Movie prime

ମା ହେଇ ବୁଝି ପାରିଲେନି ମାର ଦୁଃଖ ଦେଖନ୍ତୁ ଢାଳିଦେଲେ ଫୁଟୁଥିବା ଗରମ ପାଣି

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଏକ ଘଟଣା ବିଷୟରେ ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଦୁନିଆରେ ଏଭଳି କିଛି ମାଆ ଅଛନ୍ତି ଯେଉଁମାନେ ମାଆ ହୋଇ ଆଉ ଗୋଟିଏ ମାଆକୁ କଷ୍ଟ ଦେଇଛନ୍ତି । ମାଆ ହୋଇ ମା ସହିତ ଏଭଳି କେମିତି କରିପାରିଲା ଏହି ମାଆ ଜଣକ । 
Uu
ମାଆ ହୋଇ ମାଆ ଉପରେ ଢାଳି ଦେଲେ ଫୁଟନ୍ତା ଗରମ ପାଣି । ଛଟପଟ ହେଲେ କୁନି କୁନି କୁକୁର ଆଉ ଦେହରୁ ଉଠିଗଲା ଚର୍ମ । ମହିଳା ଜଣଙ୍କ ନିଷ୍ଠୁର ହୋଇଗଲେ ଆଉ ସାହି ପଡିଶା ସୋଦିଲେ ।ଏହି ମହିଳାଙ୍କ ବିରୋଧରେ ଥାନାରେ ଅଭିଯୋଗ ହେଲା ଆଉ ଥାନାରେ ଅଭିଯୋଗ ପରେ ଏଭଳି ବୟାନ ଦେଲେ ମହିଳା ଜଣକ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଦିନକୁ ଦିନ ମଣିଷ ଏତେ ନିଷ୍ଠୁର ହୋଇ ଯାଉଛନ୍ତି ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ ।
Yu
ମଣିଷ ତାର ମଣିଷପଣିଆ ଭୁଲି ଯାଉଛି । ଏବେ ଏହି ମହିଳା ଜଣକ କୁନି କୁନି କୁକୁର ଆଉ ମାଆ କୁକୁର ଉପରେ ଫୁଟନ୍ତା ଗରମ ପାଣି ଫୋପାଡି ଦେଇଛନ୍ତି । ଏବେ ସେମାନେ ଛଟପଟ ହେଉଛନ୍ତି । ଏହି ମହିଳା ଜଣକ ଏଭଳି ଫୁଟନ୍ତା ଗରମ ପାଣି କୁକୁରଙ୍କ ଉପରେ ଫିଙ୍ଗିବାର କାରଣ ଯାହା କହିଲେ ତାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ । ଏହି ମହିଳା ଜଣକ କହିଛନ୍ତି ତାଙ୍କ ଘର ପାଖରେ ଏହି କୁକୁରମାନେ ଥିଲେ ଆଉ ତାଙ୍କ ଘରକୁ ଗନ୍ଧ ଯାଉଥିଲା । ସେଥିପାଇଁ ସେ ଏଭଳି କରିଲେ ।
ଏହି କୁନି କୁନି କୁକୁର ମାନଙ୍କର ଚିତ୍କାର ଶୁଣିଲେ ଆପଣଙ୍କୁ ବି ଦୟା ଲାଗିବ । ଏବେ ଥାନାରେ ଏହି ମାମଲା ପହଞ୍ଚିଛି । ଏହି ଘଟଣା କଟକ ଜିଲ୍ଲା ବାଲିସାହି ଅଞ୍ଚଳରେ ଦେଖିବାକୁ ମିଳିଛି । ରକି ଏବଂ ତାର ୬ଟି ନବଜାତ ଶିଶୁର ଏଭଳି ଅବସ୍ଥା କରିଛନ୍ତି ମାମୀଙ୍କ ପଡୋଶୀ ସୁହାନା । କଟକ ମଧୁପାଟଣା ଥାନାରେ ଏହି ମାମଲାକୁ ନେଇ ଅଭିଯୋଗ କରାଯାଇଛି । କୁନି କୁନି କୁକୁରମାନେ ମାଆ କୁକୁର ସହ ସୁହାନା ଘର ସାମ୍ନାରେ ଖେଳୁଥିଲେ ଆଉ ସେ ଏଭଳି କାମ କରିଥିଲେ । ଏବେ ଏହି ଘଟଣାକୁ ନେଇ ପୋଲିସ ଥାନାରେ ମାମଲା ରୁଜୁ ହୋଇଛି ।

Around The Web