ମାଆ ସହ ୪ ଭଉଣୀଙ୍କ ହାତକାଟି ନୂଆ ବର୍ଷ ପାଳିଲା ପୁଅ ଆଉ ତାପରେ
Jan 3, 2025, 15:10 IST
![Bb](https://www.online16media.com/static/c1e/client/93724/uploaded/ad713609d7d4e6676a1feca0f6309210.jpg?width=968&height=514&resizemode=4)
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ଦୁନିଆରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ଏଭଳି ସବୁ କାମ କରନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଘରର ପୁଅ ହୋଇ ଏଭଳି କାମ କରିଛନ୍ତି ଯୁବକ ଜଣକ ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ନୂଆବର୍ଷରେ ବାହାରେ ଚାଲିଥିଲା ସେଲିବ୍ରେଶନ । ଆଉ ଲଜ୍ ଭିତରେ ପୁଅ ଖେଳୁଥିଲା ରକ୍ତର ବୋଲି ।ଏହି ପୁଅ ଜଣକ କରୁଥିଲା ଏଭଳି କିଛି ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ପୁଅ ଜଣକ ତାର ଶିରା ପ୍ରଶିରା କାଟି ଦେଉଛି । ଏହି ଯୁବକ ଜଣକର ମା ଦରକାର ନାହିଁ କି ଭଉଣୀ ଦରକାର ନାହିଁ ।
![Bbg](https://www.online16media.com/static/c1e/client/93724/uploaded/402204f91e62e1d809f903ce724de481.png)
ଏହି ଯୁବକ ଜଣକ ପାଗଳ ପରି ମାଆ ଆଉ ଭଉଣୀର ଶିରାକୁ କାଟି ଚାଲିଥିଲା ପୁଅ । ବନ୍ଦ ଘର ଭିତରେ ଏଭଳି କରିଥିଲା ପୁଅ ଜଣକ । ବାହାରେ ଲୋକମାନେ ନୂଆବର୍ଷକୁ ଉପଭୋଗ କରୁଥିଲେ ଆଉ ଜିରୋ ନାଇଟ ମସ୍ତି ଚାଲୁଥିଲା କିନ୍ତୁ ଏହି ସମୟରେ ଯୁବକ ଜଣକ କରିଥିଲା ଏଭଳି କାମ । ଏହି ଯୁବକ ଜଣକ ମାଆ ଆଉ ଭଉଣୀକୁ ମାରିବା ପୂର୍ବରୁ ଭାବି ନଥିଲେ କିଛି । ଯୁବକ ଜଣକ କରିଥିଲେ ଏଭଳି ନିର୍ଲଜ କାମ । ନିଜ ମାଆ ଆଉ ଭଉଣୀକୁ ମାରି ଦେବା ପୁର୍ବରୁ ଟିକେ ଭାବି ନଥିଲେ ।
![Hh](https://www.online16media.com/static/c1e/client/93724/uploaded/bbc60b6541763bc611256fbf0cbd27de.png)
ଏହି ନୂଆବର୍ଷକୁ ପାଳନ କରୁଥିଲେ ଲୋକମାନେ ଆଉ ଏପଟେ ପୁଅ ଜଣକ ତାର ମାଆ ଆଉ ଚାରିଜଣ ଭଉଣୀକୁ ମାରିଦେଲା । ମାଆ ଆଉ ଭଉଣୀର ଶିରା କାଟି ଦେଲା ସୈତାନ୍ ପୁଅ । ସୈତାନ୍ ପୁଅ ମାଆର ଏବଂ ଭଉଣୀର ହାତ କାଟି ଖୁସି ହେଉଥିଲା । ସେ ତାଙ୍କୁ ମାରି ମଜା ନେଉଥିଲା ଯେତେବେଳେ ମାଆ ଆଉ ଭଉଣୀ ମରିଗଲେ ଆଉ ତାଙ୍କର ଶରୀର ଥଣ୍ଡା ପଡ଼ିଗଲା ସେତେବେଳେ ଏହି ଯୁବକ ଜଣକ ପୋଲିସକୁ ଫୋନ୍ କରିଥିଲା ଆଉ ସେ ଯାହାସବୁ କରିଥିଲା ସେହି ବିଷୟରେ କହିଲା ।
ପୋଲିସ ଏହି କଥା ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏବେ ପୋଲିସ ଥାନାରେ ରହିଛି ଏହି ସୈତାନ୍ । ଏହି ସୈତାନ୍ ଜଣକ ମୃ-ତ ଶରୀର ଉପରେ ବସି ଖୁସି ହେଉଛି । ସେ ଏଭଳି ସବୁ କାମ କରିଛି ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ହେଉଛି । ଏହି ଘଟଣା ଉତ୍ତରପ୍ରଦେଶ ସହରର ଲକ୍ଷ୍ନୌ ସହରରେ ଦେଖିବାକୁ ମିଳିଛି । ନୂଆବର୍ଷରେ ଜଣେ ଯୁବକ କରିଥିଲେ ଏଭଳି କାମ । ଏହି ଯୁବକ ଜଣକ ହେଉଛନ୍ତି ଅର୍ଷଦ । ଏହି ଘଟଣାରେ ତାଙ୍କ ବାପା ସାମିଲ ଅଛନ୍ତି ବୋଲି ପୋଲିସ ସନ୍ଦେହ କରୁଛି । ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ପାରିବାରିକ କଳହ ଯୋଗୁଁ ଏଭଳି କରିଛି ପୁଅ ବୋଲି ସୂଚନା ମିଳିଛି ।