Movie prime

ମାଆର ମୁଣ୍ତକୁ ଦାଆରେ ହାଣିଦେଲା ପରେ ନିଜର ତଣ୍ଟି ନିଜେ କାଟିଦେଲା ଆଉ ତାପରେ

 
Gh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ଦୁନିଆରେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ଏଭଳି ସବୁ କାମ କରନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ସମାଜରେ ଏଭଳି ଲୋକ ରହିବା ଉଚିତ୍ ନୁହେଁ । ଯେଉଁ ମାଆ ଛୁଆକୁ ଲାଳନ ପାଳନ କରି ଛୋଟରୁ ବଡ କରିଲା ନୃଶଂସ ପୁଅ ସେହି ମାଆର ଜୀବନ ନେଇଗଲା । ଏବେ ଏଭଳି କିଛି ଖବର ଆସିଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ତାହା ଦେଖିପାରିବେ । ପ୍ରଥମେ ନୃଶଂସ ପୁଅ ନିଜ ମାଆକୁ ମାରିଲା ଆଉ ତାପରେ ନିଜେ ମରିବାକୁ ବେକରେ ଛୁରୀ ଲଗାଇଲା ।
Hhg
ପୁଅକୁ ମାଆ ଜଣକ ନେହୁରା ହେଉଥିଲା ତାକୁ ଛାଡି ଦେବା ପାଇଁ କିନ୍ତୁ ଏହି ନୃଶଂସ ପୁଅ ଜଣକ ତାର ମାଆର କରୁଣ ଚିତ୍କାର କି ନେହୁରା ହେବା ଶୁଣି ନଥିଲା ଆଉ ମାଆକୁ ଜୀବନରୁ ମାରିଦେଲା । ମାଆ ଆଉ ପୁଅ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ପୁଅ ଯାହା ପାଇଁ ମାଆ ଦିନେ ଅନେକ ଦୁଃଖ କଷ୍ଟ ସହିଥିଲା ଆଜି ସେହି ପୁଅ ମାଆକୁ ଜୀବନରୁ ମାରିଦେଲା । ପୁଅ ଜଣକ ଅତି ନିର୍ମମ ଭାବରେ ମାଆକୁ ହାଣି ପକାଇଲା । ମାଆ ତଳେ ପଡ଼ି ଛଟପଟ ହେଉଥିବା ବେଳେ ପୁଅ ମାଆକୁ ଦାଆରେ ହାଣି ପକାଉଥିଲା । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ପୁଅକୁ ଦେଖିପାରିବେ । 
Vb
ଏବେ ଏହି ପୁଅ ଜଣକ ତାର ମାଆକୁ ମାରିଦେଇ ନିଜେ ମରଣ ସହ ଲଢେ଼ଇ କରୁଛି । ପ୍ରଥମେ ମାଆକୁ ମାରି ଦେଲା ଆଉ କାଳେ କେସ ହୋଇଯିବ ସେଥିପାଇଁ ନିଜେ ମାରିବାକୁ ଚାହୁଁଥିଲା କିନ୍ତୁ ଏଥିରେ ସେ ସଫଳ ହୋଇପାରିଲା ନାହିଁ । ଏହି ବ୍ୟକ୍ତି ଜଣକ ତାର ମାଆକୁ ହ-ତ୍ୟା କରିଲା । ଏହିଭଳି ଅଭାବନୀୟ ଘଟଣା ଘଟିଛି ବାରିପଦା ସଦର ଥାନା ଶରତଚନ୍ଦ୍ରପୁର ଗ୍ରାମରେ । କଣ୍ଟ୍ରୋଲ ଚାଉଳକୁ ନେଇ ମାଆ ଆଉ ପୁଅ ମଧ୍ୟରେ ଝଗଡ଼ା ହୋଇଥିଲା । ଆଉ ଏହି ଝଗଡ଼ା କାରଣରୁ ଏଭଳି ଘଟଣା ଘଟି ଯାଇଥିଲା । ଏହି ମହିଳା ଜଣକ ହେଉଛନ୍ତି ରଇବାଲି ସିଂ । 
ତାଙ୍କର ଦୁଇପୁଅ ଆଉ ଏହି ଦୁଇପୁଅଙ୍କ ମଧ୍ୟରେ କଣ୍ଟ୍ରୋଲ ଚାଉଳକୁ ନେଇ ସବୁବେଳେ ଝଗଡ଼ା ଲାଗି ରହିଥାଏ । ପୁଅ ରୋହିଦାସ ମାଆକୁ ମାରି ଦେଇଥିଲା । ଦାଆରେ ମାଆ ମୁଣ୍ଡକୁ ମାଡ ମାରିଥିଲେ । ଆଉ ଅଧିକ ରକ୍ତସ୍ରାବ ହେବାରୁ ମାଆ ଜଣକ ସବୁଦିନ ପାଇଁ ଆଖି ବୁଜି ଦେଇଥିଲା । ଏହାପରେ ତାଙ୍କ ସାନ ପୁଅ ଲକ୍ଷ୍ମୀକାନ୍ତ ଘରକୁ ଆସି ଏହି ବିଷୟରେ ସୂଚନା ପାଇଥିଲେ । ଏହାପରେ ସେ ଥାନାରେ ଅଭିଯୋଗ କରିଥିଲେ । ଥାନାରେ ଅଭିଯୋଗ ପରେ ପୋଲିସ ଏବେ ବଡ ପୁଅକୁ ଗିରଫ କରିଛି । ଆଉ ଏବେ ସେ ଚିକିତ୍ସାଧୀନ ଅବସ୍ଥାରେ ପୋଲିସ ହେପାଜତରେ ଅଛନ୍ତି ।

Around The Web