ମାଟି ନିମାପଡ଼ା ପାଇଁ ଚେତାବନୀ ଦେଇଥିଲେ। ହେଲେ ଶୁକ୍ରବାର ଦିନ ସଂଧ୍ୟାରେ ଏହି ଅସନ୍ତୋଷ ସିଧାସଖଳ ଶଙ୍ଖ ଭବନରେ ଦେଖିବାକୁ ମିଳିଥିଲା। ସେଠାରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା। ସେପଟେ ପାଣ୍ଡିଆନ ଏବେ କୌଣସି କାର୍ଯ୍ୟ ପାଇଁ ଦିଲ୍ଲୀରେ ଅଛନ୍ତି ବୋଲି ବିଜେଡି କହିଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.